Advertisement
Posted inଜାତୀୟ

ଭାରତ-ପାକିସ୍ତାନ ସୀମାରେ ଭୂକମ୍ପ…

ଚଣ୍ଡିଗଡ଼,୧୪।୧୧ : ଭାରତ-ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ଭାରତର ପଞ୍ଜାବ ପ୍ରଦେଶରେ ଭୋର ପ୍ରାୟ ୩ ଟା ୪୨ରେ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ବିଶେଷକରି ଅମୃତସର ସଂଲଗ୍ନ ଅଞ୍ଚଳରେ ଏହା ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ସୀମା ପାଖାପାଖି ୧୫୦ କିଲୋମିଟର ଦୂରରେ ଲାହୋରରେ ଥିଲା। ସୂଚନାନୁସାରେ, ଭାରତର ପଞ୍ଜାବ ଏବଂ ପାକିସ୍ଥାନର ପଞ୍ଜାବ ପ୍ରଦେଶର ବହୁ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି।

ଘରେ ଶୋଇ ଥିବା ଲୋକେ ଭୂକମ୍ପ ଯୋଗୁ ଭୟରେ ବାହାରକୁ ଦୌଡ଼ି ଆସିଥିଲେ। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୧୨୦ କିଲୋମିଟର ତଳେ ଥିଲା। ଅମୃତସର ଠାରୁ କେନ୍ଦ୍ରର ଦୂରତା ୧୪୫ କିଲୋମିଟର ପଶ୍ଚିମ-ଉତ୍ତର-ପଶ୍ଚିମରେ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଡରାଇଲାଣି କୋରୋନା ଭାଇରସ: ସନ୍ଦେହରେ ମୁମ୍ବାଇର ୨ ବ୍ୟକ୍ତି

ମୁମ୍ବାଇ,୨୪।୧: କୋରୋନା ଭାଇରସ ଏବେ ଚାଇନାରେ ଆତଙ୍କ ଖେଳାଇଛି। ଏବେ ଚାଇନାରୁ ଆସିଥିବା ୨ ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରି ସେମାନଙ୍କୁ...

ମମତାଙ୍କ ବିରୋଧରେ କହିଲେ ପିଠିରେ ମାଡ଼ ଖାଇବାକୁ ପ୍ରସ୍ତୁତ ରୁହ, ଟିଏମ୍‌ସି ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ…

କୋଲକାତା,୪।୯ : ତୃଣମୂଳ କଂଗ୍ରେସ(ଟିଏମସି) ଏମ୍‌ପି ସୌଗତ ରାୟ ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...

ଜାତୀୟ ପୁରସ୍କାର ପ୍ରାପ୍ତ ବଳଦର ଅନ୍ତିମ ସଂସ୍କାର କଲେ କୃଷକ

କ୍ରିଷ୍ଣା,୨୫।୧୦: ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲାର କୃଷକ କେଶରନେନି ରାଜା ତାଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ବଦଳର ଅନ୍ତିମ ସଂସ୍କାର କରିବା ଖବର ଏବେ ଚର୍ଚ୍ଚାର ବିଷୟ...

ନଡ଼ିଆକୁ ନେଇ ଶିବରାଜ-କମଲ ବାକ୍‌ଯୁଦ୍ଧ

ଭୋପାଳ, ୧୧।୧୦: ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ୯ ବର୍ଷରେ ୩ ଚାର୍ଜଶିଟ୍‌, ଅଭିଯୁକ୍ତ ଚିହ୍ନଟ-ହେବେ ଗିରଫ…

ନୂଆଦିଲ୍ଲୀ, ୧୭।୪ : ନଅ ବର୍ଷ ପରେ ବି ସିବିଆଇ ଅଧିକାରୀମାନେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚପର କାରବାରରେ ହୋଇଥିବା ୩,୭୨୭ କୋଟି ଟଙ୍କାର ହେରଫେରର ତଦନ୍ତ...

ଅଂଶୁଘାତରେ ଗଲା ୫ ଭକ୍ତଙ୍କ ଜୀବନ, ସମବେଦନା ଜଣାଇଲେ ମମତା

କୋଲକାତା,୧୨ା୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା ପାଣିହାଟିଠାରେ ଦଣ୍ଡ ମହୋତ୍ସବ ଚାଲିଥିବା ବେଳେ ରବିବାର ଅଂଶୁଘାତରେ ୫ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। କିଛି...

ଜୋତା ସଫା କରିବାର ସହଜ ଉପାୟ

ବଜାରରେ ଆଜିକାଲି ସୁନ୍ଦର ଓ ମହଙ୍ଗା ଜୋତା ବିକ୍ରି ହେଉଛି। ଏହାକୁ କିଣିବା ପରେ ଅପରିଷ୍କାର ହେଲେ ସଫା କରିବା ପାଇଁ ବଜାରରୁ ନାନା ପ୍ରକାରର...

ଚାଇନା ହ୍ୟାକରଙ୍କ ଟାର୍ଗେଟରେ ଭାରତୀୟ ପାଓ୍ବାର ଗ୍ରୀଡ୍‌…

ନୂଆଦିଲ୍ଲୀ, ୭।୪ : ଭାରତୀୟ ପାଓ୍ବାର ଗ୍ରୀଡ୍‌କୁ ଚାଇନା ହ୍ୟାକର ଟାର୍ଗେଟ କରିଛନ୍ତି। ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଦେଶର ୭ଟି ପାଓ୍ବାର ଗ୍ରୀଡ୍‌...

Advertisement
Archives

Model This Week