Posted inଜାତୀୟ

ଏମ୍‌ପିଙ୍କ ଦ୍ୱାରା ପଠାଯାଉଥିବା ରୋଗୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ଏମ୍ସ୍‌ର ନିର୍ଦ୍ଦେଶ, ଡାକ୍ତର ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୨୦।୧୦ : ଏମ୍‌ପିଙ୍କ ଦ୍ୱାରା ପଠାଯାଇଥିବା ରୋଗୀମାନଙ୍କ ପାଇଁ ଏମ୍ସ ପକ୍ଷରୁ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ସଂଘ ପକ୍ଷରୁ ଏହି ଆଦେଶକୁ ବିରୋଧ କରାଯାଇଛି। ଡାକ୍ତରମାନଙ୍‌ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଏହି ଆଦେଶ ସମ୍ପର୍କରେ ଏମ୍ସର ନୂତନ ନିର୍ଦ୍ଦେଶକ ଡକ୍ଟର ଏମ ଶ୍ରୀନିବାସଙ୍କ ଏକ ଚିଠି ସାମ୍ନାକୁ ଆସିଛି। ନିର୍ଦ୍ଦେଶକ ଏହି ଚିଠିରେ କହିଛନ୍ତି ଯେ ଯେଉଁ ରୋଗୀମାନଙ୍କୁ ଏମ୍‌ପିଙ୍କ ଆବଶ୍ୟକ ପରାମର୍ଶ କିମ୍ବା ଚିକିତ୍ସା ପାଇଁ ଏମ୍ସ ରେଫର୍‌ କରାଯାଏ ସେମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରାଯିବା ଉଚି୍‌ତ। ସେ ଏହି ଚିଠିକୁ ଏମ୍ସର ସହକାରୀ ନିର୍ଦ୍ଦେଶକ, ଡାକ୍ତରୀ ଅଧୀକ୍ଷକ ଏବଂ ସମସ୍ତ ବିଭାଗର ମୁଖ୍ୟଙ୍କ ନିକଟକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଇପିକୁ ଏକ ବର୍ଷ, ନିର୍ମାଣ ହେବ ନୂଆ ଭବିଷ୍ୟତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯ ।୭: ନ୍ୟାଶନାଲ ଏଜୁକେଶନ ପଲିସି ବା ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନ୍‌ଇପି) କୁ ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବିହାର ବିଧାନସଭା ନିର୍ବାଚନ: ବିରୋଧିଙ୍କ ଉପରେ ଗର୍ଜିଲେ ମୋଦି ଉଠାଇଲେ ନାହିଁ ଚିରାଗଙ୍କ କଥା

ପାଟନା,୨୩ ।୧୦: ବିହାର ବିଧାସଭା ପାଇଁ ଆସନ୍ତା ସପ୍ତାହରେ ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ । ଏଥିଲାଗି ଏବେ ପ୍ରଚାର କାର୍ଯ୍ୟ ଯୋର ଧରିଛି ।...

ସୁସ୍ଥ ହେବା ହାର ୯୭.୧୮ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିରେ...

ଭିଡ଼କୁ ଭୟ…

ନୂଆଦିଲ୍ଲୀ, ୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

କୁମ୍ଭୀର ବେଙ୍ଗକୁ ଗିଳି ଦେଲା, ଏହା କିଭଳି ଭାଗ୍ୟୋଦୟ: ସାମନାରେ ମୋଦିଙ୍କୁ ପ୍ରଶ୍ନ…

ମୁମ୍ବାଇ,୧୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମୁମ୍ବାଇ ଗସ୍ତରେ ଯିବା ପୂର୍ବରୁ ଶିବସେନା ମୁଖପତ୍ର ସାମନାର ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚରା ଯାଇଛି। ସାମନା...

ରବର୍ଟ ଭଦ୍ରାଙ୍କୁ ଟ୍ୟୁମର : ବିଦେଶ ଯିବା ପାଇଁ କୋର୍ଟଙ୍କୁ ମାଗିଲେ ଅନୁମତି

ନୂଆଦିଲ୍ଲୀ,୨୯ା୫: ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ଦିଲୀର ରାଉଜ୍‌ ଏଭେନ୍ୟୁ ଅଦାଲତରେ ଏକ ମେଡିକାଲ ସାର୍ଟିଫିକେଟ ଜମା କରିଛନ୍ତି। ତାଙ୍କ...

ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ବିପଦକୁ ମିଳିମିଶି ମୁକାବିଲା କରିବେ ଭାରତ-ଆମେରିକା, ବାରମ୍ବାର ମୋଦି ଉଠାଇଥିଲେ ଏହି ପ୍ରସଙ୍ଗ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଜ୍ଞାନିକ ଉପଦେଷ୍ଟା ବା ପରାମର୍ଶଦାତା ଭାରତୀୟ ଭୂଳ ବାସିନ୍ଦା ଆରତୀ ପ୍ରଭାକର କହିଛନ୍ତି ଯେ ଆମେରିକା ଏବଂ ଭାରତ...

ଘନେଇଲା ସଙ୍କଟ, ୧୭ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୪।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

Advertisement
Archives

Model This Week