ଜାତୀୟ

ଶୀତ ଅଧିବେଶନରେ ଆସିବ ୧୬ ବିଲ୍‌

ନୂଆଦିଲ୍ଲୀ,୨ା୧୨: ଆସନ୍ତା ୭ରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ କେନ୍ଦ୍ର ସରକାର ୧୬ଟି ନୂଆ ବିଲ୍‌ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଲୋକ ସଭା ପକ୍ଷରୁ ଜାରି ଏକ ବୁଲେଟିନ୍‌ ଅନୁସାରେ ତନ୍ମଧ୍ୟରେ ନ୍ୟାଶନାଲ ଡେଣ୍ଟାଲ କମିଶନ ବିଲ୍‌, ନ୍ୟାଶନାଲ…

ମହିଳା ଖଣ୍ଡପୀଠରେ ବୈବାହିକ ମାମଲା

ନୂଆଦିଲ୍ଲୀ,୨ା୧୨: ୪ ବର୍ଷର ବ୍ୟବଧାନ ପରେ ସୁପ୍ରିମକୋର୍ଟ ଏକ ଖଣ୍ଡପୀଠ ଗଠନ କରିଛନ୍ତି, ଯେଉଁଠି ୨ ଜଣ ମହିଳା ବିଚାରପତି ବୈବାହିକ ବିବାଦ ଓ ଜାମିନ ପ୍ରସଙ୍ଗରେ ସ୍ଥାନାନ୍ତର ଆବେଦନର ଶୁଣାଣି କରିବେ। ୨ ମହିଳା ବିଚାରପତି ହେଲେ ଜଷ୍ଟିସ୍‌ ହିମା…

ପୁଣେରେ ଚିହ୍ନଟ ହେଲା ଜାପାନୀ ଜ୍ୱରର ପ୍ରଥମ ମାମଲା, ଯାଞ୍ଚ ପାଇଁ ପଠାଗଲା ମଶାଙ୍କ ସାମ୍ପଲ

ପୁଣେ,୨ ।୧୨: ମହାରାଷ୍ଟ୍ରର ପୁଣେରେ ଜାପାନୀ ଜ୍ୱରର ପ୍ରଥମ ଘଟଣା ସାମ୍ନାକୁ ଆସିବା ପରେ ପ୍ରାଣୀ ଓ ମଶାଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି । ପୁଣେ ନଗର ନିଗମ(ପିଏମସି)ର ସ୍ୱାସ୍ଥ୍ର‌୍ୟ ବିଭାଗ ଅଧିକାରୀ, ଗୁରୁବାର କହିଛନ୍ତି କି ଜାପାନୀ ଜ୍ୱରର…

ଦିଲ୍ଲୀ ଏମସିଡି ନିର୍ବାଚନ: ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ

ନୂଆଦିଲ୍ଲୀ,୨ ।୧୨: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ବି ରାଜନୀତି ବେଶ ସରଗରମ । ଏଠାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହୋଇଯିବ । ହେଲେ ପ୍ରାର୍ଥୀ ବିନା ପ୍ରଚାରରେ ଜନତାଙ୍କ ସହ ସମ୍ପର୍କ କରିପାରିବେ ବୋଲି କୁହାଯାଇଛି ।…

ମଧ୍ୟପ୍ରଦେଶରେ ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍‌: ଶିବରାଜ

ଭୋପାଳ,୧।୧୨: ଆସାମ, ଗୁଜୁରାଟ ପରେ ମଧ୍ୟପ୍ରଦେଶରେ ମଧ୍ୟ ଏକକ ନାଗରିକ ସଂହିତା ନିୟମ(ୟୁନିଫର୍ମ ସିଭିଲ କୋଡ୍‌) ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ଏକ କମିଟି ଗଠନ କରିବେ…

ନିଶାଦ୍ରବ୍ୟ ସମ୍ପର୍କିତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଏଫ୍‌ଏମ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୧୨: ଏଫ୍‌ଏମ୍‌ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ମଦ, ଡ୍ରଗ୍ସ ଏବଂ ଗନ୍‌ କଲଚର ସମ୍ପର୍କୀତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଗୁରୁବାର କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରେଡିଓ ଚ୍ୟାନେଲକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞାପନ ପ୍ରସାରଣ କରିବା ପୂର୍ବରୁ ଗ୍ରାଣ୍ଟ…

ଥରିଲା ନାସିକ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରର ନାସିକରେ ଗୁରୁବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଛି। ମୁମ୍ବାଇର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏତଦ୍‌ ବ୍ୟତୀତ ଗୁଜୁରାଟ ସୀମା ସ୍ଥିତ…

ହନୁମାନ ଚାଳିଶା ବିବାଦ ମାମଲାରେ ନବନୀତଙ୍କୁ ଝଟ୍‌କା: ଓ୍ବାରେଣ୍ଟ ଜାରି

ମୁମ୍ବାଇ,୧।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପଢ଼ିବା ବିବାଦ ମାମଲାରେ ସେଶନ କୋର୍ଟ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏମ୍‌ପି ନବନୀତ ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କ ବିରୋଧରେ କୋର୍ଟ…

ରାହୁଲଙ୍କୁ ଗୋଲାପ ଦେଲେ ସ୍ବରା

ନୂଆଦିଲ୍ଲୀ,୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ଗୁରୁବାର ଉଜୈନରେ ପହଞ୍ଚିଛି। କଂଗ୍ରେସ ଏହି ଯାତ୍ରାରେ ସାମିଲ ହେବା ପାଇଁ ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ଉଜୈନରେ ପହଞ୍ଚିଥିଲେ। ଏହାପରେ ସେ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ…

ଭାରତ ପାଇଁ ଐତିହାସିକ ମୂହୂର୍ତ୍ତ: ପି. କେ. ମିଶ୍ର

ନୂଆଦିଲ୍ଲୀ,୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଗୁରୁବାର ଭାରତର ଜି -୨୦ ଅଧ୍ୟକ୍ଷତାକୁ ଏକ ଐତିହାସିକ ମୂହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, ଦେଶର ପ୍ରତିଷ୍ଠା ଓ ଖ୍ୟାତିକୁ ଉପଯୁକ୍ତ ଭାବେ ପ୍ରଦର୍ଶନ କରିବା ଆମ…

ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଉଛନ୍ତି ସେଲିବ୍ରିଟି

ଉଜ୍ଜୟିନୀ,୧ା୧୨: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରରେ ରାହୁଲ ଗାନ୍ଧୀଙ୍କ ସହ ଜଣେ ପରେ ଜଣେ ସେଲିବ୍ରିଟି ସାମିଲ ହେଉଛନ୍ତି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାହୁଲଙ୍କ ସହିତ ପଦଯାତ୍ରା କରିଥିଲେ। ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମରେ…

ଆସିଲା ଶେଷ ମତଦାନ ରିପୋର୍ଟ: ୮୯ ଆସନରେ ୬୦ ପତିଶତ ଭୋଟିଂ, ଆଗରେ ନର୍ମଦା-ପଛରେ ପୋରବନ୍ଦର

ଅହମ୍ମଦାବାଦ,୧।୧୨: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଗୁରୁବାର ଗୁଜୁରାଟ ବିଧାନସଭାର ମୋଟ ୧୮୨ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଏବେ ଏହାର ଅନ୍ତିମ ମତଦାନ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?