ଜାତୀୟ

ଏଏପି ନେତା ବିଜୟ ନାୟାର, ବ୍ୟବସାୟୀ ଅଭିଷେକ ବୋଇନପଲ୍ଲୀଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୧୪ ।୧୧: ଲିକର ପଲିସି ମାମଲାରେ ଆମ ଆଦମୀ ପାର୍ଟି(ଏଏପି)ର ଚିନ୍ତା କମିବାର ନାଁ ନେଉନି । ମିଡିଆ ରିପୋର୍ଟ ଅନୁଯାୟୀ, ଏଏପି ନେତା ବିଜୟ ନାୟାର ଓ ବ୍ୟବସାୟୀ ଅଭିଷେକ ପୋଇନପଲ୍ଲିଙ୍କୁ ଦିଲ୍ଲୀ ଲିକର ପଲିସିରେ ଅର୍ଥ ହେରଫେର ମାମଲାରେ…

ଜ୍ଞାନବାପି ମାମଲାରେ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୧ : ଜ୍ଞାନବାପି ସହ ଜଡିତ ପୂଜାପାଠ ସ୍ଥଳ ଆଇନ ମାମଲାର ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ଏହି ମାମଲାରେ ସୁପ୍ରିମ୍‌କୋର୍ଟ କେନ୍ଦ୍ରର ଜବାବ ଲୋଡିଛନ୍ତି। ଡିସେମ୍ବର ୧୨ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜାନୁଆରୀ ପ୍ରଥମ…

ଟ୍ୱିନ ଟାୱାର ଭାଙ୍ଗିବା ପାଇଁ ଯେଉଁ ବିସ୍ଫୋରଣର ବ୍ୟବହାର କରାଯାଇଥିଲା, ଉଦୟପୁର ରେଲୱେ ବ୍ରିଜ ଆଟାକରେ ବ୍ୟବହାର ହୋଇଛି ସେହି ବିସ୍ଫୋରକ

ନୂଆଦିଲ୍ଲୀ,୧୪ ।୧୧: ହ୍ରଦର ନଗରୀ ଉଦୟପୁରର ଅହମଦାବାଦ ଆସୁଥିବା ରେଲୱେ ଟ୍ରାକ ଉପରେ ଓଢା ଗାଁ ନିକଟରେ ୧୩ ନଭେମ୍ବର ୨୦୨୨ ରାତିରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏହା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ…

ଲିଭ ଇନ ପାର୍ଟନରଙ୍କ ୩୫ ଟୁକୁଡ଼ା କରି ପ୍ରତିଦିନ ରାତିରେ ଫିଙ୍ଗୁ ଥିଲେ ୨ ଖଣ୍ଡ…

ନୂଆଦିଲ୍ଲୀ,୧୪।୧୧ :ଜଣେ ବ୍ୟକ୍ତି ବିବାହର ପ୍ରତିଶ୍ରୁତି ଦେଇ ଏକ କଲ ସେଣ୍ଟରରେ କାମ କରୁଥିବା ଜଣେ ମହିଳା ସହକର୍ମୀଙ୍କୁ ମୁମ୍ବାଇରୁ ଦିଲ୍ଲୀକୁ ଆଣି ଲିଭ ଇନ୍‌ରେ ରହୁଥିଲେ। ଯେତେବେଳେ ମହିଳା ବିବାହ ପାଇଁ ଚାପ ପକାଇଲେ, ଯୁବକ ଜଣକ ତାଙ୍କୁ ହତ୍ୟା…

ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିଷେକ ବାନାର୍ଜୀ ‘ଫୋବିୟା’, ଗେଟ୍‌ ଓ୍ବେଲ ସୁନ୍‌ କହିଲେ ଟିଏମସି ଏମ୍‌ପି…

କୋଲକାତା,୧୪।୧୧ : ଟିଏମସି ଏମ୍‌ପି କୁନାଲ ଘୋଷ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିଷେକ ବାନାର୍ଜୀ ‘ଫୋବିୟା’ରେ ପୀଡିତ। ତାଙ୍କର ଉନ୍ନତ ସ୍ବାସ୍ଥ୍ୟରେ ସୁଧାର ପାଇଁ ସୋମବାର ଠାରୁ ବେକାର ଯୁବକ…

