ଜାତୀୟ

‘ପେ ସିଏମ୍‌’ ପୋଷ୍ଟର ବିବାଦ ମାମଲାରେ ୨ଗିରଫ

ବେଙ୍ଗାଲୁରୁ,୨୨।୯: ‘ପେ ସିଏମ୍‌ ପୋଷ୍ଟର’ ବିବାଦ ମାମଲାରେ କନର୍ର୍ାଟକ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏହି ପୋଷ୍ଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ଶାସକ ଦଳ ଭାଜପାକୁ ଟାର୍ଗେଟ କରାଯାଇଥିଲା। ତେବେ ଗିରଫ ହୋଇଥିବା ଉଭୟ ବ୍ୟକ୍ତି କର୍ନାଟକ…

ପିଏଚ୍‌ଡି କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୨।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଆଜିକାଲି ଆମେରିକାରେ ତାଙ୍କର ପିଏଚଡି ଥେସିସ୍‌ ଲେଖୁଛନ୍ତି। ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ପ୍ରାୟ ଦୁଇ ମାସ ପରେ ଚାନ୍ନି ମାର୍ଚ୍ଚ ୧୦ରେ ଭାରତ ଛାଡିଥିଲେ। ତାଙ୍କ ଦଳର ସହକର୍ମୀମାନେ…

ଜ୍ଞାନବ୍ୟାପି-ଶୃଙ୍ଗାର ଗୌରୀ ମାମଲା: ୨୯ ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଣାଣି

ବାରାଣସୀ,୨୨।୯: ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ମାମଲାରେ ଗୁରୁବାର ଶୁଣାଣି ଶେଷ ହୋଇଛି। ଏହି ବିବାଦ ମାମଲାରେ ବାରାଣସୀ ଜିଲା କୋର୍ଟରେ ଶୁଣାଣି ହୋଇଥିଲା। ଏଠାରେ ଉଭୟ ପକ୍ଷ ମତ ରଖିଥିଲେ। ଆଠ ସପ୍ତାହ ପରେ ଶୁଣାଣି ପାଇଁ ଦାବି ଉପରେ ମୁସଲମାନ…

‘କଂଗ୍ରେସର ଅଧ୍ୟକ୍ଷ ହେବା କେବଳ ଏକ ପଦବୀ ନୁହେଁ, ବରଂ ବିଶ୍ୱାସର ପ୍ରତୀକ’

ନୂଆଦିଲ୍ଲୀ,୨୨।୯: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଦଳର ନେତା ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଦୌଡ଼ରେ ଜଡିତ ନେତାମାନଙ୍କୁ ଉପଦେଶ ଦେଇଛନ୍ତି। ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ…

ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍‌ ଟିକେଟ୍‌ କିଣିବାକୁ ଦଳଚକଟା: ଲାଠିଚାର୍ଜ କଲା ପୋଲିସ

ହାଇଦ୍ରାବାଦ,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ପୂର୍ବରୁ ଟିକେଟ ବିକ୍ରିକୁ…

ଖାଲଖମା ରାସ୍ତାରେ ଫଟୋଶୁଟ୍‌ କଲେ କନ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଥିରୁଭାନନ୍ତପୁରମ,୨୨।୯: ଆଜିକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଖାଲ ରାସ୍ତା ଓ ଗଳିରେ ପାଣି ଜମା ହୋଇରହିଛି। ସମସ୍ତଙ୍କ ପାଇଁ ନିଜ ସହରର ସମସ୍ୟାକୁ ସରକାରଙ୍କ ଆଗରେ ଉପସ୍ଥାପନ କରିବା ସହଜ ନୁହେଁ, କିନ୍ତୁ କେରଳର…

ୟୁପି ବିଧାନସଭାରେ ସିଆରପିସି ସଂଶୋଧନ ବିଲ ଆଗତ, ମହିଳାଙ୍କ ପ୍ରତି ଗୁରୁତର ଅପରାଧ ମାମଲାରେ ମିଳିବନି ଆଗୁଆ ଜାମିନ…

ଲକ୍ଷ୍ନୌ, ୨୨।୯ : ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନରେ ଗୁରୁବାର ସିଆରପିସି ସଂଶୋଧନ ବିଲ ଆଗତ ହୋଇଛି। ଏହି ବିଲ ଅନୁସାରେ ଗୁରୁତର ମହିଳା ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଆଉ ଆଗୁଆ ଜାମିନ ମିଳିବନି। ମହିଳାଙ୍କ ଉପରେ ହୋଇଥିବା ଗୁରୁତର ଅପରାଧ…

ହିଜାବ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୯ : କର୍ନାଟକରେ ହିଜାବ ନିଷେଧାଦେଶ ବିରୋଧରେ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ କର୍ନାଟକ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ ନଭଦଗୀ…

ଶିବାଜୀ ପାର୍କ ଦଶହରା ରାଲି ପାଇଁ କାହାକୁ ମିଳିଲାନି ଅନୁମତି…

ମୁମ୍ବାଇ, ୨୨।୯ : ମହାରାଷ୍ଟ୍ରରେ ଶିବାଜୀ ପାର୍କ ଦଶହରା ରାଲି ପାଇଁ ଉଦ୍ଧବ ଠାକରେ ଅବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ କାହାକୁ ମଧ୍ୟ ଅନୁମତି ମିଳିନାହିଁ। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍‌ସି) ଏନେଇ ଗୁରୁବାର ସୂଚନା ପ୍ରଦାନ କରିଛି। ଅକ୍ଟୋବର ୫ରେ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୨୨।୯: କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ହାଇକମାଣ୍ଡଙ୍କ ଇଛା-ମୁଖ୍ୟମନ୍ତ୍ରୀ ପଦବୀ ମୋହରେ ଫଶି ରହିଛନ୍ତି ଗେହଲୋଟ…

ନୂଆଦିଲ୍ଲୀ, ୨୨।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅଧିକ ଚର୍ଚ୍ଚା ହେଉଥିବା ରାଜ୍ୟ ହେଉଛି ରାଜସ୍ଥାନ। ଏହାର କାରଣ ହେଉଛି ଅଶୋକ ଗେହଲୋଟ ଜାତୀୟ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। କିନ୍ତୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭୂମିକାକୁ ନେଇ…

ଶାହାଙ୍କ ବୈଠକରେ ଲେଖାଯାଇଥିଲା ପିଏଫଆଇ ସର୍ଜିକାଲ ଷ୍ଟ୍ରାଇକ୍‌ର କାହାଣୀ…

ନୂଆଦିଲ୍ଲୀ, ୨୨।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ବିରୋଧରେ କେନ୍ଦ୍ରର ବିଭିନ୍ନ ଏଜେନ୍ସି ଏକ ବଡ ପଦକ୍ଷେପ ନେଇଛନ୍ତି। ପ୍ରକାଶ ଯେ, ଦେଶର ୧୨ ଟି ରାଜ୍ୟରେ ୧୦୬ ଟି ସ୍ଥାନରେ ଚଢ଼ାଉ କରାଯାଇ ୧୦୦ରୁ ଅଧିକ ଲୋକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri