Posted inଜାତୀୟ

ଅକ୍କୋବର ୧୮ରେ ଭାରତରେ ଇଣ୍ଟରପୋଲ ବୈଠକ…

ନୂଆଦିଲ୍ଲୀ,୧୫।୧୦ : ରାଜଧାନୀ ଦିଲ୍ଲୀରେ ଅକ୍ଟୋବର ୧୮ରେ ଇଣ୍ଟରପୋଲର ୯୧ ତମ ବାର୍ଷିକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୧୯୫ ଦେଶର ପୋଲିସ ପ୍ରମୁଖ ଏବଂ ଯାଞ୍ଚ ଏଜେନ୍ସିର ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ।

୨୧ ଅକ୍ଟୋବରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାର ଉଦ୍‌ଯାପନୀ ସମାରୋହରେ ଯୋଗଦେବେ। ୨୫ ବର୍ଷ ତଳେ ୧୯୯୭ରେ ଇଣ୍ଟରପୋଲର ବାର୍ଷିକ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେଲେ ଆୟକର ଅଧିକାରୀ: ୪ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ଭଦ୍ରକ, ୪।୬(ସନାତନ ରାଉତ): ଭଦ୍ରକ ଆୟକର ସୁପରିଟେଣ୍ଡେଣ୍ଟ ରମେଶ ମହାନ୍ତିଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ସିବିଆଇ। ଜଣେ ବ୍ୟକ୍ତିଙ୍କ ନକଲି ପାନ କାର୍ଡ ଡିଲିଟ…

ଓଡ଼ିଶାକୁ କେନ୍ଦ୍ରର ବଡ଼ ଉପହାର: ଏହି ୪ ଜିଲା ହେବେ ଉପକୃତ, ୮,୩୦୦.୭୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ…

ଭୁବନେଶ୍ୱର, ୪/୬ (ସୁନିତ୍‌ ମିଶ୍ର): ଓଡ଼ିଶାର ଯୋଗାଯୋଗ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ବରୂପ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଉପକୂଳ ଅଞ୍ଚଳରେ ବୃଦ୍ଧିପାଉଛି ଦେଶୀ ହାଣ୍ଡିଆ ଭାଟି: ନିଶା ସେବନ କରି ଯୁବପିଢ଼ି…

ମହାକାଳପଡ଼ା,୪ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଦେଶୀ ହାଣ୍ଡିଆ ଭାଟି। ବିଶେଷ କରି ଏହି ଅଞ୍ଚଳର…

ଜୁନ୍‌ ୨୦ ପାଇଁ ୧୦ ବିଭାଗର ତତ୍ପରତା: ପୂରାଦମ୍‌ରେ ଲାଗିପଡ଼ିଛନ୍ତି ଅଧିକାରୀ

ଭୁବନେଶ୍ୱର,୪ା୬(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟବାସୀଙ୍କୁ ପାନୀୟଜଳ ଯୋଗାଇବାଠାରୁ ଆରମ୍ଭ କରି ଗମନାଗମନ…

ଓଡ଼ିଶାରେ ଚାଲିବ ଗ୍ରୀନ୍‌ ହାଇଡ୍ରୋଜେନ ବସ୍‌: ଏହିସବୁ କରିଡରରେ ମିଳିବ ସେବା

ଭୁବନେଶ୍ୱର,୪ା୬(ସୁଚିସ୍ମିତା ସାହୁ):ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହ ସ୍ବଚ୍ଛ ଶକ୍ତି ସଂକ୍ରାନ୍ତ ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ। ଏହି କ୍ରମରେ ଓଡ଼ିଶାରେ ଗ୍ରୀନ୍‌…

ଯାହାକୁ ଡରୁଥିଲେ ଟ୍ରମ୍ପ, ଶେଷରେ ତାହା ହିଁ ଘଟିଲା: ନିଜ ଲୋକ ବି ଦେଲେ ଧୋକା

ଓ୍ବାଶିଂଟନ୍‌,୪।୬: ଇରାନ ସହିତ ସଂଘର୍ଷକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସୀମିତ କରିବା…

ରୋହିଗାଁ’ରୁ ବନ୍ଧାହେଲେ ୨୦ ଜୁଆଡି: ୫ ଲକ୍ଷ ୪୪ ହଜାର ଟଙ୍କା ସହ…

ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ…

ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ଦାରିଙ୍ଗବାଡି ମନୋନୀତ:ଚାଷ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଖୁସିର ମୂହୁର୍ତ୍ତ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଥିବାବେଳେ ଏବେ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri