ଜାତୀୟ

ଡିସେମ୍ବର ୧୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୁପେନ୍ଦ୍ର ପଟେଲ, ଯୋଗଦେବେ ମୋଦି

ଅହମ୍ମଦାବାଦ,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ରେକର୍ଡ ବିଜୟ ହାସଲ କରିଛି। ୧୮୨ ଆସନ ବିଷିଷ୍ଟ ବିଧାନସଭାରେ ଭାଜପା ୧୫୬ଟି ଆସନରେ କଂଗ୍ରେସ ୧୭, ଏଏପି ୫ ଏବଂ ଅନ୍ୟାନ୍ୟ ୪ ଆସନରେ ବିଜୟୀ ହୋଇଛନ୍ତି । ଦଳର ବିଜୟ ପରେ…

ଗୁଜରାଟରେ କଂଗ୍ରେସର ଶୋଚନୀୟ ପରାଜୟ: ଇସ୍ତଫା ଦେଲେ ପ୍ରଭାରୀ

ଅହମ୍ମଦାବାଦ୍‌,୮।୧୨: ଗୁଜରାଟରେ ଶୋଚନୀୟ ପରାଜୟର ପରେ ଗୁଜରାଟ କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ରଘୁ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଥିଲେ। ଗୁଜରାଟ ଦାୟିତ୍ୱରେ ଥିବା ରଘୁ ଶର୍ମା…

ଜନାଦେଶକୁ ସ୍ବୀକାର କରି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ଶିମ୍‌ଲା,୮।୧୨: ହିମାଚଳ ପ୍ରଦେଶରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ପରେ କଂଗ୍ରେସ ଏକ ବୃହତ ଅଗ୍ରଣୀ ବଜାୟ ରଖିଛି। ଟ୍ରେଣ୍ଡରେ ଭାଜପା ୨୫ଟି ଆସନ ଏବଂ କଂଗ୍ରେସ ୪୦ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ…

‘ମୁଁ ପ୍ରଚାରକୁ ଯାଇନାହିଁ, ପରାଜୟ ବିଷୟରେ କହିପାରିବି ନାହିଁ’

ଅହମ୍ମଦାବାଦ,୮।୧୨: ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ବହୁମତରେ ଭାଜପା ଗୁଜରାଟରେ ସରକାର ଗଠନ କରିବାକୁ ଯାଉଛି। ଏଠାରେ ଭାଜପା ନିଜର ୨୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ଏହି ନିର୍ବାଚନରେ କଂଗ୍ରେସର ଅବସ୍ଥା ଖରାପ ରହିଛି। କଂଗ୍ରେସ…

ଦାଦା-ପୁତୁରା ଏକାଠି: ସମାଜବାଦୀ ପାର୍ଟିରେ ବିଲୟ ହେଲା ଶିବପାଲଙ୍କ ଦଳ

ଲକ୍ଷ୍ନୌ,୮।୧୨: ମୈନପୁରୀ ଉପନିର୍ବାଚନର ଅନ୍ତିମ ଫଳାଫଳ ପୂର୍ବରୁ ୟୁପି ରାଜନୀତିରେ ଏକ ବଡ ମୋଡ଼ ଆସିଛି। ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି ବର୍ତ୍ତମାନ ସମାଜବାଦୀ ପାର୍ଟିରେ ବିଲୟ ହୋଇଯାଇଛି। ଏହି ସମୟରେ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ସିଂ…

ମୁସଲମାନ-ଗ୍ରାମୀଣ-ଦଳିତଙ୍କ ଭୋଟ ହାତେଇଲା ଭାଜପା: ଭାଙ୍ଗିପାରେ କଂଗ୍ରେସର ୧୯୮୫ର ରେକର୍ଡ…

ନୂଆଦିଲ୍ଲୀ,୮।୧୨ : ଗୁଜରାଟରେ ପୁଣି ଥରେ ଶାସକ ଭାଜପା କ୍ଷମତାକୁ ଫେରିଛି। ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ଭାଜପା ୧୫୫ ଆସନ ମୁହାଁ ହୋଇଛି। ଯଦି ଏହି ଧାରା ଜାରି ରହେ ତେବେ ଭାଜପା ଏପର୍ଯ୍ୟନ୍ତ କଂଗ୍ରେସର ସବୁଠୁ ବଡ…

