ଜାତୀୟ

ଆମେରିକା-ୟୁରୋପୀୟ ସଂଘର ଧମକ କାମ ଦେଲାନି, ଭାରତକୁ ତୈଳ ଯୋଗାଣରେ ରୁଷିଆ ଶୀର୍ଷରେ…

ନୂଆଦିଲ୍ଲୀ,୩।୧୧ : ରୁଷଠାରୁ ଭାରତର ତୈଳ କ୍ରୟକୁ ନେଇ ଆମେରିକା ଏବଂ ୟୁରୋପୀୟ ସଂଘ ଅନେକ ଥର ଆପତ୍ତି ଉଠାଇଛନ୍ତି। କିନ୍ତୁ ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ପ୍ରଭାବିତ କରିନାହିଁ। କେବଳ ଏତିକି ନୁହେଁ, ଅକ୍ଟୋବର ମାସରେ ରୁଷିଏ…

ଲାଲ କିଲ୍ଲା ଆକ୍ରମଣ ଦୋଷୀ ଆଶଫାକଙ୍କ ମୃତ୍ୟୁଦଣ୍ଡ ସୁପ୍ରିମ୍‌ କୋର୍ଟରେ କାଏମ…

ନୂଆଦିଲ୍ଲୀ,୩।୧୧ : ୨୦୦୦ ମସିହାରେ ଲାଲ କିଲ୍ଲା ଉପରେ ହୋଇଥିବା ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ମହମ୍ମଦ ଆଶଫାକ ଆରିଫଙ୍କ ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏଥିରୁ ମୁକ୍ତି ଦେବାକୁ ଶୀର୍ଷକୋଟର୍’ମନା କରି ଦେଇଛନ୍ତି। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଆଶଫାକଙ୍କ ମୃତ୍ୟୁଦଣ୍ଡକୁ…

ଗୁଜରାଟରେ ୪ ହଜାରଙ୍କ ମଧ୍ୟରୁ ୧୮୨ ପ୍ରାର୍ଥୀ ଚୟନ କରିବ ଭାଜପା, ଚୟନ ପାଇଁ ୩ ସୁତ୍ରୀ ନିୟମ…

ଅହମଦାବାଦ,୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ରାଜ୍ୟରେ ଭାଜପା ରାଜ୍ୟରେ ସକ୍ରିୟ ହୋଇପଡିଛି। ଦଳର ଗୁରୁତ୍ୱପୂର୍ଣ୍ଣ ୩ ଦିନିଆ ବୈଠକ ଗୁଜୁରାଟ ମୁଖ୍ୟାଳୟରେ ଆରମ୍ଭ ହୋଇଛି । ଏଥିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ତାଙ୍କ ବ୍ୟତୀତ…

ଗୋଆରେ ରାମରାଜ୍ୟ, ୫ ବର୍ଷରେ ଶୂନ ଦୁର୍ନୀତି ମାମଲା…

ପଣଜୀ,୩।୧୧ : ଗୋଆ ସିବିଆଇ ସମ୍ମୁଖରେ ଏକ ନିଆରା ଉଦାହରଣ ସୃଷ୍ଟି ହୋଇଛି। ରାଜ୍ୟ ଏବେ ରାମରାଜ୍ୟରେ ପରିଣତ ହୋଇଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଶୂନ ଦୁର୍ନୀତି ମାମଲା ପଞ୍ଜିକୃତ ହୋଇଛି। ବାସ୍ତବରେ, ଚାରି ରୁ ପାଞ୍ଚଜଣ ଅଧିକାରୀଙ୍କ…

ସକ୍ରିୟ ମାମଲା ୧୭ ହଜାର ତଳେ…

ନୂଆଦିଲ୍ଲୀ, ୩।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି।…

ରାଜଧାନୀରେ ବଢୁଛି ପ୍ରଦୂଷଣ, ଏକ୍ୟୁଆଇ ୪୦୦ ଉପରେ

ନୂଆଦିଲ୍ଲୀ,୩ ।୧୧: ଦିଲ୍ଲୀ-ଏନସିଆରରେ ଗତ କିଛିଦିନ ହେବ ଲଗାତାର ଥଣ୍ଡା ବଢିବାରେ ଲାଗିଛି । ଦିନରେ ସାମାନ୍ୟ ଖରା ଦେଖାଯାଉଛି । ଏହାଯୋଗୁ ପାଗ ସାମନ୍ୟ ଥଣ୍ଡା ଓ ଗରମ ଅନୁଭବ ହେଉଛି । ଏହାସହ ସକାଳେ ,ସନ୍ଧ୍ୟା ଓ ରାତିରେ…

