ଦୈନିକ ମୃତ୍ୟୁ ସଂଖ୍ୟା ୧, ସକ୍ରିୟ ମାମଲା ୨୫ ହଜାର ତଳେ…
ନୂଆଦିଲ୍ଲୀ, ୨୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ତେବେ ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ୍ ବିଏଫ.୭ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହି ସବ୍…
ବିଦ୍ୟୁତ୍ ଶକ୍ ଲାଗି ଡାକ୍ତର ଦମ୍ପତିଙ୍କ ମୃତ୍ୟୁ ସନ୍ଦେହ, ପୋଲିସ ତଦନ୍ତ ଜାରି
ହାଇଦ୍ରାବାଦ୍,୨୨।୧୦: ହାଇଦ୍ରାବାଦ୍ର ଖାଦେରବାଗ ଅଞ୍ଚଳରେ ଥିବା ଏକ ଘର ବାଥ୍ରୁମ୍ରୁ ୨ ମାସ ତଳେ ବିବାହ କରିଥିବା ଡାକ୍ତର ଦମ୍ପତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଡା. ସୟଦ ନିଶାରୁଦ୍ଦିନ ହାଇଦ୍ରାବାଦ୍ର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ…
ଅରୁଣାଚଳ ପ୍ରଦେଶ ହେଲିକପ୍ଟର ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଲା ବଡ ତଥ୍ୟ
ଇଟାନଗର,୨୨ ।୧୦: ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ଚାଇନା ସୀମାକୁ ଲାଗି ରହିଥିବା ଏଲଏସିରେ ଭାରତୀୟ ସେନାର ଆଟାକଡେଲିକପ୍ଟର ‘ରୁଦ୍ର’ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପାଇଲଟ ଦୁର୍ଘଟଣା ପୂର୍ବରୁ ଏଟିସିକୁ ହେଲିକପ୍ଟରେ ତ୍ରୁଟିଥିବା ଜଣାଇଥିଲେ । ସେନାର ସୂଚନା ଅନୁଯାୟୀ, ଦୁର୍ଘଟଣା…
ମୋଦିଙ୍କ ଦୀପାବଳି ଭେଟି, ୭୫ ହଜାର ନବ ନିଯୁକ୍ତ କର୍ମୀଙ୍କୁ ମିଳିଲା ନିଯୁକ୍ତ ପତ୍ର
ନୂଆଦିଲ୍ଲୀ,୨୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ୧୦ ଲକ୍ଷ କର୍ମୀଙ୍କ ପାଇଁ ଏହି ରୋଜଗାର ମେଳାର ଆରମ୍ଭ କରାଯାଇଛି । ମୋଦି ଭିଡିଓ କନଫରେନସିଂ ଜରିଆରେ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି ।…
ଜନସ୍ବାର୍ଥ ନୁହେଁ, ପ୍ରଚାର ସ୍ବାର୍ଥ ମାମଲା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୨।୧୦: ତାଜମହଲ ଇତିହାସର ତଥ୍ୟାନ୍ବେଷୀ ଅନୁଧ୍ୟାନ ସହ ଏହା ପରିସରରେ ଥିବା ୨୨ଟି ପ୍ରକୋଷ୍ଠକୁ ଖୋଲିବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏହା ଜନସ୍ବାର୍ଥ ମାମଲା ନୁହେଁ ପ୍ରଚାର ସ୍ବାର୍ଥ ମାମଲା ବୋଲି ଜଷ୍ଟିସ୍…
ଟେଣ୍ଟ ଭୁଶୁଡ଼ି ୩୦ ଆହତ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
କସରଗୋଡ଼,୨୨।୧୦: କେରଳର କସରଗୋଡ଼ ସହର ଅଧୀନ ଏକ ବିଦ୍ୟାଳୟରେ ବିଜ୍ଞାନ ମେଳା ଚାଲିଥିବା ବେଳେ ଅଘଟଣ ଘଟିଛି। ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ପିଲା ଓ ଶିକ୍ଷକ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ମଧ୍ୟାହ୍ନ ଭୋଜନ…
ସଲମାନଙ୍କୁ ଡେଙ୍ଗୁ
ମୁମ୍ବାଇ,୨୨।୧୦: ଅସୁସ୍ଥ ଅଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ୍। ସେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସେ ବିଶ୍ରାମ ନେବେ। ଏଥିପାଇଁ କିଛି ଦିନ ବିଗ୍ବସ୍-୧୬ରେ ହୋଷ୍ଟ କରିପାରିବେ ନାହିଁ।…
ବସ୍ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଟ୍ରକ୍ ସହ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ…
କାର୍ଯ୍ୟାନୁଷ୍ଠାନ ନ ନେଲେ ଅଦାଲତ ଅବମାନନା
ନୂଆଦିଲ୍ଲୀ,୨୨ା୧୦: ଦେଶରେ ଦିନକୁ ଦିନ ଘୃଣିତ ମନ୍ତବ୍ୟ ଘଟଣା ବଢ଼ୁଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ଏକବିଂଶ ଶତାବ୍ଦୀ, ଅଥଚ ଧର୍ମ ନାମରେ ଆମେ କେଉଁଠି ପହଞ୍ଚତ୍ଲେଣି ବୋଲି ଜଷ୍ଟିସ କେ.ଏମ୍. ଜୋସେଫ ଏବଂ ହୃଷୀକେଶ ରାୟଙ୍କ ଖଣ୍ଡପୀଠ…
ଗୀତାରେ ମଧ୍ୟ ରହିଛି ଜିହାଦ
ନୂଆଦିଲ୍ଲୀ,୨୨ା୧୦: ଜିହାଦ ଚିନ୍ତାଧାରା କେବଳ ଇସ୍ଲାମ ଧର୍ମରେ ନାହିଁ, ଭଗବତ ଗୀତା ଏବଂ ଖ୍ରୀଷ୍ଟିଆନ୍ ଧର୍ମରେ ମଧ୍ୟ ଏହା ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। ତାଙ୍କ…
ବଡ ଧରଣର ବସ୍ ଦୁର୍ଘଟଣା: ୧୫ ମୃତ, ୪୦ ଗୁରୁତର
ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଟ୍ରକ୍ ସହ ଧକ୍କା ହୋଇଛି। ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ…
୪ ବର୍ଷୀୟାଙ୍କୁ ବଳାତ୍କାର: ସ୍କୁଲରେ ତାଲା
ହାଇଦ୍ରାବାଦ,୨୨ା୧୦: ହାଇଦ୍ରାବାଦସ୍ଥିତ ଏକ ଘରୋଇ ସ୍କୁଲରେ ପଢ଼ୁଥିବା ଜଣେ ୪ ବର୍ଷୀୟା ଛାତ୍ରୀ ୨ ମାସ ଧରି ବଳାତ୍କାରର ଶିକାର ହୋଇଥିଲେ। ଉକ୍ତ ବିଦ୍ୟାଳୟକୁ ଦିଆଯାଇଥିବା ସରକାରୀ ସ୍ବୀକୃତିକୁ ତୁରନ୍ତ ରଦ୍ଦ କରି ସେଠାରେ ତାଲା ଝୁଲାଇବାକୁ ତେଲଙ୍ଗାନା ଶିକ୍ଷାମନ୍ତ୍ରୀ ସବିତା…
Archives


