ଜାତୀୟ

୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ପରେ ହତ୍ୟାକଲେ ନାବାଳକ

ବେମେତାରା,୩୦।୧୧: ଛତିଶଗଡ଼ର ବେମେତାରା ଜିଲାରେ ଜଣେ ନାବାଳକ ପଡ଼ିଶା ଘରର ଜଣେ ୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ୧୭ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ସୋମବାର ଅଟକ ରଖିଛି। ରାୟପୁରଠାରୁ ୯୦ କିଲୋମିଟର ଦୂର ବେମେତରାର…

କୁରୁକ୍ଷେତ୍ରରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବ

କୁରୁକ୍ଷେତ୍ର,୩୦।୧୧(ଆଇଏଏନ୍‌ଏସ୍‌): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ହରିୟାଣାର କୁରୁକ୍ଷେତ୍ରରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ପୁରୁଷୋତ୍ତମପୁର ବାଗ୍‌ରେ ଥିବା ଶ୍ରୀକୃଷ୍ଣଙ୍କ ରଥ ନିକଟରେ ରାଷ୍ଟ୍ରପତି ଯଜ୍ଞ କରିଥିଲେ। ଏହି କାର୍ଯ୍ୟକ୍ରମରେ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଏବଂ ମୁଖ୍ୟମନ୍ତ୍ରୀ ମନୋହରଲାଲ…

ରାଗିଂ କରି ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ୧୮ ଛାତ୍ର ବହିଷ୍କୃତ

ଦିବ୍ରୁଗଡ଼,୩୦।୧୧: ବରିଷ୍ଠ ଛାତ୍ରମାନଙ୍କ ର଼୍ୟାଗିଂ ଯୋଗୁ ରବିବାର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟର ପ୍ରଥମ ସେମିଷ୍ଟର ଛାତ୍ର ହଷ୍ଟେଲ୍‌ ବିଲ୍ଡିଂରୁ ଡେଇଁ ଗୁରୁତର ହୋଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ୧୮ ଜଣ ଛାତ୍ରଙ୍କୁ ୟୁନିଭର୍ସିଟି କର୍ତ୍ତୃପକ୍ଷ ହଷ୍ଟେଲରୁ ବହିଷ୍କାର କରିଛନ୍ତି। ଏହା ବ୍ୟତୀତ ପୋଲିସ…

ସିଲ ହେଲା ପଞ୍ଜାବୀ ଗାୟକ ଦିଲେର ମେହନ୍ଦିଙ୍କ ଗୁରୁଗ୍ରାମ ସ୍ଥିତ ଫାର୍ମ ହାଉସ

ଗୁରୁଗ୍ରାମ,୩୦ ।୧୧: ଜଣାଶୁଣା ପଞ୍ଜାବୀ ସିଙ୍ଗର ଦିଲେର ମେହନ୍ଦି ଆସିଛନ୍ତି ଚର୍ଚ୍ଚାକୁ । ହେଲେ ଏଥର ସେ କୌଣସି ଗୀତକୁ ନେଇ ଚର୍ଚ୍ଚାକୁ ଆସି ନାହାନ୍ତି ବରଂ ହରିୟାଣର ଗୁରୁଗ୍ରାମରେ ଥିବା ତାଙ୍କ ଫାର୍ମ ହାଉସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।…

ଅଣବାସମତି ଚାଉଳ ରପ୍ତାନି ଉପରୁ କଟକଣା ହଟିଲା

ନୂଆଦିଲ୍ଲୀ,୩୦।୧୧: ଜୈବିକ ଅଣବାସମତି ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଲଗାଇଥିବା ନିଷେଧାଦେଶ ଉଠାଇନେବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଉଳ ଉପଲବ୍ଧତା ବଢ଼ାଇବା ପାଇଁ ସରକାର ଗତ ସେପ୍ଟେମ୍ବରରେ ଭଙ୍ଗା ଚାଉଳ ରପ୍ତାନି ବନ୍ଦ କରିଥିଲେ। ଖୁଚୁରା ବଜାରରେ ଚାଉଳ…

ବିତର୍କିତ ‘କଶ୍ମୀର ଫାଇଲ୍ସ’

ପଣଜୀ/ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସମର୍ଥିତ ଚଳିତବର୍ଷର ବହୁଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ପୁଣିଥରେ ବିବାଦ ଘେରକୁ ଚାଲିଆସିଛି। ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ନଦାଭ ଲାପିଡ୍‌ ସୋମବାର ଏହାକୁ…

୧୦୦ ଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି ୨୫ ବିଲିୟନ ଡଲାର ବଢ଼ିଛି