ଓଲଟିଲା ଟ୍ରାକ୍ଟର :୬ ମୃତ, ୨୦ ଆହତ

ଅମରାବତୀ,୮।୧୨: ଆନ୍ଧ୍ରପ୍ରଦେଶ ଚିତ୍ତୋର ପୁଥାଲାପାଟ୍ଟୁ ମଣ୍ଡଳର ଲକ୍ଷ୍ମାୟା ଗ୍ରାମରେ ଗୁରୁବାର ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିଛି। ଏଥିରେ ଦୁଇ ବର୍ଷର ବାଳିକା ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।…

ହିମାଚଳ ପ୍ରଦେଶ ନିର୍ବାଚନ: ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଜିତିଲେ…

ଶିମଲା,୮।୧୨ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ୬୮ ବିଧାନସଭା ଆସନ ମଧ୍ୟରୁ ଭାଜପା ୨୭ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୮ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୪ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟରେ ଭାଜପା…

ଡିସେମ୍ବର ୧୦ ଅବା ୧୧ରେ ହୋଇପାରେ ଗୁଜରାଟରେ ଶପଥ ଗ୍ରହଣ…

ଅହମଦାବାଦ,୮।୧୨ : ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ୧୮୨ ବିଧାନସଭା ଆସନ ମଧ୍ୟରୁ ୧୫୩ରେ ଭାଜପା ଆଗୁଆ ରହିଛି। ସେହିପରି ୨୦ ରେ କଂଗ୍ରେସ ଏବଂ ଏଏପି ୬ରେ ଆଗୁଆ ରହିଛି। ଅପରପକ୍ଷରେ ଅନ୍ୟାନ୍ୟ ୩ ଆସନରେ ଆଗୁଆ ରହିଛନ୍ତି।…

ହିମାଚଳ ପ୍ରଦେଶରେ କଂଗ୍ରେସକୁ ଘାରିଛି ଅପରେଶନ ଲୋଟସ ଭୟ, ବିଧାୟକ ଯିବେ ରାଜସ୍ଥାନ…

ଶିମଲା,୮।୧୨ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ୬୮ ବିଧାନସଭା ଆସନ ମଧ୍ୟରୁ ଭାଜପା ୨୭ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୮ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୪ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟରେ ଭାଜପା…

ହିମାଚଳ ପ୍ରଦେଶରେ ଘୋଡା ବେପାରକୁ ନେଇ କଂଗ୍ରେସ ଭୟଭୀତ: ବିଧାୟକଙ୍କୁ କରାଯାଇପାରେ ଶିଫ୍ଟ

ଶିମ୍‌ଲା,୮।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ରାଜ୍ୟରେ ୬୮ଟି ଆସନ ମଧ୍ୟରୁ କଂଗ୍ରେସ ଏବେ ୩୮ଟିରେ ଆଗୁଆ ଥିବାବେଳେ ଭାଜପା ୨୭ ଏବଂ ଅନ୍ୟାନ୍ୟ ୩ ଆସନରେ ଆଗୁଆ ଅଛନ୍ତି। ତେବେ କଡା ପ୍ରତିଯୋଗିତା ମଧ୍ୟରେ…

ଉପ-ନିର୍ବାଚନରେ ଭାଜପା ପଛୁଆ…

ନୂଆଦିଲ୍ଲୀ,୮।୧୨ : ଦେଶର ପାଞ୍ଚଟି ରାଜ୍ୟରେ ୬ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନର ଭୋଟ ଗଣନା ଜାରି ରହିଛି। ଉତ୍ତରପ୍ରଦେଶରା ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନରେ ଫଳାଫଳରେ ଭାଜପା ପଛୁଆ ରହିଛି। ସେହିପରି ବିଧାନସଭା ଉପନିର୍ବାଚନରେ ବିହାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?