Posted inଜାତୀୟ

ଭାଜପା ଏମ୍‌ପି ପଳାତକ ଘୋଷିତ

ଲକ୍ଷ୍ନୌ,୨୩।୧୧: ଉତ୍ତର ପ୍ରଦେଶର ଶାହାଜାହାନପୁର ଜିଲା କୋର୍ଟ ବୁଧବାର ଭାରତୀୟ ଜନତା ପାର୍ଟିର ଲୋକ ସଭା ଏମ୍‌ପି ଅରୁଣ ସାଗରଙ୍କୁ ପଳାତକ ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ନିର୍ବାଚନ ଅଧିକାରୀଙ୍କ ବିନା ଅନୁମତିରେ ନିର୍ବାଚନ ସାମଗ୍ରୀ ଆଣିବା ମାମଲାରେ ଅରୁଣ ସାଗରଙ୍କୁ ପଳାତକ ଘୋଷଣା କରାଯାଇଛି। ତାଙ୍କୁ ବାରମ୍ବାର କୋର୍ଟରେ ହାଜର ହେବାକୁ କୁହାଯାଇଥିଲା କିନ୍ତୁ ସେ ହାଜର ହୋଇ ନ ଥିଲେ। ଉକ୍ତ ମାମଲାରେ ପୂର୍ବରୁ ସେ କୋର୍ଟରେ ହାଜର ହୋଇ ନ ଥିବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ୱାରେଣ୍ଟ ଜାରି ହେବା ପରେ ମଧ୍ୟ ସେ କୋର୍ଟରେ ହାଜର ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଳଚଞ୍ଚଳ କାଣ୍ଡେଲ ଗ୍ରାମ: ଲକ୍ଷ୍ମୀନୃସିଂହ ମନ୍ଦିରରେ ନାମଯଜ୍ଞ

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ କାଣ୍ଡେଲ ଗ୍ରାମସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ଚନ୍ଦନ ଯାତ୍ରା ଓ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ ଏକ…

ବିକାଶମୂଳକ ଆଲୋଚନା ନେଇ ଭାଜପାର ଅଭିନବ ପ୍ରୟାସ

ରାଇକିଆ,୨୭ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପା ତରଫରୁ ଓ୍ବାର୍ଡ ସ୍ତରରେ ସିଧାସଳଖ ଲୋକଙ୍କ ସହ ଭେଟିବା, ବିଭିନ୍ନ ଆବଶ୍ୟକତା ଏବଂ ସମସ୍ୟାର ସମାଧାନକୁ ନେଇ…

ପାଣି ପାଇଁ ତାତିଲେ ମହିଳା: ବ୍ଲକ କାର୍ଯ୍ୟାଳୟ ଘେରାଉ…

ଆଳି,୨୭।୪(ବନମାଳୀ ସେନାପତି): ପାଣି ପାଇଁ ତାତିଲେ ମହିଳା। ପାଇପ ଯୋଗେ ଠିକ ଭାବେ ପାଣି ମିଳୁ ନ ଥିବାରୁ ମହିଳାମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ତୁରନ୍ତ…

ବାଚସ୍ପତିଙ୍କୁ ଭେଟିଲେ ବିଜେଡି ନେତା: ନିଲମ୍ବିତ ବିଧାୟକଙ୍କ ଉପରେ ହେବ କଡ଼ା…

ଭୁବନେଶ୍ୱର,୨୭।୪: ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରିଥିଲା ବିଜେଡି। ତେବେ ଏହି ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ…

ସରକାରଙ୍କ ଅଜବ ନିଷ୍ପତ୍ତି, ‘ମାଙ୍କଡ଼ ଧରାନ୍ତୁ ୬୦୦ ପାଆନ୍ତୁ’

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ ବଢ଼ୁଥିବା ମଣିଷ-ମାଙ୍କଡ଼ ଭିତରେ ସଂଘର୍ଷ ମଧ୍ୟରେ, ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯିଏ…

ଭୋଟିଂ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ମୋଦି, ଥରିଉଠିଲା ବିରୋଧୀଙ୍କ ଛାତି

କୋଲକାତା,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର (୨୭ ଏପ୍ରିଲ) ପଶ୍ଚିମବଙ୍ଗର ବାରାକପୁରରେ ଏକ ‘ବିଜୟ ସଂକଳ୍ପ ସଭା’ (ବିଜୟ ପ୍ରତିଜ୍ଞା ରାଲି) ଆୟୋଜନ କରିଥିଲେ। ନିର୍ବାଚନ ରାଲିକୁ…

‘ପକେଟ୍‌ରେ ଗୋଟିଏ ପିଆଜ ରଖ, କିଛି ହେବନି’, ପ୍ରଚଣ୍ଡ ଗରମରୁ ମୁକ୍ତି ପାଇବା ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଲେ ଉପଚାର

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀରୁ ଚେନ୍ନାଇ ପର୍ଯ୍ୟନ୍ତ, ସମଗ୍ର ଦେଶ ବର୍ତ୍ତମାନ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି । ତାପମାତ୍ରା ୫୦ ଡିଗ୍ରୀ ଛୁଇଁବାକୁ ଯାଉଛି। ଏପ୍ରିଲ ଶେଷ ହେବା…

ମୋକିମଙ୍କ ଘରେ ଦିଲୀପ, ବଢ଼ିଲା ରାଜନୈତିକ ଚର୍ଚ୍ଚା

କଟକ,୨୭।୪: ରାଜ୍ୟ ସଭା ଏମ୍‌ପି ଦିଲ୍ଲୀପ ରାୟ ସୋମବାର କଟକ ଗସ୍ତରେ ଆସି ବରିଷ୍ଠ ନେତା ମହମ୍ମଦ ମୋକିମ୍‌ଙ୍କୁ ଭେଟିଛନ୍ତି। ଏପରିକି ମୋକିମଙ୍କ ବାସଭବନରେ ଦିଲୀପ ବିଧାୟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri