ୟୁପି ବିଧାନସଭାରେ ସିଆରପିସି ସଂଶୋଧନ ବିଲ ଆଗତ, ମହିଳାଙ୍କ ପ୍ରତି ଗୁରୁତର ଅପରାଧ ମାମଲାରେ ମିଳିବନି ଆଗୁଆ ଜାମିନ…
ଲକ୍ଷ୍ନୌ, ୨୨।୯ : ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନରେ ଗୁରୁବାର ସିଆରପିସି ସଂଶୋଧନ ବିଲ ଆଗତ ହୋଇଛି। ଏହି ବିଲ ଅନୁସାରେ ଗୁରୁତର ମହିଳା ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଆଉ ଆଗୁଆ ଜାମିନ ମିଳିବନି। ମହିଳାଙ୍କ ଉପରେ ହୋଇଥିବା ଗୁରୁତର ଅପରାଧ…
ହିଜାବ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୨।୯ : କର୍ନାଟକରେ ହିଜାବ ନିଷେଧାଦେଶ ବିରୋଧରେ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ କର୍ନାଟକ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ ନଭଦଗୀ…
ଶିବାଜୀ ପାର୍କ ଦଶହରା ରାଲି ପାଇଁ କାହାକୁ ମିଳିଲାନି ଅନୁମତି…
ମୁମ୍ବାଇ, ୨୨।୯ : ମହାରାଷ୍ଟ୍ରରେ ଶିବାଜୀ ପାର୍କ ଦଶହରା ରାଲି ପାଇଁ ଉଦ୍ଧବ ଠାକରେ ଅବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ କାହାକୁ ମଧ୍ୟ ଅନୁମତି ମିଳିନାହିଁ। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍ସି) ଏନେଇ ଗୁରୁବାର ସୂଚନା ପ୍ରଦାନ କରିଛି। ଅକ୍ଟୋବର ୫ରେ…
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ,୨୨।୯: କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…
ହାଇକମାଣ୍ଡଙ୍କ ଇଛା-ମୁଖ୍ୟମନ୍ତ୍ରୀ ପଦବୀ ମୋହରେ ଫଶି ରହିଛନ୍ତି ଗେହଲୋଟ…
ନୂଆଦିଲ୍ଲୀ, ୨୨।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅଧିକ ଚର୍ଚ୍ଚା ହେଉଥିବା ରାଜ୍ୟ ହେଉଛି ରାଜସ୍ଥାନ। ଏହାର କାରଣ ହେଉଛି ଅଶୋକ ଗେହଲୋଟ ଜାତୀୟ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। କିନ୍ତୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭୂମିକାକୁ ନେଇ…
ଶାହାଙ୍କ ବୈଠକରେ ଲେଖାଯାଇଥିଲା ପିଏଫଆଇ ସର୍ଜିକାଲ ଷ୍ଟ୍ରାଇକ୍ର କାହାଣୀ…
ନୂଆଦିଲ୍ଲୀ, ୨୨।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ବିରୋଧରେ କେନ୍ଦ୍ରର ବିଭିନ୍ନ ଏଜେନ୍ସି ଏକ ବଡ ପଦକ୍ଷେପ ନେଇଛନ୍ତି। ପ୍ରକାଶ ଯେ, ଦେଶର ୧୨ ଟି ରାଜ୍ୟରେ ୧୦୬ ଟି ସ୍ଥାନରେ ଚଢ଼ାଉ କରାଯାଇ ୧୦୦ରୁ ଅଧିକ ଲୋକଙ୍କୁ…
ସାଧାରଣ ବର୍ଗରେ ୩୫ ପ୍ରତିଶତ ଭୂମିହୀନ-୫.୮ କୋଟି ବିପିଏଲ, ଇଡବ୍ଲୁଏସ ସଂରକ୍ଷଣ ନେଇ ସୁପ୍ରିମ୍କୋର୍ଟରେ ସରକାରଙ୍କ ଜବାବ…
