ଜାତୀୟ

ଇଡିରେ ହାଜର ହେଲେ ନୋରା

ମୁମ୍ବାଇ: ୨୦୦ କୋଟି ଠକେଇ ଟଙ୍କା ଏବଂ ସୁକେଶ ଚନ୍ଦ୍ରଶେଖର ମାମଲାରେ ନୋରା ଫତେହି ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀଙ୍କୁ ପୂର୍ବରୁ ଅନେକ ଥର ପଚରାଉଚରା କରାଯାଇଥିଲା। ତେବେ ଆଜି ପୁଣି ଥରେ ସେ ଇଡିରେ…

ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨।୧୨: ରାମପୁର ଉପନିର୍ବାଚନୀ ସଭାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାମପୁର ଡିଏସ୍‌ପି ଅନୁଜ କୁମାର ଚୌଧୁରୀ ଏହି ସୂଚନା ଦେଇଛନ୍ତି। ନଭେମ୍ବର ୨୯ରେ…

କାଲିଫର୍ନିଆରୁ ଧରାପଡ଼ିଲେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର: ମୁସେଓ୍ବାଲାଙ୍କୁ ହତ୍ୟା ପରେ ହୋଇଥିଲେ ଫେରାର

କାଲିଫର୍ନିଆ/ଚଣ୍ଡିଗଡ଼,୨।୧୨: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାରଙ୍କୁ ଆମେରିକାର କାଲିଫର୍ନିଆରୁ ହେପାଜତକୁ ନିଆଯାଇଛି। କିଛି ସମୟ ପୂର୍ବରୁ ତାଙ୍କ ବିରୋଧରେ ଇଣ୍ଟରପୋଲ ପକ୍ଷରୁ ଏକ ରେଡ୍‌ କର୍ନର ନୋଟିସ୍‌ ଜାରି କରାଯାଇଥିଲା। ଗୋଲ୍ଡି ବ୍ରାରଙ୍କ ବିରୋଧରେ ଭାରତରେ…

ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ଲାଗିବନି ରୋକ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ସମୟ ଗଡିବା ସହିତ ଏହି ଆବେଦନ ଭିତ୍ତିହୀନ ହୋଇଛି। ତେଣୁ ଏହା ଉପରେ ରୋକ ଲଗାଯିବ ନାହିଁ। ନ୍ୟାଶ୍‌ନାଲ୍‌ ୟୁଥ୍‌ ପାର୍ଟି…

ଦେଶରେ ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା ଆସିବା…

ଜାନୁୟାରୀରେ ଚାଷୀଙ୍କ ଖାତାକୁ ଯିବ ୧୩ତମ କିସ୍ତି

ନୂଆଦିଲ୍ଲୀ,୨।୧୨: ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ନୂତନ ବର୍ଷର ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ତମ କିସ୍ତି ଚାଷୀଙ୍କ ଖାତାକୁ ଯିବ ବୋଲି ସୂଚନା ମିଳିଛି। ତେବେ ତାରିଖ ନେଇ…

କ୍ଷମା ମାଗିଲେ ପରେଶ ରାଓ୍ବଲ

ନୂଆଦିଲ୍ଲୀ,୨।୧୨: ବଲିଉଡ ଅଭିନେତା ତଥା ଭାଜପା ନେତା ପରେଶ ରାୱଲ ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରୁଛନ୍ତି। ପ୍ରଚାର ସମୟରେ ସେ ବଙ୍ଗୀୟମାନଙ୍କ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ବଙ୍ଗୀୟମାନଙ୍କ ସହିତ ଦାମୀ…

ଜନ୍ମଦିନରେ ନଡ୍ଡାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୧୨: ଭାଜପା ସଭାପତି ଜେପି ନଡ୍ଡା ୬୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଡାଙ୍କୁ ଟୁଇଟ୍‌ ଯୋଗେ ଶୁଭେଚ୍ଛା ଜଣାଇ ତାଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ଭାରତୀୟ ଜନତା ପାର୍ଟିର…

ପଳାତକ ଆତଙ୍କବାଦୀ ହରପ୍ରୀତ ସିଂଙ୍କ ଗିରଫ

ନୂଆଦିଲ୍ଲୀ,୨।୧୨: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପଳାତକ ଆତଙ୍କବାଦୀ ହରପ୍ରୀତ ସିଂଙ୍କୁ ଗିରଫ କରିଛି। ପାକିସ୍ତାନ ସ୍ଥିତ ଅନ୍ତର୍ଜାତୀୟ ଶିଖ ୟୁଥ ଫେଡେରେସନ (ଆଇଏସଏଫ)ର ମୁଖ୍ୟ ହରପ୍ରୀତ ଲଖବୀର ସିଂ ରୋଡେଙ୍କ ସହଯୋଗୀ ଏବଂ ଡିସେମ୍ବର ୨୦୨୧ ଲୁଧିଆନା କୋର୍ଟ ବିଲ୍ଡିଂ…

ଅଶ୍ଳୀଳ ଭିଡିଓ ଭାଇରାଲ ପରେ ଜଜ୍‌ ନିଲମ୍ବିତ

ନୂଆଦିଲ୍ଳୀ,୨।୧୨: ଦିଲ୍ଲୀର ରାଉଜ ଏଭେନ୍ୟୁ ଆଡିଶନାଲ ସେସନ୍ସ ଜଜ୍‌ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରୁ ଏହି ଭିଡିଓକୁ ହଟାଯିବା ଲାଗି ଦିଲ୍ଳୀ ହାଇକୋର୍ଟ ଜଜ୍‌ ଯଶୋବନ୍ତ ବର୍ମା ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ବିଚାରପତି ଯଶୋବନ୍ତଙ୍କ…

ଜିତିବା ପର୍ଯ୍ୟନ୍ତ ନିର୍ବାଚନ ଲଢ଼ୁଥିବି

ଗାନ୍ଧିନଗର,୨।୧୨: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଗୁରୁବାର ଶେଷ ହୋଇଛି। ବହୁ ରାଜନୈତିକ ଦଳ ରାଜ୍ୟ ଶାସନ କ୍ଷମତା ହାତେଇବାକୁ ଆଶାବାନ୍ଧି ବସିଛନ୍ତି। ଏପରିସ୍ଥିତିରେ ଗୁଜରାଟ ସବରକନ୍ଥା ଜିଲା ହିମତନଗର ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ମଗନଭାଇ ସୋଲାଙ୍କି…

ସିଦ୍ଧୁ ମୁସେୱାଲା ହତ୍ୟାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର କାଲିଫର୍ନିଆରେ ଅଟକ

ନୂଆଦିଲ୍ଲୀ,୨ ।୧୨: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗୋଲ୍ଡି ବରାରଙ୍କୁ କାଲିଫର୍ନିଆରେ ଅଟକ ରଖାଯାଇଛି । ଭାରତର ଗୁଇନ୍ଦା ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ହେଲେ ଏବେ ପର୍ଯ୍ୟନ୍ତ କାଲିଫର୍ନିଆ ପକ୍ଷରୁ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?