Advertisement
Posted inଜାତୀୟ

ପିଏଫ୍‌ଆଇର କେରଳ ସମ୍ପାଦକ ଗିରଫ

ନୂଆଦିଲ୍ଲୀ,୨୯।୧୦: ବେଆଇନ ଘୋଷିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର କେରଳ ସାଧାରଣ ସମ୍ପାଦକ ସି.ଏ. ରୌଫ୍‌ଙ୍କୁ ପଲକ୍କଡର ପଟ୍ଟାମ୍ବିରୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ଗିରଫ କରିଛି। ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ମାମଲାରେ ରୌଫ୍‌ ୧୩ତମ ଅଭିଯୁକ୍ତ। ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ରୌଫ କିଛି ମାସ ହେଲା ଫେରାର ଥିଲେ। ସେ କେରଳରେ ଉକ୍ତ ସଂଗଠନର ଗଣମାଧ୍ୟମ ଏବଂ ପିଆର୍‌ ବିଭାଗ ସମ୍ଭାଳୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର କାଲି ବେନ୍‌ରୁ ପାଣି ପିଇ ହୋଇଥିଲେ ଅସୁସ୍ଥ

ଚଣ୍ଡିଗଡ଼, ୨୨ା୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ ସୁଲତାନପୁର ଲୋଧିରେ ଥିବା ପବିତ୍ର କାଲି ବେନ୍‌ ଜୋରରୁ ପାଣି ପିଇ ଅସୁସ୍ଥ ହୋଇପଡିଥିଲେ। ପେଟରେ...

ଆଜିଠାରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୨ା୫ (ପି.ଟି.):କରୋନା ମହାମାରୀ ପାଇଁ ପାଖାପାଖି ୫୦ ଦିନ ହେଲା ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ସେବା ବନ୍ଦ ରହିଥିବାବେଳେ ମଙ୍ଗଳବାରଠାରୁ ପର୍ଯ୍ୟାୟକ୍ରମେ କେତେକ ରୁଟ୍‌ରେ ୧୫...

ହୋଲି ପରେ ସୁପ୍ରିମକୋର୍ଟରେ ହିଜାବ ଶୁଣାଣି

ନୂଆଦିଲ୍ଲୀ,୧୭।୩ (ପି.ଟି.): ହିଜାବ ବିବାଦ ଉପରେ କର୍ନାଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସର୍ବୋଚ୍ଚ ଅଦାଲତ ଉକ୍ତ ପିଟିଶନକୁ ଶୁଣାଣି ପାଇଁ ବୁଧବାର...

ଯୋଗୀ ସରକାରଙ୍କ ସତ୍ୟପାଠ: ରାତ୍ରରେ ସଂସ୍କାର ନ କରିଥିଲେ ସକାଳେ ଥିଲା ଦଙ୍ଗାର ଆଶଙ୍କା

ନୂଆଦିଲ୍ଲୀ, ୬।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ହୋଇଥିବା ବଳାତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିିତ୍ୟନାଥ ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ,...

ଉତ୍ତରପ୍ରଦେଶରେ ପରିବର୍ତ୍ତନ ଚାହୁଁଛନ୍ତି ଲୋକେ !…

ଲକ୍ଷ୍ନୌ, ୨୩।୧ : ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ରାଜ୍ୟରେ ଲୋକେ ପରିବର୍ତ୍ତନ ଚାହଁୁଥିବା ଏକ ସର୍ଭେରୁ ଜଣାପଡିଛି। ଏବିପି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ୨୦...

୧୭ତମ ଲୋକ ସଭାରେ ୧୫୯ ଏମ୍‌ପିଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ,୨୬।୫: ଦେଶର ୧୭ତମ ଲୋକ ସଭା ପାଇଁ ନିର୍ବାଚିତ ହୋଇଥିବା ୫୪୨ ଏମ୍‌ପି ମଧ୍ୟରୁ ୧୫୯ଙ୍କ ବିରୋଧରେ ଗୁରୁତର ଆପରାଧୀକ ମାମଲା ଥିବା ଆସୋସିଏଶନ୍‌ ଫର୍‌...

୩ ଲୋକ ସଭା ୨୯ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଗଣତି ଆରମ୍ଭ

ନୂଆଦିଲ୍ଲୀ,୨ ।୧୧: ଦେଶରେ ୩୦ ଅକ୍ଟୋବରରେ ୩ ଲୋକ ସଭା ଓ ୨୯ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳୁ...

ପ୍ରଚାର ମଇଦାନରେ କେଜ୍‌ରିଓ୍ବାଲଙ୍କ ସ୍ତ୍ରୀ, ଝିଅ

ଚଣ୍ଡିଗଡ଼,୧୦।୨: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ବିଭିନ୍ନ ଦଳ ପ୍ରଚାର ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week