Advertisement
Posted inଜାତୀୟ

ବ୍ରେକ୍ ନେବେ ରାହୁଲ

ନୂଆଦିଲ୍ଲୀ,୧୮ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମପି ରାହୁଲ ଗାନ୍ଧୀ ପ୍ରଚାର କରିବାକୁ ଯାଉଛନ୍ତି । ଏବେ ରାହୁଲ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ବ୍ୟସ୍ତ ଥିବା ବେଳେ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ସେ ପ୍ରଚାର କରି ପାରି ନ ଥିଲେ । ତେବେ ଗୁଜରାଟ ନିର୍ବାଚନ ଲାଗି ରାହୁଲ ୨୧ ନଭେମ୍ବରରେ ବିଧାନସଭା ନିର୍ବାଚନ ଲାଗି ଗୁଜରାଟରେ ରାଲି ଓ ଜନସଭାକୁ ସମ୍ବୋଧନ କରିବେ ।
କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ, ଗୁଜରାଟରେ ଏକ ଛୋଟିଆ ନିର୍ବାଚନି ପ୍ରଚାରରେ ରାହୁଲ ଗାନ୍ଧୀ ଯୋଗଦେବେ । ଆମେ ଆଶା କରୁଛୁ ଯେ ସେ ଦୁଇ ଦିନ ପାଇଁ ଆସି ପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ହେଡ୍‌ଲାଇଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ପାଟନା, ୩ା୨: ବିହାରର ମୋତିହାରୀ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ର ପ୍ରାୟ ୪ ଶହ ଛାତ୍ରୀଛାତ୍ର ବିଦ୍ୟୁତ୍‌ ନ ଥିବାରୁ କାର୍‌ ହେଡ୍‌ଲାଇଟ୍‌ ଆଲୁଅରେ ପରୀକ୍ଷା...

ଚିରାଗଙ୍କ ସହ ସାକ୍ଷାତ୍‌କାର ସମୟରେ ଭାବୁକ ହେଲେ ଶରଦ ଯାଦବ

ପାଟନା,୧୯ ।୮: ଚିରାଗ ପାଶୱାନ ଗୁରୁବାର ବରିଷ୍ଠ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି । ବିହାରରେ ହେଉଥିବା ଆଶୀର୍ବାଦ ଯାତ୍ରା ପାଇଁ ମାର୍ଗଦର୍ଶନଓ ଆଶୀର୍ବାଦ...

ଦିଲ୍ଲୀ ଭୟାବହ ଅଗ୍ନିକାଣ୍ଡରେ ୬ମୃତ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୮: ଦିଲ୍ଲୀ ଜାକିର ନଗର ସ୍ଥିତ ଥିବା ୪ମହଲା ବିଶିଷ୍ଟ ଏକ କୋଠା ଘରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ...

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ, ଠିକ୍‌ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ: ଅଶୋକ ଚୌହାନ

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ବହୁମତରେ ବିଜୟ ଲାଭ କଲେ ସତ। ହେଲେ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ...

ଦିନକ ପରେ ପାର୍ଲାମେଣ୍ଟର ଶୀତ ଅଧିବେଶନ: ଆସିବ ନାଗରିକତ୍ୱ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୧୭ା୧୧(ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଥିଲାବେଳେ ଏଥିରେ ସରକାର ବିବାଦୀୟ ନାଗରିକତ୍ୱ (ସଂଶୋଧନ) ବିଲ୍‌, ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌ ସମେତ ୩୫ଟି...

ରାଜ୍ୟ ସଭା: ନିଲମ୍ବିତ ସଦସ୍ୟଙ୍କ ଧାରଣା ଜାରି, ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିଲେ ବିରୋଧି

ନୂଆଦିଲ୍ଲୀ,୨୧ ।୯: କୃଷି ବିଲ୍‌କୁ ନେଇ ପାର୍ଲାମେଣ୍ଟରୁ ସଡ଼କ ପର୍ଯ୍ୟନ୍ତ ବିରୋଧ ଜାରି ରହିଛି । ଏହି ମହାସଂଗ୍ରାମ ମଧ୍ୟରେ ବିରୋଧି ଦଳ ରାଷ୍ଟ୍ରପତି ରାମନାଥ...

ବିଏସ୍‌ଏଫ୍‌ ଅଫିସରଙ୍କ ପାଖରୁ ମିଳିଲା ୭ ଦାମୀ ଗାଡ଼ି, ୧୪ କୋଟି

ବିଏସ୍‌ଏଫ୍‌ ଅଫିସରଙ୍କ ପାଖରୁ ମିଳିଲା ୭ ଦାମୀ ଗାଡ଼ି, ୧୪ କୋଟି ଗୁରଗାଓଁ,୧୬।୧: ହରିୟାଣାର ଜଣେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଅଧିକାରୀଙ୍କଠାରୁ ୧୪ କୋଟି...

ବିମୁଦ୍ରୀକରଣ ବେଳେ ଜମା ହୋଇପାରି ନ ଥିଲା ୧.୧୭ କୋଟି ଅଚଳ ଟଙ୍କା: ସୁପ୍ରିମକୋର୍ଟ ଗଲେ ବ୍ୟବସାୟୀ

ନୂଆଦିଲ୍ଲୀ,୩୧ା୮: ବିମୁଦ୍ରୀକରଣ ବେଳେ ୧ କୋଟି ୧୭ ଲକ୍ଷ ଅଚଳ ଟଙ୍କା ଜମା କରିପାରି ନ ଥିବା ତାମିଲନାଡୁର ଜଣେ ବ୍ୟବସାୟୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

Advertisement
Archives

Model This Week