Posted inଜାତୀୟ

ଗୁଜରାଟରେ ଭୂକମ୍ପ ଝଟ୍‌କା

ଅହମ୍ମଦାବାଦ,୨୦।୧୦: ଗୁଜରାଟରେ ଗୁରୁବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ସୁରଟଠାରୁ ୬୧ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଏହି ଭୂକମ୍ପ ସ୍ଥଳ ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୫ ରହିଛି। ଏହାପୂର୍ବରୁ ବୁଧବାର ନେପାଳରେ ହୋଇଥିବା ଭୂକମ୍ପ ଯୋଗୁ ବିହାର ସମେତ ଭାରତର ଅନେକ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା।
ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସୁରଟର ୬୧ କିଲୋମିଟର ଦକ୍ଷିଣ-ପୂର୍ବରେ ଆଜି ସକାଳ ପ୍ରାୟ ୧୦.୨୬ ସମୟରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର ଗଭୀରତା ଭୂମିଠାରୁ ୭ କିଲୋମିଟର ତଳେ ଥିଲା। ଯେହେତୁ ଏହି ଭୂକମ୍ପ ଶକ୍ତିଶାଳୀ ନ ଥିଲା, କେବଳ ଲୋକମାନେ ଏହାକୁ ଅନୁଭବ କରିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ୟୁରେଟିଭ ପିଟିଶନ

ନୂଆଦିଲ୍ଲୀ,୨।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ...

ଦେଶର ପ୍ରଥମ ଘଟଣା,ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଗଲା

ରାଞ୍ଚି,୨୧।୭: କରୋନା ଯୋଗୁ ଝାଡଖଣ୍ଡର ଏକ ପରିବାର ଛାରଖାର ହୋଇଯାଇଛି। କରୋନା ସଂକ୍ରମଣ ହୋଇ ପରିବାରର ଜଣେ ପରେ ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମା’ଙ୍କ...

୩୫ ଟଙ୍କା ଫେରସ୍ତ ପାଇଁ ୫ ବର୍ଷ ଲଢ଼ିଲେ

ନୂଆଦିଲ୍ଲୀ, ୩୧ା୫: ରାଜସ୍ଥାନର କୋଟା ସହର ବାସିନ୍ଦା ତଥା ଇଞ୍ଜିନିୟର ସୁଜିତ ସ୍ବାମୀ ରେଳ ଟିକେଟ କ୍ୟାନ୍‌ସେଲ ବାବଦ ସର୍ଭିସ ଟ୍ୟାକ୍ସ ୩୫ ଟଙ୍କା ପାଇବା...

ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ବିବାହ କରିବାକୁ ୩୦୦ କିମି ଯାତ୍ରା କରି ପହଞ୍ଚିଲେ ଏହି ଯୁବତୀ: ଏବେ ବଡ଼ଭାଇଙ୍କୁ ବିବାହ କରିବେ ବୋଲି ଦେଇଛନ୍ତି ଧାରଣା

କାନପୁର,୨୯।୮: ଉତ୍ତରପ୍ରଦେଶର କାନପୁରରେ ଏକ ନିଆରା ପ୍ରେମକାହାଣୀ ଦେଖିବାକୁ ମିଳିଛି। ଜଣେ ଯୁବତୀ ନିଜର ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ଭେଟିବା ପାଇଁ ୩୦୦ କିମି ଯାତ୍ରା କରି...

ପଦ୍ମଶ୍ରୀ ଫାତିମା ଆର ଜାକରିଆଙ୍କ ପରଲୋକ

ନୂଆଦିଲ୍ଲୀ,୭।୪: ବିଶିଷ୍ଟ ଖବରଦାତା-ଲେଖକ ଫାତିମା ଆର ଜାକରିଆଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ ଫାତିମାଙ୍କ କରୋନା ଆକ୍ରାନ୍ତ ହୋଇଥିଲେ। ଏହା...

କରୋନାରେ ମୃତ୍ୟୁ ହୋଇଥିଲେ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ

ନୂଆଦିଲ୍ଲୀ,୧୨ ।୯: କରୋନାରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ । ଅର୍ଥାତ୍ କରୋନାରେ ମୃତ୍ୟୁ ବୋଲି ଲେଖାଯିବ ।...

ଚାଟିଂ ବେଶି, ପାଠପଢ଼ା କମ୍‌

ନୂଆଦିଲ୍ଲୀ, ୨୭ା୭: କରୋନା ମହାମାରୀ ଅଫ୍‌ଲାଇନ ପାଠପଢ଼ାରେ ଡୋରି ପକାଇଥିବାରୁ ଡିଜିଟାଲ ଶିକ୍ଷା ମୁହଁା ହୋଇଛନ୍ତି ଛାତ୍ରୀଛାତ୍ର। ପିଲାଙ୍କ ଶିକ୍ଷାରେ ବାଧା ସୃଷ୍ଟି ନ ହେବା...

ମିସ୍‌ କଲ୍‌ରେ ମିଳିବ ଗ୍ୟାସ୍‌ ସଂଯୋଗ, ଆଇଓସି କଲା ଘୋଷଣା…

ନୂଆଦିଲ୍ଲୀ,୧୦।୮: ବର୍ତ୍ତମାନ ନୂଆ ଏଲ୍‌ପିଜି ବ୍ୟାସ୍‌ ସଂଯୋଗ ପାଇବାକୁ କୌଣସି କମ୍ପାନୀର ବିତରକଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। ଏଲ୍‌ପିଜି ବ୍ୟାସ୍‌ ସଂଯୋଗ ଚାହୁଁଥିଲେ କେବଳ...

Advertisement
Archives

Model This Week