ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ବୀକାର କଲେ ପ୍ରେମିକ, କହିଲେ ମୋ’ର କିଛି ଦୋଷ ନାହିଁ

ନୂଆଦିଲ୍ଲୀ,୩୦ା୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଆଫତାବ ପୁନାଓ୍ବାଲା ନିଜ ଦୋଷ ସ୍ବୀକାର କରିଛନ୍ତି। ମଙ୍ଗଳବାର ଆଫତାବଙ୍କ ପଲିଗ୍ରାଫ ଟେଷ୍ଟ୍‌ କରାଯାଇଥିଲା। ଏହି ସମୟରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ନେଇ ସ୍ବୀକାର କରିଥିବା ଜଣାପଡ଼ିଛି। ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କର ଅନୁତାପ କିମ୍ବା ଅନୁଶୋଚନା ନାହିଁ ବୋଲି ସେ ସିଧାସଳଖ ପୋଲିସକୁ କହିଛନ୍ତି। ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରୀ ଅଧିକାରୀ କହିଛନ୍ତି, ଆଫତାବ ତାଙ୍କ ଲିଭ ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଏହି ଅପରାଧରେ ତାଙ୍କର କୌଣସି ଦୋଷ ନାହିଁ।

ପଲିଗ୍ରାଫ ଟେଷ୍ଟ ବେଳେ ସେ ଶ୍ରଦ୍ଧାଙ୍କୁ ହତ୍ୟା ପରେ ୩୫ ଖଣ୍ଡ କରି ଜଙ୍ଗଲରେ ପୋତି ଦେଇଥିଲେ ବୋଲି ମାନିଛନ୍ତି। ସେହିପରି ସେ ଅନେକ ଯୁବତୀଙ୍କ ସହ ଡେଟିଂରେ ଥିବା ମଧ୍ୟ କହିଛନ୍ତ। ପଲିଗ୍ରାଫ ଟେଷ୍ଟ ବେଳେ ଆଫତାବଙ୍କ ଆଚରଣ ଅତି ସ୍ବାଭାବିକ ଥିଲା।

ନଭେମ୍ବର ୨୩, ୨୫ ଏବଂ ୨୬ରେ ଆଫତାବଙ୍କର ପଲିଗ୍ରାଫ୍‌ ଟେଷ୍ଟ ହୋଇ ଥିଲେ ମଧ୍ୟ ତାଙ୍କ ଦେହ ଅସୁସ୍ଥ ହେଉଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପୁଣି ଥରେ ମଙ୍ଗଳବାର ଟେଷ୍ଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଔରଙ୍ଗାବାଦରେ ଗର୍ଜିବେ ରାଜ ଠାକରେ, ୧୬ ସର୍ତ୍ତ ସହ ରାଜ୍ୟ ସରକାର ରାଲି ପାଇଁ ଦେଇଛନ୍ତି ଅନୁମତି

ମୁମ୍ବାଇ,୧ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନ୍‌ଏସ୍‌)ର ଅଧ୍ୟକ୍ଷ ରାଜ ଠାକରେ ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ଏକ ଜନସଭାକୁ ସମ୍ବୋଧନ କରିବେ ।...

ବିବିସି ଡକ୍ୟୁମେଣ୍ଟାରୀ ବିରୋଧରେ ଅବସରପ୍ରାପ୍ତ ବିଚାରପତିଙ୍କ ସମେତ ୩୦୦ବୁଦ୍ଧିଜୀବୀ ଏକଜୁଟ…

ନୂଆଦିଲ୍ଲୀ,୨୧।୧ : ବିବିସିର ଇଣ୍ଡିଆ: ଦ ମୋଦି କୋଶ୍ଚିନ ଡକ୍ୟୁମେଣ୍ଟାରୀ ସିରିଜକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଅବସରପ୍ରାପ୍ତ ବିଚାରପତି, ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ...

ସିଏଏ ହିଂସା: ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇପାରନ୍ତି ଯୋଗୀ ସରକାର

ଲକ୍ଷ୍ନୌ,୧୦।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତରପ୍ରଦେଶରେ ଉପୁଜିଥିବା ହିଂସାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଏକ ପୋଷ୍ଟର ଯୋଗୀ ଆଦିତ୍ୟନାଥଙ୍କ ସରକାର ଜାରି କରିଥିଲେ। ଗୋଟିଏ...

କେସ୍‌ ଲଢ଼ି ମନ୍ଦିରକୁ ସୁରକ୍ଷିତ ରଖିଲେ ମୁସଲମାନ ସମ୍ପ୍ରଦାୟ…

ନୂଆଦିଲ୍ଲୀ,୨୭।୯: ମନ୍ଦିରକୁ ହଟାଇ ସେଠାରେ ଆବାସିକ କମ୍ପ୍ଲେକ୍ସ୍‌ ନିର୍ମାଣ କରିବାକୁ ଚାହୁଁଥିବା ବିଲ୍ଡରଙ୍କୁ ଶେଷରେ ହାଇକୋର୍ଟରେ ଝଟ୍‌କା ଲାଗିଛି। ଏଠାରେ ବାସ କରୁଥିବା ମୁସଲମାନ୍‌ ସମ୍ପ୍ରଦାୟ...

ଉତ୍ତରପୂର୍ବରେ ନିଆଁ

ଅଗରତାଲା/ଗୁଆହାଟୀ/ନୂଆଦିଲ୍ଲୀ, ୧୨ା୧୨(ପି.ଟି./ଆଇଏଏନ୍‌ଏସ୍‌): ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ପାସ୍‌ ହୋଇ ବୁଧବାର ରାତିରେ ରାଜ୍ୟ ସଭାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା...

ଦେଶରେ ସାମିଲ ହେବ ୧୩୨ ନୂଆ ବିମାନ

ନୂଆଦିଲ୍ଲୀ,୨୦।୩: ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ଏୟାରଲାଇନ୍ସ ୨୦୨୪ରେ ଅଧିକ ୧୩୨ ନୂଆ ବିମାନ ସାମିଲ କରିବ। ଏହା ଦ୍ୱାରା ଘରୋଇ ଏବଂ ଅନ୍ତର୍ଜାତୀୟ...

ଲିଭୁନି ଚିତା: ଅନ୍ତିମ ସଂସ୍କାର ଲାଗି ଧାଡ଼ିରେ ଅପେକ୍ଷା…

ନୂଆଦିଲ୍ଲୀ,୨୮।୪: ଭାରତର କରୋନା ମହାମାରୀ ସଂକ୍ରମଣ ସଙ୍କଟ ସ୍ଥିତି ସୃଷ୍ଟି କରିଛି। ଗତ ବର୍ଷଠାରୁ ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇ ଦେଶର ୨ ଲକ୍ଷ...

ପାସେଞ୍ଜର ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ: ଷ୍ଟେଶନ କାନ୍ଥ ଭାଙ୍ଗି ବାହାରକୁ ମାଡ଼ିଗଲା

କାନପୁର, ୨୮।୮: ଉତ୍ତରପ୍ରଦେଶ କାନପୁର ସେଣ୍ଟ୍ରାଲ ରେଳ ଷ୍ଟେଶନ୍‌ରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କାନପୁର-ଲକ୍ଷ୍ନୌ ପାସେଞ୍ଜର ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ ହୋଇଛି।...

Advertisement
Archives

Model This Week