Posted inଜାତୀୟ

ଚାଲିଗଲା ଦୁର୍ଦ୍ଧର୍ଷ ଆର୍ମି କୁକୁର ‘ଜୁମ’

ଶ୍ରୀନଗର,୧୩।୧୦: ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ଆର୍ମି କୁକୁର ‘ଜୁମ’ ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ମୃତ୍ୟୁବରଣ କରିଛି। ସେନାର ୫୪ ଏଏଫ୍‌ଭିଏଚ୍‌ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲା।
ଅକ୍ଟୋବର ୧୦ ସକାଳେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ‘ଜୁମ’ ସହାୟତାରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସମୟରେ ଜୁମ ଶରୀରରେ ଦୁଇଟି ଗୁଳି ବାଜିଥିଲା। ଏହାସତ୍ତ୍ୱେ ସେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ‘ଜୁମ’ ଆହତ ହୋଇ ଶ୍ରୀନଗରର ସେନା ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା।
ଅଢେଇ ବର୍ଷୀୟ ‘ଜୁମ’ ଗତ ୧୦ ମାସ ହେବ ସେନା ସହିତ ଜଡିତ ଥିଲା। ‘ଜୁମ’ ବେଲଜିଆନ୍‌ ମାଲିନୋଇସ୍‌ ପ୍ରଜାତିର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ ଆକୁଳ ନିବେଦନ: ମୁଖ୍ୟମନ୍ତ୍ରୀ ମହାଶୟ ବିବାହ ବନ୍ଦ କରିଦିଅନ୍ତୁ, ମୋ ଗର୍ଲଫ୍ରେଣ୍ଡ…

ଜୟପୁର,୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କରୋନା ମହାମାରୀ ଯୋଗୁ ବିବାହ ନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ। ଏବେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ବିବାହ...

ରାଷ୍ଟ୍ରପତି ଭବନରେ ଆତ୍ମହତ୍ୟା କଲେ ହାବିଲଦାର

ନୂଆଦିଲ୍ଲୀ,୯।୯: ରାଷ୍ଟ୍ରପତି ଭବନରେ ରହୁଥିବା ସେନାର ଜଣେ ହାବିଲଦାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଟେକ୍‌ ବାହାଦୂର। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ...

କେଦାରନାଥରେ ତୀର୍ଥଯାତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଡେରାଡୁନ,୨୩।୯: ଉତ୍ତରାଖଣ୍ଡ କେଦାରନାଥରେ ସୋମବାର ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଉଡାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ...

ଶିବାଜୀଙ୍କୁ ନେଇ ରାଜନୈତିକ ବିବାଦ, ଶିନ୍ଦେ କଲେ ଲୋକାର୍ପଣ-ଏନସିପି କ୍ଷୀରରେ କଲା ଶୁଦ୍ଧିକରଣ…

ମୁମ୍ବାଇ, ୧୭।୯ : ମହାରାଷ୍ଟ୍ରରେ ଶିବାଜୀଙ୍କୁ ନେଇ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଔରଙ୍ଗାବାଦରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଲୋକାର୍ପଣ...

ବିଧାୟକଙ୍କୁ ଭେଟିବା ପାଇଁ ଅଡି ବସିଲେ ଶିବକୁମାର: ମୁମ୍ବାଇ ହୋଟେଲ ଆଗରେ ଲାଗିଲା ୧୪୪ ଧାରା

ମୁମ୍ବାଇ, ୧୦।୭: କର୍ନାଟକ ରାଜନୈତିକ ସଙ୍କଟ ଏବେ ବେଙ୍ଗାଲୁରୁ ଛାଡି ମୁମ୍ବାଇରେ ପହଞ୍ଚିଛି। ମେଣ୍ଟ ସରକାରରୁ ଇସ୍ତଫା ଦେବାପରେ କଂଗ୍ରେସ ଓ ଜେଡିଏସ ୧୦ ବିଧାୟକ...

ଆମାଜନକୁ ଏମିତି କରି ଲକ୍ଷାଧିକ ଟଙ୍କାର ଚୁନ ଲଗାଉଥିଲେ

ନୋଏଡା,୩।୯: ଇ-କମର୍ସ କମ୍ପାନୀ ଆମାଜନ୍‌କୁ ଲକ୍ଷାଧିକ ଟଙ୍କାର ଚୁନା ଲଗାଇ ଗିରଫ ହୋଇଛନ୍ତି ହରିୟାଣାର ୩ ଯୁବକ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଫତେହାବାଦ ଓ...

କାଉଡିଆଙ୍କ ସେବା କଲେ ବିଦେଶୀ ମହିଳା

ମିରଟ,୨୯।୭: ଉତ୍ତର ପ୍ରଦେଶର ମିରଟରେ ଜଣେ ବିଦେଶୀ ମହିଳା ତାଙ୍କ ଶ୍ୱଶୁରଙ୍କ ସହ ମିଶି କାଉଡି ଯାତ୍ରାରେ ଯାଉଥିବା ଶିବ ଭକ୍ତଙ୍କର ସେବା କରିଛନ୍ତି। ଚେକୋସ୍ଲୋଭାକିଆର...

ଉଜବେକିସ୍ତାନକୁ ତଥ୍ୟ ମାଗିଲା ଭାରତ

ନୂଆଦିଲ୍ଲୀ,୩୦ା୧୨:ଉତ୍ତର ପ୍ରଦେଶର ନୋଏଡାରେ ମାରିଓନ୍‌ ବାୟୋଟେକ୍‌ ପକ୍ଷରୁ ପ୍ରସ୍ତୁତ ଡୋକ୍‌-୧ ମ୍ୟାକ୍ସ ସିରପ୍‌ ସେବନ କରି ଉଜ୍‌ବେକିସ୍ତାନର ୧୯ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ...

Advertisement
Archives

Model This Week