Posted inଜାତୀୟ

ବିମାନବନ୍ଦରରେ ବୋମା ଆତଙ୍କ

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନବନ୍ଦରରେ ବୋମା ଆତଙ୍କ। ଏହି ବୋମା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଳମ୍ବିତ ରାତିରେ ମସ୍କୋରୁ ଦିଲ୍ଲୀକୁ ଆସୁଥିବା ବିମାନରେ ବୋମା ମାଡ଼ ହେବାର ଖବର ଆସିଥିଲା। ଏହା ପରେ ବିମାନ ଅବତରଣ ନେଇ ସତର୍କତା ଅବଲମ୍ବନ କରାଯାଇଥିଲା। ବର୍ତ୍ତମାନ ସମଗ୍ର ବିମାନ ଯାଞ୍ଚ କରାଯାଉଛି ଏବଂ ବିମାନବନ୍ଦରରେ ଏକ ବୋମା ନିର୍ଷ୍କ୍ରିୟକାରୀ ଦଳ ନିୟୋଜିତ କରାଯାଇଛି। ସମସ୍ତ ଯାତ୍ରୀଙ୍କ ଲଗେଜ ଗୋଟିଏ ପରେ ଗୋଟିଏ ଯାଞ୍ଚ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ବିମାନବନ୍ଦରକୁ ହାଇ ଆଲର୍ଟ କରାଯାଇଛି।
ସୂଚନାଯୋଗ୍ୟ, ବିଳମ୍ବିତ ରାତି ୧୧.୧୫ରେ ଏକ କଲରୁ ସୂଚନା ମିଳିଥିଲା। ଏଥିରେ କୁହାଯାଇଥିଲା ଯେ, ମସ୍କୋରୁ ବିମାନବନ୍ଦରର ଟି୩କୁ ଅପରାହ୍ନ ୩ଟା ସମୟରେ ଆସୁଥିବା ବିମାନରେ ଏକ ବୋମା ରହିଛି। ଏହା ପରେ ବମ ନିର୍ଷ୍କ୍ରିୟକାରୀ ସ୍କ୍ବାଡ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ପଠାଯାଇ ବିମାନଟି ରନୱେ ୨୯ରେ ଅବତରଣ କରିଥିଲା। ଅବତରଣ ପରେ ବିମାନ ଯାଞ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଚ୍ୟାଲେଞ୍ଜ ପାଇଁ ଗ୍ଲୋବାଲ ସାଉଥ ଦାୟୀ ନ ଥିଲେ ବି ଅନୁଭୁତ ହୋଇଛି ସର୍ବାଧିକ ପ୍ରଭାବ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୧ : ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ମୋର...

ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଖୁସି ମନାଇଲେ ଏହି ଗ୍ରାମବାସୀ

କାନପୁର,୧୧।୭: ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ କାନପୁର ବିକରୁ ଓ ଆଖପାଖ ଗଁାରେ ଏକ ନୂଆ ସକାଳ ଆରମ୍ଭ ହୋଇଛି। ବିକରୁ...

ବିଶ୍ୱ ସାମାଜିକ ନ୍ୟାୟ ଦିବସ: ଦାରିଦ୍ର୍ୟ ହଟାଇବ ସାମାଜିକ ନ୍ୟାୟ

ପ୍ରତିବର୍ଷ ଫେବୃୟାରୀ ୨୦ରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଉଛି। ବିଶ୍ୱରୁ ଦାରିଦ୍ର୍ୟ, ଲିଙ୍ଗଗତ ଅସମାନତା, ବେକାରି,ମାନବାଧିକାର ତଥା ସାମାଜିକ ସୁରକ୍ଷା ସମ୍ପର୍କିତ ସମସ୍ୟା...

ଫରଓ୍ବାର୍ଡ ପୋଷ୍ଟରେ ସେନା ମୁଖ୍ୟ

ଲଦ୍ଦାଖ,୨୪।୬: ଭାରତ-ଚାଇନା ସୀମା ଲଦ୍ଦାଖରେ ଜୁନ୍‌ ୧୫ରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷରେ ଭାରତ ୨୦ ବୀର ଯବାନଙ୍କୁ ହରାଇଥିଲା। ଆଉ...

ଫସିଲେ କେଜରିଓ୍ବାଲ: ଟିକେଟ ନମ୍ବର ୪୫

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ନାମାଙ୍କନ ଦାଖଲ କରିବାକୁ ଜାମନଗର ହାଉସ ପହଞ୍ଚିବା ପରେ ଏବେ ଫସି ଯାଇଛନ୍ତି। କାହିଁକିନା ସେଠାରେ ତାଙ୍କୁ...

ଦେବୀ ଦୁର୍ଗା ସାଜି ଫଟୋଶୁଟ୍‌ କଲେ ଏହି ସୁନ୍ଦରୀ ରାଜନେତ୍ରୀ

ଲୋକସଭା ସଦସ୍ୟା ତଥା ଅଭିନେତ୍ରୀ ନୁସରତ ଜାହାନ କୌଣସି ନା କୌଣସି କଥାକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ କ୍ରମାଗତ ଭାବେ ନିଜର...

ଏମ୍‌ଭିଏ ସରକାରରେ ଫାଟ ହେବ ବୋଲି ପୂର୍ବର ଭାଜପା କହିଥିଲା, କେନ୍ଦ୍ରୀୟ ମନ୍ତ୍ରୀଙ୍କ ଉତ୍ତର…

ନୂଆଦିଲ୍ଲୀ, ୨୭।୬ : ଗୋଟିଏ ପଟେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସଙ୍କଟର ଶୁଶାଣି ହେବାକୁ ଥିବାବେଳେ ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ରାଓ୍ବସାହେବ ଦାନଓ୍ବେ ଖୁବ ଶୀଘ୍ର ଭାଜପା...

ଅଭିଭାଷଣର ପ୍ରଥମ, ଶେଷ ଧାଡ଼ି ପଢ଼ି ଗୃହ ଛାଡ଼ିଲେ

କୋଲକାତା,୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା...

Advertisement
Archives

Model This Week