ବିଧାୟକ ଯଦି ଉଦ୍ଧବଙ୍କୁ ଛାଡି ପାରୁଛନ୍ତି ତେବେ ଶିଳ୍ପ ପ୍ରକଳ୍ପ କାହିଁକି ମହାରାଷ୍ଟ୍ର ବାହାରକୁ ଯାଇ ପାରିବ ନାହିଁ, ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ…

ମୁମ୍ବାଇ,୧୪।୧୧ : ଭାରତୀୟ ଜନତା ପାର୍ଟିର ମହାରାଷ୍ଟ୍ର ୟୁନିଟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ଯଦି ତାଙ୍କୁ ନିଜ ଦଳର ବିଧାୟକମାନେ ଛାଡି…

ରାମମନ୍ଦିର ସହିତ ମସଜିଦ ନିର୍ମାଣ ହେବ ଶେଷ, ୨୦୨୩ରେ ଧନୀପୁର ଅଯୋଧ୍ୟା ମସଜିଦ…

ଅଯୋଧ୍ୟା ,୧୪।୧୧ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଯୋଧ୍ୟାରେ ମୁସଲମାନମାନଙ୍କୁ ଦିଆଯାଇଥିବା ଜମିରେ ମସଜିଦ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏହି ସୂଚନା ମସଜିଦ ନିର୍ମାଣ କାର୍ଯ୍ୟ କରୁଥିବା ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେଶନ ଟ୍ରଷ୍ଟ…

ଜବାହରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ ଗାନ୍ଧୀ…

ନୂଆଦିଲ୍ଲୀ,୧୪।୧୧ : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୋନିଆ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉଭୟ ନେତା ନେହେରୁଙ୍କ ସମାଧି ଶାନ୍ତିବନରେ ପହଞ୍ଚି ଫୁଲ ଅର୍ପଣ କରିଥିଲେ। ଟୁଇଟରରେ ଏହାର…

ଦୈନିକ ସଂକ୍ରମଣ ୬ ଶହ ତଳେ, ମୃତ୍ୟୁ ସଂଖ୍ୟା ୧…

ନୂଆଦିଲ୍ଲୀ, ୧୪।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି।…

ଭାରତ-ପାକିସ୍ତାନ ସୀମାରେ ଭୂକମ୍ପ…

ଚଣ୍ଡିଗଡ଼,୧୪।୧୧ : ଭାରତ-ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ଭାରତର ପଞ୍ଜାବ ପ୍ରଦେଶରେ ଭୋର ପ୍ରାୟ ୩ ଟା ୪୨ରେ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ବିଶେଷକରି ଅମୃତସର ସଂଲଗ୍ନ ଅଞ୍ଚଳରେ ଏହା ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ସୀମା ପାଖାପାଖି ୧୫୦…

ନୂଆବର୍ଷରେ ଦେଶକୁ ମିଳିବ ନୂଆ ଏୟାର ଡିଫେନ୍ସ ଥିଏଟର କମାଣ୍ଡ…

ନୂଆଦିଲ୍ଲୀ,୧୪।୧୧ : ଆମେରିକା ଏବଂ ଚାଇନା ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଯୋଗୁ ଭାରତର ଥିଏଟର କମାଣ୍ଡ ଗଠନରେ ବିଳମ୍ବ ହୋଇଛି। କିନ୍ତୁ ନୂଆ ବର୍ଷରେ ଏକ ଥିଏଟର କମାଣ୍ଡ ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ସୂତ୍ରରୁ ଜଣାପଡିଛି ଯେ ଏହା…

ଭୋକିଲା ଶୋଉଥିବା ବାଳକ ଆମେରିକାରେ ବୈଜ୍ଞାନିକ

ନାଗପୁର,୧୪।୧୧ : ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲାର ଏକ ନିପଟ ମଫସଲ ଗ୍ରାମରେ ଏକଦା ଦିନକୁ ବେଳାଏ ଖାଇବା ଯୋଗାଡ଼ କରିବା ନିମନ୍ତେ ସଂଘର୍ଷ କରୁଥିବା ବାଳକ ଏବେ ଆମେରିକାରେ ଜଣେ ବରିଷ୍ଠ ବୈଜ୍ଞାନିକ। ଜଣେ ନିଜର କଠିନ ପରିଶ୍ରମ ଏବଂ ଦୃଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?