ଜାତୀୟ

ଇତିହାସ ରଚିଲା ଭାରତ: ଦେଶର ପ୍ରଥମ ପ୍ରାଇଭେଟ୍‌ ରକେଟ୍‌ ବିକ୍ରମ-ଏସ୍‌ର ସଫଳ ଉଦ୍‌କ୍ଷେପଣ

ହାଇଦ୍ରାବାଦ,୧୮।୧୧: ଦେଶର ପ୍ରଥମ ପ୍ରାଇଭେଟ୍‌ ରକେଟ ବିକ୍ରମ-ଏସ ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଉତକ୍ଷେପଣ କରାଯାଇଛି। ସ୍ପେସ ଷ୍ଟାର୍ଟଅପ ସ୍କାଇରୁଟ୍‌ ଏରୋସ୍ପେସ ଦ୍ୱାରା ବିକଶିତ ଏହି ରକେଟକୁ ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ପକ୍ଷରୁ ସକାଳ ୧୧.୩୦ ଉତକ୍ଷେପଣ କରାଯାଇଥିଲା। ଏହାପୂର୍ବରୁ…

ନାଁ ନ ନେଇ ପାକିସ୍ତାନ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ଆତଙ୍କବାଦ ପାଣ୍ଠି ଯୋଗାଡ ରୋକିବା ପାଇଁ ଦିଲ୍ଲୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ସମ୍ମିଳନୀକୁ ଉଦ୍‌ଘାଟନ କହିଛନ୍ତି, ଦଶନ୍ଧି ଧରି ବିଭିନ୍ନ ନାଁ ଏବଂ ରୂପରେ ଆତଙ୍କବାଦୀ ଭାରତକୁ…

କେଜ୍‌ରିଓ୍ବାଲଙ୍କୁ ‘ଦୁର୍ନୀତିର ପ୍ରଫେସର’ କହିଲା ଭାଜପା

ନୂଆଦିଲ୍ଲ,୧୮।୧୧: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି ନିର୍ବାଚନ ପାଇଁ ଏବେ ଦୁଇ ପ୍ରମୁଖ ଦଳ ଭାଜପା ଏବଂ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ପୋଷ୍ଟର ଯୁଦ୍ଧ…

ଶ୍ରଦ୍ଧା ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ: ଶିକ୍ଷିତ ଝିଅମାନେ ହୋଇଥାନ୍ତି ଲିଭ୍‌-ଇନ୍‌ର ଶିକାର

ନୂଆଦିଲ୍ଲୀ,୧୮।୧୧: ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ଅତି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର ଏହି ଘଟଣା ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ…

ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୮।୧୧: ବିନାୟକ ଦାମୋଦର ସାଭରକରଙ୍କ ବିରୋଧରେ ମନ୍ତବ୍ୟ ଦେବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ମହଙ୍ଗା ପଡିଛି। ମହାରାଷ୍ଟ୍ରର ଶିନ୍ଦେ ଗୋଷ୍ଠୀର ବନ୍ଦନା ସୁହାସ ଡୋଙ୍ଗରେ ରାହୁଲଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଧାରା ୫୦୦ ଏବଂ ୫୦୧…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ମୃତ, ୩ ଆହତ

ମୁମ୍ବାଇ,୧୮।୧୧: ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ଖୋପଲି ଅଞ୍ଚଳ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଅନ୍ୟ ଏକ କାର୍‌ ସହ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୩ ଜଣ ଆହତ ମଧ୍ୟ ହୋଇଛନ୍ତି।…

ପାକିସ୍ତାନକୁ କଡ଼ା ସମାଲୋଚନା କଲା ଭାରତ

ନୂଆଦିଲ୍ଲୀ,୧୮ା୧୧: ଜାତିସଂଘରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଭାରତ। ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ମିଥ୍ୟା ପ୍ରଚାର ପାଇଁ ପାକିସ୍ତାନ ପ୍ରୟାସ ଜାରି ରଖିଥିବା କହିଛି ଭାରତ। ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଏବଂ ଅବିଭାଜିତ ଅଙ୍ଗ।…

ଟେରର ଫଣ୍ଡିଂ ରୋକିବାକୁ ଆଜିଠାରୁ ‘ନୋ ମନି ଫର ଟେରର’ ସମ୍ମିଳନୀ , ଗୋଟିଏ ମଞ୍ଚରେ ଏକାଠି ହେବେ ୭୫ ଦେଶର ପ୍ରତିନିଧି

ନୂଆଦିଲ୍ଲୀ,୧୮ ।୧୧: ଆତଙ୍କବାଦ ପାଣ୍ଠିର ମୁକାବିଲା କରିବାର ପ୍ରକ୍ରିୟାକୁ ନେଇ ଆଲୋଚନା କରିବା ପାଇଁ ଶୁକ୍ରବାର ଅର୍ଥାତ୍ ୧୮ ନଭେମ୍ବରରେ ଦିଲ୍ଲୀରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏଥିରେ ୭୫ଟି ଦେଶ ଓ ଅନ୍ତର୍ଜାତୀୟ…

ଏମସିଡି ନିର୍ବାଚନ ଲାଗି ଏଏପିର ମହାଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୮ ।୧୧: ଆସନ୍ତା ମାସରେ ହେବାକୁ ଥିବା ଏମସିଡି ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଏଏପି) ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲାଣି । ଦଳ ଏଥର ଗ୍ରାଉଣ୍ଡ ଲେବଲର ଗିତବିଧିକୁ ନେଇ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି । ଫଳରେ…

ଧନୀ ଦେଶର ମନୋଭାବକୁ ନେଇ ଭାରତ ଚିନ୍ତିତ, ବିକାଶଶୀଳ ଦେଶମାନଙ୍କ ଉପରେ ଲଦି ଦିଆଯାଉଛି ଜଳବାୟୁ ପରିବର୍ତ୍ତନର ଦାୟିତ୍ୱ

ନୂଆଦିଲ୍ଲୀ,୧୮ ।୧୧: ସବୁଥର ପରି ଏଥର ମଧ୍ୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଧନୀ ଦେଶମାନେ ପରିବେଶ ଅସନ୍ତୁଳନ ପାଇଁ ବିକାଶଶୀଳ ଦେଶ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି । ଏହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି । ତେବେ…

ଆଫତାବଙ୍କ ବଢିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୧୭।୧୧ ପ୍ରେମିକା ସନ୍ଧ୍ୟା ଓ୍ବାଲକରଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ଅଭିଯୋଗରେ ଗିରଫ ହୋଇଥିବା ଆଫତାବଙ୍କ ରିମାଣ୍ଡ ଅବଧି ବୃଦ୍ଧି ହୋଇଛି। ଗୁରୁବାର ଦିଲ୍ଲୀର ଏକ ଅଦାଲତ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୫ ଦିନ ବଢ଼ାଇ ଦେଇଛନ୍ତି। ସାକେତ୍‌…

ସିଭିି ଆନନ୍ଦ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ

କୋଲକାତା,୧୭।୧୧: ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ନାମ ଗୁରୁବାର ଘୋଷଣା କରାଯାଇଛି। ୭୧ ବର୍ଷୀୟ ଡକ୍ଟର ସିଭି ଆନନ୍ଦ ବୋଷଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଗୁରୁବାର ରାଷ୍ଟ୍ରପତି ଭବନରୁ ଏକ ବିବୃତ୍ତି ଜାରି କରି ଏହି ଘୋଷଣା କରାଯାଇଛି। ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?