ଯମୁନା ନଦୀରେ ବୁଡ଼ିଲା ଡଙ୍ଗା: ୨୦ ମୃତ
ଲକ୍ଷ୍ନୌ,୧୧।୮: ଉତ୍ତରପ୍ରଦେଶର ବନ୍ଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ି ୨୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ଡଙ୍ଗାଟି ମାର୍କା ଘାଟ୍ରୁ ଫତେହପୁର ଅଭିମୁଖେ ଯାଉଥିଲା। ସେତିକି ବେଳେ ଏହି ଘଟଣା ଘଟିଥିବା…
ସ୍ବତନ୍ତ୍ର ଭାବରେ ରକ୍ଷାବନ୍ଧନ ପାଳିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୧ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ କୁନିକୁନି ଝିଅମାନଙ୍କ ସହ ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି। ଆଜି ମୋଦିଙ୍କୁ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ସଫେଇ କର୍ମଚାରୀ, ଚପରାସୀ, ମାଳି, ଡ୍ରାଇଭରଙ୍କ ଝିଅମାନେ ରାଖୀ…
ବିମାନରେ ସିଗାରେଟ୍ ଟାଣୁଥିଲେ ବଡି ବିଲ୍ଡର୍: ଭିଡିଓ ଭାଇରାଲ ପରେ ଯାଞ୍ଚ୍ ନିର୍ଦ୍ଦେଶ ଦେଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୧।୮:ଜଣାଶୁଣା ବଡି ବିଲଡର୍ ବବି କାଟାରିଆ ସ୍ପାଇଟ୍ଜେଟ୍ ବିମାନରେ ବସି ସିଗାରେଟ୍ ଟାଣୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…
‘ମିଛ କହିବାର କଳା ମୋଦି ଜୀଙ୍କୁ ଆସେ’
ପାଟନା,୧୧।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ଅଷ୍ଟମଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ପୂର୍ବରୁ ବିରୋଧୀ ଦଳର ନେତା ଥିବା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ କରିବାର ଗୋଟିଏ ଦିନ…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି ମୋଦି
ନୂଆଦିଲ୍ଲୀ,୧୧।୮: ଆସନ୍ତା ମାସରେ ଉଜବେକିସ୍ତାନରେ ହେବାକୁ ଥିବା ସାଂଘାଇ କୋଅପରେଶନ ଅରଗାନାଇଜେସନ(ଏସସିଓ) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଭେଟି ପାରନ୍ତି। ଏସସିଓ ବୈଠକ ୧୫-୧୬ ସେପ୍ଟେମ୍ବରରେ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ହେବ। ଏସସିଓ ବୈଠକରେ ଉଭୟ…
ତେଜସ୍ବୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା
ପାଟନା,୧୧।୮: ବିହାରରେ ପୁଣି ମହାମେଣ୍ଟ ସରକାର ଗଠନ କରାଯାଇଛି। ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ବର୍ତ୍ତମାନ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଉପମୁଖ୍ୟମନ୍ତ୍ରୀ ହେବାପରେ ଗୃହ ବିଭାଗ ପକ୍ଷରୁ ତାଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ତେଜସୱୀ ଯାଦବଙ୍କୁ ଜେଡ୍…
ଶ୍ରୀକାନ୍ତ ତ୍ୟାଗୀଙ୍କୁ ମିଳିଲାନି ଜାମିନ
ଲକ୍ଷ୍ନୌ,୧୧।୮: ନୋଏଡ଼ା ହାଉସିଂ ସୋସାଇଟିରେ ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ଗିରଫ ହୋଇଥିବା ସ୍ଥାନୀୟ ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀ ଅଡୁଆ ବଢିବାରେ ଲାଗିଛି। ଶ୍ରୀକାନ୍ତଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନୋଏଡାର ସୁରଜପୁର…
ନିର୍ବାଚନରେ ଉପହାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ବିକାଶ ପାଇଁ ଖର୍ଚ୍ଚ ହେଉ ଟଙ୍କା, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୧୧।୮ : ନିର୍ବାଚନ ସମୟରେ ମାଗଣା ଉପହାର ଦେବା ଏବଂ ମାଗଣା ବିଦ୍ୟୁତ, ଜଳ ବଣ୍ଟନ ଆଦି ରାଜନୈତିକ ଦଳର ପ୍ରତିଶ୍ରୁତିକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବରେ ବିବେଚନା କରାଯାଇଛି। ଗୁରୁବାର ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ…
ଧନକର ନେଲେ ଶପଥ…
ନୂଆଦିଲ୍ଲୀ, ୧୧।୮ : ଦେଶରେ ୧୪ ଉପ ରାଷ୍ଟ୍ରପତି ଭାବେ ଜଗଦୀପ ଧନକର ଗୁରୁବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଧନକରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ…
ଭଡ଼ାରେ ମିଳୁଛନ୍ତିି ପୋଲିସ, ୭୦୦ରେ କନଷ୍ଟେବଳ- ଅଢ଼େଇ ହଜାରରେ ଇନ୍ସପେକ୍ଟର-୩,୩୧୦୦ରେ ଷ୍ଟେଶନ…
ଥିରୁଭାନନ୍ତପୁରମ୍, ୧୧।୮ : ସମ୍ପ୍ରତି କେରଳରେ ଏକ ଆଇନକୁ ନେଇ ବିବାଦ ଉପୁଜିଛି। ବାସ୍ତବରେ କେରଳରେ ଏକ ପୁରୁଣା ନିୟମ ଅଛି ଯେ ଭଡ଼ାରେ ଯେକେହି ପୋଲିସ ନିଯୁକ୍ତି କରିପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କେବଳ ଏକ ଦେୟ ଦେବାକୁ ପଡିବ।…
ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର
ନୂଆଦିଲ୍ଲୀ,୧୧।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ହୃଦ୍ଘାତ ଆକ୍ରାନ୍ତ ହେବା ପରେ ତାଙ୍କ ଚେତା ଏପର୍ଯ୍ୟନ୍ତ ଫେରିନାହିଁ। ଏହା ଚିନ୍ତାଜନକ ବିଷୟ ବୋଲି ଏମ୍ସର…
ପୁଣି ଫେରିଲା କଟକଣା, ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା…
ନୂଆଦିଲ୍ଲୀ, ୧୧।୮ : ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ପୁଣି କଟକଣା ଫେରିଛି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହି ନିୟମର ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କଠାରୁ ୫୦୦ ଟଙ୍କା…
Archives