ନୂଆଦିଲ୍ଲୀ, ୨୨।୯ : ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗକୁ ଦିଆଯାଇଥିବା ୧୦ ପ୍ରତିଶତ ଇଡବ୍ଲୁଏସ ସଂରକ୍ଷଣକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସମ୍ପ୍ରତି ସୁପ୍ରିମକୋର୍ଟରେ ଏକ ଜୋରଦାର ବିତର୍କ ଚାଲିଛି। ଗୋଟିଏ ପଟେ ଏହି ସଂରକ୍ଷଣକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକରେ କୁହାଯାଇଛି…
ପ୍ରବଳ ବର୍ଷାରେ କାନ୍ଥ ଭୁଶୁଡ଼ି ୪ ଶିଶୁଙ୍କ ସମେତ ୬ ମୃତ୍ୟୁ…
ଲକ୍ଷ୍ନୌ, ୨୨।୯ : ଉତ୍ତରପ୍ରଦେଶର ଇଟାୱା ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଲଗାତାର ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ିବା ଘଟଣାରେ ୪ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚାରି ଭାଇ ଓ ଭଉଣୀ…
ରାତାରାତି କୋଟିପତି ହୋଇଗଲେ ଯୁବକ
ପାଟନା,୨୨।୯: ବିହାରର ଆରାହା ନିବାସୀ ସୌରଭ କୁମାରଙ୍କ ଭାଗ୍ୟ ହଠାତ୍ ବଦଳିଯାଇଛି। ସେ ରାତାରାତି କୋଟିପତି ହୋଇଯାଇଛନ୍ତି। ଛାତ୍ରୀଛାତ୍ରମାନଙ୍କୁ ଟ୍ୟୁସନ ଶିକ୍ଷା ଦେଉଥିବା ସୌରଭ ଦୁଇ ବର୍ଷ ଧରି ଅନଲାଇନ କ୍ରିକେଟ ଖେଳରେ ନିଜ ଭାଗ୍ୟ ପରୀକ୍ଷା କରୁଥିଲେ। ଗତ ଭାରତ…
ମୋହନ ଭାଗଓ୍ବତ-ଇଲିଆସି ସାକ୍ଷାତ: ଆରଏସଏସ ମୁସଲମାନଙ୍କ ନିକଟତର ହେଉଥିବା ନେଇ ଚର୍ଚ୍ଚା…
ନୂଆଦିଲ୍ଲୀ, ୨୨।୯ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ଗୁରୁବାର ଦିଲ୍ଲୀରେ ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଇମାମ ଡ. ଇମାମ ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଭାଗଓ୍ବତଙ୍କୁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ.ୟୁ କୁରେଶି ଏବଂ…
ଭାରତୀୟ ମୁଦ୍ରା ସର୍ବକାଳୀନ ସର୍ବନିମ୍ନ ସ୍ତରରେ, ଫେଡେରାଲ ରିଜର୍ଭ ନିଷ୍ପତ୍ତି ପରେ ୮୦.୪୫ ସ୍ତରରେ…
ନୂଆଦିଲ୍ଲୀ, ୨୨।୯ : ଭାରତୀୟ ମୁଦ୍ରା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗୁରୁବାର ଦିନ ଏହା ଆମେରିକୀୟ ଡଲାର ତୁଳନାରେ ୮୦.୨୮ସ୍ତରରେ ଖୋଲିଛି। ଏହାପୂର୍ବରୁ ବୁଧବାର ଏହା ୭୯.୯୮ରେ ବନ୍ଦ ହୋଇଥିଲା। ବୁଧବାର ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତର ୮୦.୪୫…
ଦେଶର ସୁରକ୍ଷା ବ୍ୟବସ୍ଥା ତ୍ରୁଟିର ପର୍ଦ୍ଦାଫାଶ, ଗୋଳାବାରୁଦ କାରଖାନା କର୍ମଚାରୀ ଚୋରି କରୁଥିଲେ ବୋମା ଉପକରଣ …
ଜବଲପୁର, ୨୨।୯ : ଦେଶର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିର ପର୍ଦ୍ଦାଫାଶ ହୋଇଛି। ଜବଲପୁରର ଖାମରିଆରେ ଅବସ୍ଥିତଗୋଳାବାରୁଦ କାରଖାନାରେ ବୋମା ଉପକରଣ ଚୋରି ନେଇ ଏକ ବଡ ସୂଚନା ସମ୍ପର୍କରେ ଜଣାପଡ଼ିଛି। କାରଖାନାର ତିନିଜଣ କର୍ମଚାରୀଙ୍କ ଦ୍ୱାରା ଏଭଳି କରାଯାଇଥିବା ଅଭିଯୋଗ ହୋଇଛି।…
Archives