ଇଡିରେ ହାଜର ହେବେ ନାହିଁ ସୋରେନ, କହିଲେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କରାଯାଇଛି ଷଡଯନ୍ତ୍ର

ରାଞ୍ଚି,୩ ।୧୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବାର ଥିଲା । ହେଲେ ସେ ହାଜର ହେବେ ନାହିଁ ବୋଲି ଜଣାପଡିଛି । ବୁଧବାର ନଭେମ୍ବର ୨ରେ କଥିତ ଭାବେ ଅବୈଧ ଖଣି ଖନନ ଓ…

ଆଜି ଦିନ ୧୨ଟାରେ ଘୋଷଣା ହେବ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୩ ।୧୧: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ୧୨ଟାରେ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି । ନିର୍ବାଚନ କମିଶନ ଦିନ ୧୨ଟାରେ ଏକ ପ୍ରେସ କନଫରେନ୍ସ କରି ତାରିଖ ଘୋଷଣା କରିବେ ବୋଲି ଜଣାପଡିଛି…

ଓକିଲଙ୍କ ଆନ୍ଦୋଳନ ଉପରେ ୧୪ରେ ଶୁଣାଣି

ନୂଆଦିଲ୍ଲୀ, ୩।୧୧: ଓଡ଼ିଶାର ବିଭିନ୍ନ ଜିଲାରେ ଆନ୍ଦୋଳନରତ ଆଇନଜୀବୀମାନେ କୋର୍ଟକୁ ଯାଉନାହାନ୍ତି। ସେମାନଙ୍କ କୋର୍ଟ ବର୍ଜନକୁ ବିରୋଧକରି ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଆଗତ ଏକ ଆବେଦନର ଶୁଣାଣି ଆସନ୍ତା ୧୪ ତାରିଖରେ କରିବାକୁ ବୁଧବାର ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି।…

ସବ୍ୟସାଚୀ ପଣ୍ଡାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୩।୧୧: ଓଡ଼ିଶାର ବିଭିନ୍ନ କୋର୍ଟରେ ବିଚାରାଧୀନ ୬୪ ମାମଲାର ତ୍ୱରିତ ଶୁଣାଣି ସକାଶେ ନିର୍ଦ୍ଦେଶ ଦେବା ପାଇଁ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ ଏବଂ ହୃଷୀକୋଶ ରାୟଙ୍କ ଖଣ୍ଡପୀଠ ଏହି…

ଗେହଲଟ୍‌, ପାଇଲଟ୍‌ ପୁଣି ମୁହଁ।ମୁହିଁ

ଜୟପୁର, ୩।୧୧: ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ଶେଷ ହେବାପରେ ରାଜସ୍ଥାନ କଂଗ୍ରେସରେ କ୍ଷମତା ପାଇଁ ପୁଣି ମୁହଁ।ମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌। ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ ଥିବା ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ…

ସିଆର୍‌ପିଏଫ୍‌, ଆର୍‌ଏଏଫ୍‌ରେ ମହିଳାଙ୍କୁ ଗୁରୁଦାୟିତ୍ୱ

ନୂଆଦିଲ୍ଳୀ, ୩।୧୧: ପ୍ରଥମ ଥର ପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ର ଦୁଇ ମହିଳା ଅଫିସର ସୀମା ଧୁଣ୍ଡିଆ ଏବଂ ଆନି ଆବ୍ରାହମଙ୍କୁ ଇନ୍‌ସ୍ପେକ୍ଟର ଜେନେରାଏ (ଆଇଜି) ପଦ ମିଳିଛି। ଦୁହେଁ ୧୯୮୭ରେ ପ୍ରଥମ ଥର ପାଇଁ ଫୋର୍ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?