ସକ୍ରିୟ ମାମଲା ୧୯ ହଜାର ତଳେ, ଦୈନିକ ସଂକ୍ରମଣ ୧୬ ଶହରୁ କମ୍‌…

ନୂଆଦିଲ୍ଲୀ, ୨୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୯ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଏହା ୧୬ ଶହରୁ କମ୍‌ ରହିଛି। ଏହା୧,୫୬୯ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪ ରହିଛି। ଏହି ସମୟରେ ସକ୍ରିୟ ମାମଲା ୧୮ ହଜାର ୮୦୨ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୨ ହଜାର ୧୬୧ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୯ ହଜାର ୮ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୫୦ ହଜାର ୬୬୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୨ ହଜାର ୮୫୨ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା ଯୋଗୁ ୩୬ ବିମାନ ଉଡାଣ ବାତିଲ

ମୁମ୍ବାଇ,୨୧।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ବିମାନ ସେବା ବ୍ୟାହତ ହୋଇଛି। ପିଟିଆଇ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ପାଣିପାଗକୁ ଦୃଷ୍ଟିରେ ରଖି...

ଜିତନ ରାମଙ୍କ ଟାର୍ଗେଟରେ ନୀତୀଶ କୁମାର

ପାଟନା,୨୧।୭: ଲୋକ ସଭା ନିର୍ବାଚନ ପରେ ବିହାରର ରାଜନୀତି, ବିଶେଷ କରି ଏନଡିଏ ଭିତରେ ପୁଣିଥରେ ପରିବର୍ତ୍ତନ ଆରମ୍ଭ ହୋଇଛି। ଗତ ଲୋକ ସଭା ନିର୍ବାଚନରେ...

ସାରା ବିଶ୍ୱରେ ରାହୁଲ ଏକମାତ୍ର ଉଦାହାରଣ, କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୨୧।୭: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନକୁ ନେଇ ଭାଜପା ସକ୍ରିୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବର୍ତ୍ତମାନ...

୨୦୩୪ ସୁଦ୍ଧା ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ: ବିକାଶ ଦିବ୍ୟକିର୍ତ୍ତୀ

ନୂଆଦିଲ୍ଲୀ,୨୧।୭: ଶିକ୍ଷକ, ଲେଖକ ତଥା ଦୃଷ୍ଟି ଆଇଏଏସର ପ୍ରତିଷ୍ଠାତା ବିକାଶ ଦିବ୍ୟକିର୍ତ୍ତୀ ନ୍ୟୁଜ ଏଜେନ୍ସି ଏଏନଆଇର ପୋଡକାଷ୍ଟରେ ଶିକ୍ଷା, ନିଟ ପେପର ଲିକ, ସଂରକ୍ଷଣ ସମେତ...

ରାହୁଲ ଗାନ୍ଧୀଙ୍କୁ ମିଳିବ ଏହି ପୁରସ୍କାର

ନୂଆଦିଲ୍ଲୀ,୨୧ା୭: ରାଏବରେଲିର କଂଗ୍ରେସ ଏମ୍‌ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଓମେନ ଚାଣ୍ଡିଙ୍କ ସ୍ମୃତିରେ...

ଦୁର୍ନୀତିର ମାଷ୍ଟରମାଇଣ୍ଡ ହେଉଛନ୍ତି ଶରଦ ପାଓ୍ବାର: ଶାହା

ପୁଣେ,୨୧।୭: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ଶରଦ ପାୱାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ତାଙ୍କୁ ରାଜନୈତିକ ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି। ମରାଠା ସଂରକ୍ଷଣ...

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଉ…’, ଭାଜପା ଉପରେ ବର୍ଷିଲେ ଅଭିଷେକ

କୋଲକାତା,୨୧।୭: କୋଲକାତାରେ ଟିଏମସି ରାଲିର ଆୟୋଜନ କରାଯାଇଛି। ଏହି ରାଲିରେ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ବାନାର୍ଜୀ କହିଛନ୍ତି...

‘ବଙ୍ଗଳା ହିଁ ଭାରତର ଅସ୍ତିତ୍ୱକୁ ସୁରକ୍ଷିତ କରିପାରିବ’

କୋଲକାତା,୨୧ା୭: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଶହୀଦ ଦିବସ ସମାବେଶକୁ ରବିବାର ସମ୍ବୋଧିତ କରିଛନ୍ତି। ମମତା ବାଂଲାଦେଶରେ ଚାଲିଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri