Posted inଜାତୀୟ

ନିର୍ବାଚନ ପୂର୍ବରୁ ଭାଜପା ଖେଳିପାରେ ୟୁନିଫର୍ମ ସିଭିଲ କୋଡ୍‌ କାର୍ଡ

ଅହମ୍ମଦାବାଦ,୨୯।୧୦: ଚଳିତ ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଗୁଜରାଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିର୍ବାଚନ ପୂର୍ବରୁ ବର୍ତ୍ତମାନର ଭାଜପା ସରକାର ୟୁନିଫର୍ମ ସିଭିଲ କୋଡ୍‌ କାର୍ଡ ଖେଳିପାରେ। ଏଥିପାଇଁ ସରକାର ପ୍ରସ୍ତୁତି କରୁଛନ୍ତି। ଶନିବାର ବସିବାକୁ ଥିବା କ୍ୟାବିନେଟ ବୈଠକରେ ସରକାର ଏକ କମିଟି ଗଠନ ଘୋଷଣା କରିପାରନ୍ତି। ଏହି କମିଟି ୟୁନିଫର୍ମ ସିଭିଲ କୋଡ୍‌ର ସମ୍ଭାବନା ବିଷୟରେ ଅନୁସନ୍ଧାନ କରିବ। ଏଥିପାଇଁ କମିଟି ବିଭିନ୍ନ ଦିଗକୁ ମୂଲ୍ୟାଙ୍କନ କରାଯିବ। ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତିମାନେ ଏହି କମିଟିର ଅଧ୍ୟକ୍ଷତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ନିୟମ ପାଳନ କରାଇବାକୁ ରାସ୍ତାକୁ ଓହ୍ଲାଇଲେ ଯମରାଜ

କୁର୍ନୁଲ,୧।୪: କରୋନା ଭାଇରସ୍‌କୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି। କରୋନା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ଏଥିରୁ ବର୍ତ୍ତିବା...

ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କଲେ ଦମ୍ପତି!

ମେଙ୍ଗାଲୁରୁ,୧୭ ।୮: କର୍ନାଟକର ମେଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଉଭୟ କରୋନାରେ ସଂକ୍ରମିତ ଥିଲେ । ସୁଇସାଇଟ...

ଫେବୃୟାରୀରେ ଶୀର୍ଷ ଛୁଇଁବ ଓମିକ୍ରନ୍‌: ଦୈନିକ ସଂକ୍ରମଣ ୫ ଲକ୍ଷ ଅତିକ୍ରମ କରିବ

ନୂଆଦିଲ୍ଲୀ,୯ ।୧: ଦେଶରେ ଓମିକ୍ରନ୍ ସଂକ୍ରମଣ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜଧାନୀ...

ମିଳୁନି ପିଆଜ ଦୋସା

ବେଙ୍ଗାଲୁରୁ,୩୦।୧୧: ଦେଶର ବିଭିନ୍ନ ଭାଗରେ ଏବେ ପିଆଜର କିଲୋଗ୍ରାମ ପିଛା ଦାମ୍‌ ଶହେ ଟଙ୍କା ଛୁଇଁଛି। ଆଉ ଏହି ଦାମ୍‌କୁ ଦେଖି ଘରଠାରୁ ହୋଟେଲ ସବୁଠି...

ରାଜ୍ୟ ସରକାରଙ୍କ ଅଧିକାର ସୁରକ୍ଷା କରନ୍ତୁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୪ (ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟ ବିଭିନ୍ନ ରାୟରେ ଭାରତୀୟ ୟୁନିୟନର ବିଶେଷତ୍ୱ ସମ୍ପର୍କରେ ମନ୍ତବ୍ୟ ଦେବା ସହ ସଂଘୀୟ ବ୍ୟବସ୍ଥାର ପ୍ରତିଷ୍ଠା ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା...

୨୬/୧୧ ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦିଆଯାଉଛି: ଜୟଶଙ୍କର

ମୁମ୍ବାଇ,୨୯ା୧୦: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଯୋଜନା ପ୍ରସ୍ତୁତକାରୀଙ୍କୁ ଦଣ୍ଡ ଦିଆ ନ ଯାଇ ସୁରକ୍ଷା ଯୋଗାଇ ଦିଆଯାଉଛି। ଏହା ସାମୂହିକ...

ଗୁଣବତ୍ତା ପରୀକ୍ଷାରେ ୪୮ ଔଷଧ ବିଫଳ…

ନୂଆଦିଲ୍ଲୀ,୨୬।୪ : ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ନିୟାମକଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ବଶେଷ ସୁରକ୍ଷା ଆଲର୍ଟରେ ଗୁଣାତ୍ମକ ପରୀକ୍ଷଣରେ ବିଫଳତା ପାଇଁ ସାଧାରଣ ଭାବେ ବ୍ୟବହୃତ...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ସକ୍ରିୟ ମାମଲା ୬୦ ହଜାର ମୁହାଁ…

ନୂଆଦିଲ୍ଲୀ, ୧୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

Advertisement
Archives

Model This Week