Posted inଜାତୀୟ

ମଧ୍ୟପ୍ରଦେଶରେ ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍‌: ଶିବରାଜ

ଭୋପାଳ,୧।୧୨: ଆସାମ, ଗୁଜୁରାଟ ପରେ ମଧ୍ୟପ୍ରଦେଶରେ ମଧ୍ୟ ଏକକ ନାଗରିକ ସଂହିତା ନିୟମ(ୟୁନିଫର୍ମ ସିଭିଲ କୋଡ୍‌) ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ଏକ କମିଟି ଗଠନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାଦଓ୍ବାନୀରେ ଅନୁଷ୍ଠିତ ଏକ ରାଲିକୁ ସମ୍ବୋଧନ କରି ଶିବରାଜ କହିଛନ୍ତି, ମଧ୍ୟପ୍ରଦେଶରେ ମଧ୍ୟ ୟୁନିଫର୍ମ ସିଭିଲ କୋଡ୍‌ ଲାଗୁ କରିବାର ବର୍ତ୍ତମାନ ସମୟ ଆସିଯାଇଛି।

ୟୁନିଫର୍ମ ସିଭିଲ କୋଡ୍‌, ଭାରତର ସମ୍ବିଧାନର ଧାରା ୪୪ରେ ଉଲ୍ଲେଖ ରହିଛି। ଏହି ଆଇନ ଯାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଭାବରେ ପ୍ରାଯୁଜ୍ୟ ହେବ। ୟୁନିଫର୍ମ ସିଭିଲ କୋଡ୍‌ ମୁଖ୍ୟତ ବିବାହ, ଛାଡପତ୍ର, ପୋଷ୍ୟ ସନ୍ତାନ, ଉତ୍ତରାଧିକାରୀ ପରି ବ୍ୟକ୍ତିଗତ କ୍ଷେତ୍ରରେ ସମାନ ନିୟମ ଲାଗୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ମୃତ ଡାକ୍ତରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ଦାବି

କୋଲକାତା,୨୮।୪: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଡାକ୍ତରମାନେ ମଧ୍ୟ ଏହା କବଳରୁ ମୁକ୍ତ ହୋଇ ପାରୁ ନାହାନ୍ତି। ରବିବାର ପଶ୍ଚିମବଙ୍ଗର ଜଣେ ୬୯...

କ୍ଷୀର ବିକି କୋଟିପତି ଏହି ମହିଳା, ପ୍ରତିମାସକୁ ରୋଜଗାର…

ଗାନ୍ଧୀନଗର,୭।୧: ଜଣେ ମହିଳା କହିଛନ୍ତି କୌଣସି ବି ବ୍ୟବସାୟ ଛୋଟ ନୁହେଁ। କୌଣସି ଧର୍ମ ବି ବ୍ୟବସାୟଠାରୁ ବଡ଼ ନୁହେଁ। ୨୦୨୦ ମସିହାରେ, ଯେଉଁଠି ଲୋକମାନେ...

‘ମୋଦି ଗୁଜରାଟର ସମ୍ମାନ ଓ ପ୍ରତୀକ’

ଅହମ୍ମଦାବାଦ,୩୦ା୧୧: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର କହିଛନ୍ତି, ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିଂଶ ଶତାବ୍ଦୀରେ ଗୁଜରାଟର ସମ୍ମାନ ଓ...

ଜେଏନ୍‌ୟୁ ଛାତ୍ରଙ୍କ ଉପରେ ପୋଲିସର ଲାଠିଚାଳନା

ନୂଆଦିଲ୍ଲୀ,୧୦ା୧: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ରୀଛାତ୍ର, ଶିକ୍ଷକ ଓ ସାମାଜିକ କର୍ମୀମାନେ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ...

ବିହାର: ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଲେ ଅମୁହାଁ ଗୁଳି ଚାଳନା କରୁଥିବା ହୋମଗାର୍ଡ

ମୁଙ୍ଗର,୧୨।୧: ପୋଲିସ ଏନକାଉଣ୍ଟରେ ଜଣେ ୫୨ ବର୍ଷୀୟ ହୋମଗାର୍ଡ ପ୍ରାଣ ହରାଇଛନ୍ତି। ଅମୁହାଁ ବହୁ ରାଉଣ୍ଡ ଗୁଳି ଚଳାନା ଯୋଗୁ ପୋଲିସ ପ୍ରଥମେ ତାଙ୍କୁ ମାଓବାଦୀ...

ଉତ୍ତରପ୍ରଦେଶ ସମେତ ଏହି ୫ ରାଜ୍ୟର ନିର୍ବାଚନରେ ଭାଜପା ଖର୍ଚ୍ଚ କରିଛି ୩୪୦ କୋଟି

ନୂଆଦିଲ୍ଲୀ,୨୨।୯: ଚଳିତ ବର୍ଷ ଆରମ୍ଭରେ ହୋଇଥିବା ୫ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପା ୩୪୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏହି ରାଜ୍ୟଗୁଡ଼ିକରେ...

ପୁଣି ଛାନିଆ କଲାଣି କରୋନା: ଦିନକରେ ୫୯,୧୧୮ ସଂକ୍ରମିତ,୨୫୭ ମୃତ

ନୂଆଦିଲ୍ଲୀ,୨୬।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା...

ଖାଲକୁ ଖସିଲା ବସ୍‌: ଚାଲିଗଲା ୨୨ ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍‌,୫।୬: ଉତ୍ତରାଖଣ୍ଡରେ ରବିବାର ଏକ ବଡ଼ ବସ୍‌ ଦୁର୍ଘଟଣା ଘଟିଛି। ଯମୁନୋତ୍ରୀ ଯାଉଥିବା ଏକ ବସ୍‌ ଖାଲରେ ଖସି ପଡ଼ିଛି। ଏଥିରେ ୨୨ ଜଣଙ୍କର ମୃତ୍ୟୁ...

Advertisement
Archives

Model This Week