ଜାତୀୟ

ପାକିସ୍ତାନ ସହିତ ଭଲ ସମ୍ପର୍କ ଚାହୁଁଛି ଆମେରିକା…

ଓ୍ବାଶିଂଟନ,୧।୧୨ : ପାକିସ୍ତାନର ନୂତନ ସେନା ମୁଖ୍ୟ ଅସୀମ ମୁନିର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଆମେରିକା ପାକିସ୍ତାନ ସହ ଦୀର୍ଘମିଆଦୀ ସମ୍ପର୍କ ଏବଂ ସହଯୋଗ ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛି। ଏହା ମଧ୍ୟ କହିଛି ଯେ ଆମେରିକାର…

ଚିକିତ୍ସା କ୍ଷେତ୍ରରେ ଲିଙ୍ଗଗତ ଭେଦଭାବ : ପୁଅଙ୍କର କର୍କଟ ଯାଞ୍ଚ୍‌ ହେଉଛି ଅଧିକ…

ନୂଆଦିଲ୍ଲୀ,୧।୧୨ : ଭାରତରେ କର୍କଟ ଭଳି ମାରାତ୍ମକ ରୋଗର ଯାଞ୍ଚ୍‌ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବ ମଧ୍ୟ ଘଟୁଛି ବୋଲି ନୂତନ ଲାନସେଟ ଅଙ୍କୋଲୋଜି ରିପୋର୍ଟରେ ଦାବି କରାଯାଇଛି। ଏହି ଅନୁଯାୟୀ, ପୁଅମାନଙ୍କର ଅଧିକ ଯାଞ୍ଚ୍‌ କରାଯାଉଥିବାରୁ ପୁଅମାନଙ୍କଠାରେ ଅଧିକ କର୍କଟ ରୋଗ…

ପ୍ରଥମ ପର୍ଯ୍ୟାୟରେ ୮୯ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ…

ଅହମଦାବାଦ,୧।୧୨ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୮୯ ଟି ଆସନ ପାଇଁ ମତଦାନ ଗୁରବାର ଆରମ୍ଭ ହୋଇଛି। ୧୯ ଟି ଜିଲାରେ ଥିବା ଏହି ବିଧାନସଭା ଆସନରେ ମୋଟ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟର ନିର୍ଣ୍ଣୟ ଭୋଟର କରୁଛନ୍ତି। ଅନେକ…

ଭାରତ ମହାସାଗରରେ ଯୁଦ୍ଧଜାହାଜ ମୁତୟନ କରିପାରେ ଚାଇନା

ନୂଆଦିଲ୍ଲୀ,୧।୧୨: ଚାଇନା ଏହାର ପ୍ରଥମ ବିଦେଶ ସାମରିକ ଘାଟି ଜିବୌଟିରେ ଯୁଦ୍ଧବିମାନବାହୀ ରଣତରୀ, ବୃହତ୍‌ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ମୁତୟନ କରିପାରେ। ଆମେରିକା କଂଗ୍ରେସରେ ପ୍ରତିରକ୍ଷା ବିଭାଗ ଦାଖଲ କରିଥିବା ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଭାରତୀୟ ନୌସେନା ଉପରେ ଏହାର…

ଭାଜପାକୁ ମିଳିଛି ୬୧୪.୫୩ କୋଟି ଚାନ୍ଦା

ନୂଆଦିଲ୍ଲୀ,୧।୧୨(ପି.ଟି.) : ୨୦୨୧-୨୨ ବର୍ଷରେ ଶାସକ ଭାଜପାକୁ ୬୧୪.୫୩ କୋଟି ଟଙ୍କା ଚାନ୍ଦା ମିଳିଛି, ଯାହା ବିରୋଧୀ ଦଳ କଂଗ୍ରେସ ପାଇଥିବା ଚାନ୍ଦା ତୁଳନାରେ ୬ ଗୁଣରୁ ଅଧିକ। ଏହି ସମୟ ମଧ୍ୟରେ କଂଗ୍ରେସକୁ ୯୫.୪୬ କୋଟି ଟଙ୍କା ଚାନ୍ଦା ମିଳିଥିବା…

କୁଳାଧିପତି ପଦରୁ ହଟିବେ କେରଳ ରାଜ୍ୟପାଳ

ଥିରୁଭାନନ୍ତପୁରମ୍‌,୧।୧୨: କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କୁ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରୁ ହଟାଇବା ପାଇଁ ଅଣାଯାଇଥିବା ଚିଠା ବିଲ୍‌କୁ ବୁଧବାର କ୍ୟାବିନେଟ ଅନୁମୋଦନ କରିଛି। ଚିଠା ବିଲ୍‌ ଅନୁଯାୟୀ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଆଇନରେ ସଂଶୋଧନ ହେବ। ବିଲ୍‌ ଅନୁଯାୟୀ ରାଜ୍ୟପାଳଙ୍କ…

‘ମୋଦି ଗୁଜରାଟର ସମ୍ମାନ ଓ ପ୍ରତୀକ’

ଅହମ୍ମଦାବାଦ,୩୦ା୧୧: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର କହିଛନ୍ତି, ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଂଶ ଶତାବ୍ଦୀରେ ଗୁଜରାଟର ସମ୍ମାନ ଓ ଗର୍ବର ପ୍ରତୀକ ଥିଲେ। ସେହିପରି ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ‘ସମ୍ମାନ…

ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ବୀକାର କଲେ ପ୍ରେମିକ, କହିଲେ ମୋ’ର କିଛି ଦୋଷ ନାହିଁ

ନୂଆଦିଲ୍ଲୀ,୩୦ା୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଆଫତାବ ପୁନାଓ୍ବାଲା ନିଜ ଦୋଷ ସ୍ବୀକାର କରିଛନ୍ତି। ମଙ୍ଗଳବାର ଆଫତାବଙ୍କ ପଲିଗ୍ରାଫ ଟେଷ୍ଟ୍‌ କରାଯାଇଥିଲା। ଏହି ସମୟରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ନେଇ ସ୍ବୀକାର କରିଥିବା…

ଆତଙ୍କବାଦୀଙ୍କଠାରୁ ଜବତ ଅସ୍ତ୍ରଶସ୍ତ୍ରରେ ଚାଇନିଜ ଗ୍ରେନେଡ…

ଶ୍ରୀନଗର,୩୦।୧୧ : ଜମ୍ମୁ-କଶ୍ମୀରରେ ଏକ ନୂତନ ରଣନୀତି ସହିତ ପାକିସ୍ତାନ ଏହାର ଷଡ଼ଯନ୍ତ୍ର ଜାରି ରଖିଛି। ପାକିସ୍ତାନୀ ସେନା, ଆଇଏସଆଇ ତାଲିମପ୍ରାପ୍ତ ଆତଙ୍କବାଦୀମାନଙ୍କୁ ସୀମା ଦେଇ ଅନୁପ୍ରବେଶ କରାଇବାର ଯୋଜନା ଜୋରଦାର କରିଛି। ସେମାନଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ଦିଆଯାଉଛି ଯାହାଦ୍ୱାରା ସେମାନେ…

ଗୁଜରାଟରେ କାଲି ଭୋଟିଂ

ନୂଆଦିଲ୍ଲୀ,୩୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୫ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏହିଦିନ ୯୩ ଆସନ ପାଇଁ ଭୋଟିଂ ହେବ…

ପୂର୍ବ-ପଶ୍ଚିମ ସୀମାରେ କ୍ୟାମେରା ଲଗାଇବା ଦ୍ୱାରା ବୃଦ୍ଧି ପାଇଛି ସୁରକ୍ଷା ବ୍ୟବସ୍ଥା: ବିଏସଏଫ୍‌ ମହାନିର୍ଦ୍ଦେଶକ…

ନୂଆଦିଲ୍ଲୀ,୩୦।୧୧ : ସୀମା ସୁରକ୍ଷା ବଳ (ବିଏସଏଫ) ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂ ବୁଧବାର କହିଛନ୍ତି ଯେ ପୂର୍ବ ଏବଂ ପଶ୍ଚିମ ସୀମାରେ ସମସ୍ତ ପ୍ରକାର କ୍ୟାମେରା ଲଗାଇବା ଦ୍ୱାରା ତଦାରଖ କାର୍ଯ୍ୟ ତ୍ୱରାନୱିତ ହୋଇଛି। ସ୍ବଳ୍ପ ମୂଲ୍ୟର ବୈଷୟିକ ସମାଧାନ…

କର୍ମୀଙ୍କୁ ଶିବପାଲଙ୍କ ପରାମର୍ଶ : ପୋଲିସ ଡାକିଲେ ଯାଅ ନାହିଁ କି ପୋଲିସ ହାତରେ ଧରା ଦିଅ ନାହିଁ

ମେନପୁରୀ,୩୦ ।୧୧: ଉତ୍ତର ପ୍ରଦେଶର ମେନପୁରୀ ଲୋକ ସଭା ଆସନ ପାଇଁ ପ୍ରଚାର କରିବାକୁ ଯାଇଥିବା ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ତାଙ୍କ କର୍ମୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଯଦି ଝଗଡା ହେଉଛି ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?