Advertisement
Posted inଜାତୀୟ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ,୬।୧୧: ଆଜି ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରାର ୬୦ ତମ ଦିନ। ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ରବିବାର ତେଲେଙ୍ଗାନାରେ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଯୋଗ ଦେଇଥିଲେ। ଏହି ଯାତ୍ରାର ଏକ ଭିଡିଓ କଂଗ୍ରେସ ଦଳର ଟୁଇଟର୍‌ ହ୍ୟାଣ୍ଡେଲରେ ମଧ୍ୟ ଶେୟାର କରାଯାଇଛି। ଏଥିରେ ରାହୁଲ ଗାନ୍ଧୀ ପ୍ରଶାନ୍ତ ଭୂଷଣଙ୍କ ହାତ ଧରିଥିବାର ନଜର ଆସିଛନ୍ତି। ଏହି ସମୟରେ ରାହୁଲଙ୍କ ସହ କଂଗ୍ରେସ କର୍ମୀଙ୍କ ଭିଡ ଜମିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏମ୍‌ୟୁରେ କରୋନା ତାଣ୍ଡବ: ୨୨ ଦିନରେ ୧୯ ପ୍ରଫେସରଙ୍କ ମୃତ୍ୟୁ…

ଅଲିଗଡ଼,୧୩।୫: କକରୋନା ମହାମାରୀ ସଂକ୍ରମଣ ଯୋଗୁ ଅଲିଗଡ଼ ମୁସଲିମ୍‌ ୟୁନିଭରସିଟି(ଏଏମ୍‌ୟୁ)ରେ ଆତଙ୍କ ସୃଷ୍ଟି ହୋଇଛି। ଗତ ୨୨ ଦିନମଧ୍ୟରେ ୧୯ ଜଣ ପ୍ରଫେସରଙ୍କ ମୃତ୍ୟୁ କରୋନାରେ...

ମହାମାରୀର ସବୁଠାରୁ ଭୟାବହ ସମୟ ଏବେ ବିତି ଯାଇଛିି…

ନୂଆଦିଲ୍ଲୀ,୮।୧୧ : ଆମେରିକା ସରକାରଙ୍କ କୋଭିଡ-୧୯ ପ୍ରତିକ୍ରିୟା ସଂଯୋଜକ ଡାକ୍ତର ଆଶିଷ କୁମାର ଝା କହିଛନ୍ତି ଯେ ମହାମାରୀ ସମାପ୍ତ ହୋଇ ନଥାଇ ପାରେ କିନ୍ତୁ...

ବିବାଦରେ ଫାବ୍‌ଇଣ୍ଡିଆ ବିଜ୍ଞାପନ

ନୂଆଦିଲ୍ଲୀ, ୧୯ା୧୦: ପୋଷାକ, ଘର ସାଜସଜ୍ଜା ଏବଂ ଲାଇଫଷ୍ଟାଇଲ ଉତ୍ପାଦ କମ୍ପାନୀ ଫାବ୍‌ଇଣ୍ଡିଆ ପାର୍ବଣ ଋତୁ ଉପଲକ୍ଷେ ପ୍ରସ୍ତୁତ କରିଥିବା ଏକ ବିଜ୍ଞାପନକୁ ନେଇ ବିବାଦ...

ଧରାପଡିଲେ ୮୧ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଉଥିବା ଯୁବକ

ନୂଆଦିଲ୍ଲୀ,୧୦।୯: ଅହମ୍ମଦାବାଦର ଜୟେଶ ପଟେଲ ନାମକ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ୮୧ବର୍ଷୀୟ ବୃଦ୍ଧ ବେଶରେ ସଜାଇ ସୋମବାର ଆମେରିକା ଯିବାକୁ ଚେଷ୍ଟା କରୁଥିବା...

ଚାଷୀ ଆନ୍ଦୋଳନକୁ ୧୨ ବିରୋଧୀ ଦଳର ସମର୍ଥନ

ନୂଆଦିଲ୍ଲୀ, ୨୪।୫: କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଆସନ୍ତା ୨୬ ତାରିଖରେ...

ଚାଲାଣ କାଟିଲାବେଳେ ‘ସାର୍‌, ମ୍ୟାଡାମ୍‌’ ସମ୍ବୋଧନ କରିବେ ଟ୍ରାଫିକ କର୍ମଚାରୀ

ମୁମ୍ବାଇ, ୧୪।୧୦: କେବେ ଅଟକି ଯାଉ ନ ଥିବା କିମ୍ବା କେତେବେଳେ ମଧ୍ୟ ଥକି ପଡ଼ୁ ନ ଥିବା ମୁମ୍ବାଇ ରାସ୍ତାକୁ ଓହ୍ଲାଇ ଟ୍ରାଫିକର ଦାୟିତ୍ୱ...

ଆର୍ୟନଙ୍କୁ ଏନ୍‌ସିବି ପକ୍ଷରୁ ପଚରା ଉଚରା ଜାରି…

ମୁମ୍ବାଇ,୩।୧୦: ବଲିଉଡ୍‌ ଅଭିନେତା ଶାହାରୁଖ ଖଁାଙ୍କ ପୁଅ ଆର୍ୟନ ଖାଁଙ୍କୁ ନାର୍କୋଟିକ୍‌ କଣ୍ଟ୍ରୋଲ ବୋର୍ଡ (ଏନ୍‌ସିବି) ପକ୍ଷରୁ ପଚରା ଉଚରା ଜାରି ରହିଛି। କ୍ରୁଏଜ୍‌ ଶିପ୍‌ରେ...

ଚିଦାମ୍ବରମ୍‌ଙ୍କ ଜନ୍ମ ଦିନରେ ପୁଅ କାର୍ତ୍ତି ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୬।୯ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ସୋମବାର ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତେବେ ଜନ୍ମଦିନରେ ସେ ଜେଲ୍‌ରେ ଥିବାରୁ ଏହା ପାଳନ ହୋଇପାରିବ...

Advertisement
Archives

Model This Week