ଜାତୀୟ

ବ୍ରେକ୍ ନେବେ ରାହୁଲ

ନୂଆଦିଲ୍ଲୀ,୧୮ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମପି ରାହୁଲ ଗାନ୍ଧୀ ପ୍ରଚାର କରିବାକୁ ଯାଉଛନ୍ତି । ଏବେ ରାହୁଲ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ବ୍ୟସ୍ତ ଥିବା ବେଳେ ହିମାଚଳ ପ୍ରଦେଶ…

ଟୁଇଟର ଅଫିସ ବନ୍ଦ କଲେ ମସ୍କ !

ନୂଆଦିଲ୍ଲୀ,୧୮।୧୧: ସାମୟିକ ଭାବେ ବନ୍ଦ ହୋଇଛି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରର ସମସ୍ତ କାର୍ଯ୍ୟାଳୟ। ନୂତନ ମାଲିକ ଏଲୋନ ମସ୍କ କମ୍ପାନୀରେ ଅନେକ ନିୟମ ଲାଗୁ କରିଛନ୍ତି। ଯେଉଁ କର୍ମଚାରୀମାନେ ନୂତନ ନିୟମ ପାଳନ କରିବାକୁ ମନା କରନ୍ତି ସେମାନେ…

ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଏହାର ପରିଣାମ ଭୋଗିବାକୁ ହେବ: ମୋଦି

ନୂଆଦିଲ୍ଲୀ,୧୮।୧୧: ଆତଙ୍କବାଦକୁ ପ୍ରୋତ୍ସାହନ ମାମଲାରେ ଚାଇନା ଏବଂ ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ପାଣ୍ଠି ଯୋଗାଡ ରୋକିବା ଲାଗି ଶୁକ୍ରବାରଠାରୁ ଦିଲ୍ଲୀରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ମୋଦି ନାଁ ନ ନେଇ ଦୁଇ ଦେଶକୁ…

ହନି-ଟ୍ରାପ୍‌ରେ ଫସାଇଥିଲା ପାକିସ୍ତାନ: ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ

ନୂଆଦିଲ୍ଲୀ,୧୮।୧୧: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ପାକିସ୍ତାନକୁ ଗୁପ୍ତ ଏବଂ ସମ୍ବେଦନଶୀଳ ସୂଚନା ଦେବା ଅଭିଯୋଗରେ ଶୁକ୍ରବାର ସୁରକ୍ଷା ଏଜେନ୍ସି ସହାୟତାରେ ତାଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇ ଡ୍ରାଇଭରଙ୍କୁ…

ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଆରମ୍ଭ ହେଲା ଜିଓ ୫ଜି

ନୂଆଦିଲ୍ଲୀ,୧୮ ।୧୧: ରିଲାଏନ୍ସ ଜିଓ ଦିଲ୍ଲୀ ପରେ ଏବେ ଗୁରୁଗ୍ରାମ, ନୋଏଡା, ଗାଜିଆବାଦ, ଫରିଦାବଦ ଓ ଦିଲ୍ଲୀ-ଏନସିଆରରେ ୫ଜି ସେବା ଆରମ୍ଭ କରିଛି । କମ୍ପାନୀ ଏହା ପୂର୍ବରୁ ମୁମ୍ବାଇ, କୋଲକାତା, ବାରାଣସୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁରେ ଟ୍ରୁ ୫ଜି ସର୍ଭିସ…

ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡିବା ଠିକ ନୁହେଁ : ଶାହା

ନୂଆଦିଲ୍ଲୀ,୧୮ ।୧୧: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର କାଉଣ୍ଟର-ଟେରରିଜିମ ଫାଇନାନସିଂ ଉପରେ ହୋଇଥିବା ତୃତୀୟ ‘ ନୋ ମନି ଫର ଟେରର’ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଭାଗ ନେଇଥିଲେ । ଏହି ସମ୍ମିଳନୀକୁ ସମ୍ବୋଧିତ କରି ଶାହା କହିଛନ୍ତି, ଆମ ମଣିଷ…

ସ୍ତ୍ରୀ ମୃତ୍ୟୁରେ ଭାଙ୍ଗିପଡ଼ି ଜୀବନ ହାରିଲେ ସ୍ବାମୀ

ପୁଣେ,୧୮।୧୧: ସ୍ତ୍ରୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ସ୍ବାମୀ ବିଷ ପିଇ ଆତ୍ମହତ୍ୟା କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପୁଣେସ୍ଥିତ ଜୁନାର ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ନଭେମ୍ବର ୧୪ ତାରିଖରେ ରମେଶ…

ଶ୍ରଦ୍ଧା ହତ୍ୟା ମାମଲା: ଶରୀରରେ ଅନେକ କ୍ଷତ ଚିହ୍ନ, ଯାଞ୍ଚ କରୁଛି ୩ ରାଜ୍ୟର ପୋଲିସ

ନୂଆଦିଲ୍ଲୀ,୧୮ ।୧୧: ଶ୍ରଦ୍ଧା ହତ୍ୟାକାଣ୍ଡରେ ଏମିତି କିଛି କଥା ବେଳେକୁ ବେଳ ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କ ମନକୁ ଦୋହଲାଇ ଦେଉଛି । ଆଫତାବଙ୍କ ବର୍ବରତା ଜଣାପଡିବା ପରେ ପ୍ରାୟ ସମସ୍ତଙ୍କ ମୁହଁରେ ଗୋଟିଏ କଥା ତାଙ୍କୁ କଠିନ ଦଣ୍ଡ ମିଳୁ…

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ମହାତ୍ମା ଗାନ୍ଧୀଙ୍କ ଅଣନାତି

ପୁନେ,୧୮।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ରରେ ଚାଲିଛି। ଶୁକ୍ରବାର ସକାଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଲେଖକ ତୁଷାର ଗାନ୍ଧୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ବୁଦ୍ଧାନା ଜିଲାର ଶେଗାଓଁରେ…

ଦେଶରେ ୬୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୮।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା ଆସିବା…

‘ଭାରତ ଯୋଡୋ ଯାତ୍ରା’ରେ ଫୁଟିପାରେ ବୋମା: ମିଳିଲା ଧମକପୂର୍ଣ୍ଣ ଚିଠି

ଇନ୍ଦୋର,୧୮।୧୧: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ରେ ବୋମା ଫୁଟିବା ଧମକ ମିଳିଛି। ଇନ୍ଦୋରରେ ଏହି ଧମକ ମିଳିବା ପରେ ପୋଲିସ ପ୍ରଶାସନରେ ସଜାଗ ହୋଇପଡିଛି। ଏହି ଧମକପୂର୍ଣ୍ଣ ଚିଠି ଇନ୍ଦୋର ପୋଲିସ ଷ୍ଟେଶନ ପରିସରରେ ଥିବା ଏକ…

ଉଡାଣର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫେରିଆସିଲା ବିମାନ

କୋଲକାତା,୧୮।୧୧: କୋଲକାତା ବିମାନବନ୍ଦରରୁ ଶୁକ୍ରବାର ସକାଳେ ଉଡ଼ାଣ ଭରିଥିବା ଏକ ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ପରେ ବିମାନଟି ପୁଣି କୋଲକାତା ବିମାନବନ୍ଦର ଫେରି ଆସିଥିବା ଜଣାପଡିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୧୦.୦୫ରେ ୧୫୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?