ନୂଆଦିଲ୍ଲୀ,୩୦।୧୧: ଭାରତର ୧୦୦ ଜଣ ଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି ୨୦୨୨ରେ ୨୫ ବିଲିୟନ ଡଲାର ବୃଦ୍ଧି ପାଇଛି। ଫୋର୍ବସ୍‌ ୨୦୨୨ ତାଲିକା ଅନୁଯାୟୀ ଦେଶର ସର୍ବାଧିକ ଧନୀ ୧୦୦ ଜଣଙ୍କ ମୋଟ ସମ୍ପତ୍ତି ପରିମାଣ ୮୦୦ ବିଲିୟନ ଡଲାର ଅତିକ୍ରମ କରିଛି।…

କଶ୍ମୀର ଫାଇଲ୍ସ ‘ପ୍ରଚାରଧର୍ମୀ, ଅଶ୍ଳୀଳ’

ପଣଜୀ/ନୂଆଦିଲ୍ଲୀ,୩୦ା୧୧: ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ର ଅନ୍ତର୍ଜାତୀୟ ପ୍ରତିଯୋଗିତା ବର୍ଗରେ ସାମିଲ ହୋଇଥିବା ୧୫ ଚଳଚ୍ଚିତ୍ର ମଧ୍ୟରୁ ବିବାଦୀୟ ‘ଦି କଶ୍ମୀର ଫାଇଲ୍ସ’କୁ ଏକ ପ୍ରଚାରଧର୍ମୀ, ଅଶ୍ଳୀଳ ସିନେମା ବୋଲି ବିବେଚିତ କରାଯାଇଛି। ୫ ଜଣିଆ ଜୁରି ଏହି ଚଳଚ୍ଚିତ୍ରକୁ…

ଫିରୋଜାବାଦରେ ବଡ ଧରଣର ଅଘଟଣ, ଜଳିଗଲେ ଗୋଟିଏ ପରିବାରର ୬ ସଦସ୍ୟ

ଫିରୋଜାବାଦ,୩୦ ।୧୧: ଉତ୍ତର ପ୍ରଦେଶର ଫିରୋଜାବାଦରେ ମଙ୍ଗଳବାର ଏକ ଲୋମ ଟାଙ୍କୁରା ଘଟଣା ଘଟିଛି । ଏଠାରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଓ ଫର୍ନିଚର ଦୋକାନରେ ନିଆଁ ଲାଗି ଯିବାରୁ ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏହାସହ…

ମୌଳିକ କର୍ତ୍ତବ୍ୟ ଲାଗୁ କରିବା ନେଇ ଜବାବ ନ ଦେଲେ ୨୫ ହଜାର ଜରିମାନା: କେନ୍ଦ୍ର-ରାଜ୍ୟ ସରକାରଙ୍କୁ ଶୀର୍ଷକୋର୍ଟଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୯।୧୧ : ସମ୍ବିଧାନର ଧାରା ୫୧-ଏରେ ଧାର୍ଯ୍ୟ ହୋଇଥିବା ମୌଳିକ କର୍ତ୍ତବ୍ୟ କାର୍ଯ୍ୟକାରୀ କରିବାକୁ ଆବେଦନ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉତ୍ତର ନ ଦାଖଲ କରାଯିବାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ଏହାର…

ମିଶନ ଦକ୍ଷିଣ ଭାରତ : ନେତାଙ୍କୁ ଭାଜପାର ୪୫ ଦିନିଆ କାର୍ଯ୍ୟ ଦାୟିତ୍ୱ…

ନୂଆଦିଲ୍ଲୀ,୨୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପର୍ଯ୍ୟନ୍ତ ହୋଇନାହିଁ ମାତ୍ର ଦକ୍ଷିଣ ଭାରତରେ ନିଜର ଉପସ୍ଥିତିକୁ ମଜବୁତ କରିବା ପାଇଁ ଭାଜପା ମିଶନ ଦକ୍ଷିଣ ଭାରତ ଆରମ୍ଭ କରିଛି। ଦଳୀୟ ନେତାମାନଙ୍କୁ ଭାଜପା ନୂତନ କାର୍ଯ୍ୟ ଦେଇଛି। ଦକ୍ଷିଣ…

ସୁକମାରେ ମାଓବାଦୀ-ସିଆରପିଏଫ୍‌ ମୁହାଁମୁହିଁ: ଜଣେ ହେଡ୍‌ କନଷ୍ଟେବଳ ଶହୀଦ

ବିଜାପୁର,୨୯।୧୧: ଛତିଶଗଡର ସୁକମାରେ ମଙ୍ଗଳବାର ମାଓବାଦୀ ଓ ସିଆରପିଏଫ୍‌ ଯବାନ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ମାଓବାଦୀଙ୍କ ଗୁଳିରେ କୋବ୍ରା ବାଟାଲିୟନର ଜଣେ ହେଡ୍‌ କନଷ୍ଟେବଳ ଶହୀଦ ହୋଇଥିବା ଜଣାପଡ଼ିଛି। ଯବାନମାନେ ମାଓବାଦୀ ଅପରେଶ୍‌ନ ଚଳାଉଥିବା ବେଳେ ସେହି ସମୟରେ ମାଓବାଦୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?