ଜାତୀୟ

କିରାଣିଙ୍କୁ ଘରୁ ମିଳିଲା ୮୫ ଲକ୍ଷ ନଗଦ ଟଙ୍କା

ଭୋପାଳ,୩।୮: ମଧ୍ୟପ୍ରଦେଶ ଚିକିତ୍ସା ବିଭାଗରେ କାର୍ଯ୍ୟରତ ଜଣେ କିରାଣିଙ୍କ ଘରେ ଚଢାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଜବତ କରାଯାଇଛି। ଚଢାଉ କରିବାକୁ ଯାଇଥିବା ଅଧିକାରୀମାନେ ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ସୂଚନାଯୋଗ୍ୟ, ହିରୋ କେଶଓ୍ବାନୀ ଜଣେ କିରାଣି ଭାବରେ…

ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି: କଂଗ୍ରେସ

ନୂଆଦିଲ୍ଲୀ,୩।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ହେରାଲ୍ଡ ହାଉସ୍‌ରେ ଥିବା ୟଙ୍ଗ୍‌ ଇଣ୍ଡିଆନ୍‌ ଲିମିଟେଡ୍‌ର ଅଫିସକୁ ସିଲ୍‌ କରିଛି। ଏଥିସହ କଂଗ୍ରେସ ମୁଖ୍ୟାଳୟ ସଂଯୋଗ କରୁଥିବା ରାସ୍ତାରେ ବ୍ୟାରିକେଡ୍‌ କରାଯିବା ସହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନ ବାହାରେ ଅଧିକ ସଂଖ୍ୟକ…

ଦୀକ୍ଷା ନେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଲିଙ୍ଗାୟତ ସମ୍ପ୍ରଦାୟର ଦୀକ୍ଷା ଗ୍ରହଣ କରିଛନ୍ତି। କର୍ନାଟକର ଚିତ୍ରଦୁର୍ଗାଠାରେ ଥିବା ପ୍ରସିଦ୍ଧ ଲିଙ୍ଗାୟତ ମଠର ମୁଖ୍ୟ ଡାକ୍ତର ଶିବମୂର୍ତ୍ତୀ ମୁରଗା ଶରଣରୁ ସ୍ବାମୀଙ୍କୁ ଭେଟି ସେ ଇଷ୍ଟଲିଙ୍ଗ ଦୀକ୍ଷା ନେଇଥିଲେ। ଏହି ସମୟରେ…

ନ୍ୟାଶନାଲ ହେରାଲ୍ଡ ମାମଲା: ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟ ସିଲ୍‌

ନୂଆଦିଲ୍ଲୀ,୩।୮: ନ୍ୟାଶନାଲ ହେରାଲ୍ଡ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବୁଧବାର ଇଡି ହେରାଲ୍ଡ ହାଉସରେ ଅବସ୍ଥିତ ୟଙ୍ଗ ଇଣ୍ଡିଆର କାର୍ଯ୍ୟାଳୟକୁ ସିଲ କରିଛି। ମଙ୍ଗଳବାର ଇଡି ଏହି କାର୍ଯ୍ୟାଳୟରେ ଚଢାଉ କରିଥିଲା। ୟଙ୍ଗ ଇଣ୍ଡିଆନ କମ୍ପାନୀର…

ଅଗଷ୍ଟ ୫ରୁ ୧୫ ଦେଶର ସମସ୍ତ ଐତିହ୍ୟ ସ୍ମାରକୀରେ ମାଗଣା ପ୍ରବେଶ

ନୂଆଦିଲ୍ଲୀ,୩।୮: ଦେଶର ଐତିହ୍ୟ ସ୍ମାରକୀଗୁଡିକରେ ଆସନ୍ତା ୧୦ ଦିନ ପାଇଁ ପ୍ରବେଶ ଶୁଳ୍କ ଆଦାୟ କରାଯିବ ନାହିଁ। ବୁଧବାର ଭାରତ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ଅଗଷ୍ଟ ୫ରୁ ଏହା କାର୍ଯ୍ୟକାରୀ ହେବ। ଏହା ଅଧୀନରେ ପର୍ଯ୍ୟଟକମାନେ ଅଗଷ୍ଟ…

ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ ଦେବ ଏଏପି

ନୂଆଦିଲ୍ଲୀ,୩।୮: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନରେ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ କରିବ। ପାର୍ଟି ବୈଠକ ପରେ ଏଏପି ଏମ୍‌ପି ସଞ୍ଜୟ ସିଂ ଏହା ଘୋଷଣା କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ଉପରେ…

ମମତାଙ୍କ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ

କୋଲକାତା,୩।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କ୍ୟାବିନେଟରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସେ ଭାଜପାରୁ ଟିଏମସିକୁ ଆସିଥିବା ବାବୁଲ ସୁପ୍ରିୟୋଙ୍କ ସମେତ ୯ ଜଣ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି। ସୁପ୍ରିୟୋଙ୍କ ବ୍ୟତୀତ ସ୍ନେହାସିସ ଚକ୍ରବର୍ତ୍ତୀ, ପାର୍ଥ…

ମୃତକଙ୍କ ଚିତ୍କାର, ସରକାରୀ ବାବୁ ମତେ ଜୀବିତ କର…

ଆଗ୍ରା, ୩।୮ : ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଜୀବିତ ହୋଇ ମଧ୍ୟ ସରକାରୀ କାଗଜ ପତ୍ରରେ ମୃତ ଘୋଷିତ। ନାମ ହେଉଛି ଗଙ୍ଗା ସିଂ। ବୟସ ୮୦ ବର୍ଷ। ଠିକଣା ମୌଜା ଜାଫରପୁର, ମୈନପୁରୀ। ଏହା ହେଉଛି ଏକ ତିକ୍ତ ସତ୍ୟ…

ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ଏକଜୁଟ ହେଲେ ୧୭ ବିରୋଧି ଦଳ…

ନୂଆଦିଲ୍ଲୀ, ୩।୮ : ଦେଶର ୧୭ ବିରୋଧୀ ଦଳ ଏକଜୁଟ ହୋଇ ୨୦୧୯ ରେ ପ୍ରିଭେନଶନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ରେ କରାଯାଇଥିବା ସଂଶୋଧନକୁ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ବିପଜ୍ଜନକ ବୋଲି କହିଛନ୍ତି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ,…

ଶିନ୍ଦେ ସରକାର ଗୋଟିଏ ମାସରେ ଜାରି କରିଛନ୍ତି ୭୫୧ ନିର୍ଦ୍ଦେଶ…

ମୁମ୍ବାଇ, ୩।୮ : ଜୁନ ୩୦ ରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଗତ ଏକମାସ ମଧ୍ୟରେ ମହାରାଷ୍ଟ୍ର ସରକାର ୭୫୧ ଟି ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି । ସେଥିମଧ୍ୟରୁ ୧୦୦ରୁ ଅଧିକ ନିର୍ଦ୍ଦେଶ କେବଳ ସ୍ବାସ୍ଥ୍ୟ ବିଭାଗକୁ…

କିଏ ଅସଲି ଶିବସେନା, ଆମେ ୧୦ ଦିନ ପାଇଁ ଶୁଣାଣି ସ୍ଥଗିତ ରଖିଲୁ ତୁମେ ସରକାର ଗଠନ କରିଦେଲ, ସିଜେଆଇଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୩।୮ : ମହାରାଷ୍ଟ୍ରରେ ଶିବସେନା୍‌ ଉପରେ କାହାର ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ବୁଧବାର ପୁଣି ଥରେ ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ ଉଭୟ ପକ୍ଷରୁ ତୀବ୍ର ଯୁକ୍ତି ହୋଇଛି। ତେବେ ଏହି ଯୁକ୍ତି ମଧ୍ୟରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଏକନାଥ…

ରାଜନୈତିକ ଦଳଙ୍କ ଦ୍ୱାରା ମାଗଣା ଉପହାର ଦେବା ମାମଲାରେ ଏସ୍‌ସିଙ୍କ କଡ଼ା ନିଷ୍ପତ୍ତି, ବିଶେଷଜ୍ଞ ପ୍ୟାନେଲ ଗଠନ ଲାଗି ସୁପାରିଶ…

ନୂଆଦିଲ୍ଲୀ, ୩।୮ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ମାଗଣା ଉପହାର( ଫ୍ରି ବି) ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ (ଏସ୍‌ସି)ଅଧିକ କଠୋର ହୋଇଛନ୍ତି ଏବଂ ଏହାର ମୁକାବିଲା ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିବାକୁ କୋର୍ଟ କହିଛନ୍ତି। କୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri