ଜାତୀୟ

ଦେଶରେ ଆଜି ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୬।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…

ଆରଜେଡିରେ ବିଲୟ ହୋଇଯିବ କି ଜେଡିୟୁ: ନୀତୀଶ ଦେଲେ ଉତ୍ତର

ପାଟନା,୧୬।୧୨: ବିହାରର ରାଜନୈତିକ ସର୍କଲରେ ଗତ କିଛି ଦିନ ହେବ ନୀତୀଶ କୁମାର ତାଙ୍କ ଦଳ ଜେଡିୟୁକୁ ଆରଜେଡି ସହିତ ମିଶ୍ରଣ କରିବେ ବୋଲି ବହୁ ଚର୍ଚ୍ଚା ହେଉଛି। ଏହାର ଅର୍ଥ ଉଭୟ ଦଳ ଜେଡିୟୁ ଏବଂ ଆରଜେଡି ଏକ ହୋଇଯିବେ।…

ଜାନୁୟାରୀ ୨୪ରୁ ଜେଇଇ ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ,୧୬।୧୨: ୨୦୨୩-୨୪ ଶିକ୍ଷା ବର୍ଷର ଜେଇଇ ମେନ୍‌ ପରୀକ୍ଷା ପାଇଁ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜାନୁୟାରୀରେ ଜେଇଇ ମେନ୍‌ ସେସନ-୧ ଏବଂ ଏପ୍ରିଲରେ ଜେଇଇ ମେନ୍‌ ସେସନ-୨ ପରୀକ୍ଷା ହେବ। ତେବେ ସେସନ-୧ ପରୀକ୍ଷା ଜାନୁୟାରୀ ୨୪ରୁ ଆରମ୍ଭ…

ଯବାନଙ୍କ ଗୁଳିରେ ଟଳିପଡିଲେ ୨ ନାଗରିକ

ଶ୍ରୀନଗର,୧୬।୧୨: ଜମ୍ମୁ ଡିଭିଜନର ରାଜୋରି ଜିଲାରେ ଯବାନଙ୍କ ଗୁଳିରେ ଶୁକ୍ରବାର ୨ ନାଗରିକ ଟଳିପଡିଛନ୍ତି। ସେନା ଶିବିର ନିକଟରେ ସନ୍ଦେହଜନକ ଗତିବିଧି ଦେଖି ଯବାନ ଗୁଳି କରିିଥିଲେ। ଏଥିରେ ଶାଲିନ୍ଦର କୁମାର ଏବଂ କମଲ କିଶୋର ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା…

କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ପୂରଣ ହେଲା ୧୦୦ ଦିନ, ଜୟପୁରରେ ପ୍ରେସ କନଫରେନ୍ସ କରିବେ ରାହୁଲ

ନୂଆଦିଲ୍ଲୀ,୧୬ ।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ୧୬ ଡିସେମ୍ବର ଅର୍ଥାତ୍ ଶୁକ୍ରବାର ୧୦୦ ଦିନ ପୂରଣ ହୋଇଛି । ଏହାରି ଭିତରେ ରାହୁଲ ଗାନ୍ଧୀ ୨୮୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସାରିଲେଣି । ଭାରତ ଯୋଡୋ ଯାତ୍ରା…

ଘାସ କାଟିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି। ପଦଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୌସାସ୍ଥିତ ୟତ୍ର ମାର୍ଗ ନିକଟରେ ଥିବା ଏକ କୃଷକଙ୍କ ଘରେ କିଛି ସମୟ ଅଟକି ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଏକ…

ମା’ ଗର୍ଭ ପରିବର୍ତ୍ତେ ଏବେ କାରଖାନାରେ ଜନ୍ମ ହେବେ ସନ୍ତାନ, ଇଚ୍ଛା ଅନୁଯାୟୀ ବଦଳା ଯାଇପାରିବ ଅଭ୍ୟାସ!

ନୂଆଦିଲ୍ଲୀ,୧୬ ।୧୨: ଭବିଷ୍ୟତରେ ମା’ ଗର୍ଭ ପରିବର୍ତ୍ତେ ମାନବ ସନ୍ତାନ କାରଖାନା ବା ଫ୍ୟାକ୍ଟ୍ରିରେ ଜନ୍ମନେବେ । ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିମାନଙ୍କ ଏହି ନୂତନ ଆବିଷ୍କାର ସମସ୍ତଙ୍କୁ ଚମକାଇ ଦେଇଛି । ଆକ୍ଟୋଲାଇଫ ନାମକ ଏକ କମ୍ପାନୀ ସେହିଭଳି ମହିଳା ପୁରୁଷଙ୍କୁ…

କଂଗ୍ରେସ ପାଇଁ ପରୀକ୍ଷା

ଗୁଆହାଟୀ,୧୬।୧୨:ଉତ୍ତରପୂର୍ବାଞ୍ଚଳର ୩ ରାଜ୍ୟ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବାକୁ ହେଲେ ବହୁତ କିଛି କରିବାକୁ ପଡ଼ିବ। ଏକଦା ଏହି ଦଳ ସମଗ୍ର ଉତ୍ତରପୂର୍ବାଞ୍ଚଳରେ କ୍ଷମତାରେ ଥିଲା। ୨୦୧୪ରେ ଭାଜପା କ୍ଷମତାକୁ ଆସିବା ପରେ କଂଗ୍ରେସ ହାତରୁ…

ଭଡ଼ାଟିଆଙ୍କୁ ୩ ଖଣ୍ଡ

ଗାଜିଆବାଦ୍‌, ୧୫।୧୨: ଉତ୍ତର ପ୍ରଦେଶ ଗାଜିଆବାଦ୍‌ ଜିଲା ମୋଦିନଗରରେ ଭଡ଼ାଟିଆ ଅଙ୍କିତ ଖୋକାରଙ୍କୁ ହତ୍ୟା ଅଭିଯୋଗରେ ଘରମାଲିକ ଉମେଶ ଶର୍ମାଙ୍କୁ ପୋଲିସ ଗିରଫ କରିଛି। କିଛିଦିନ ପୂର୍ବେ ଅଙ୍କିତ ପୈତୃକ ସମ୍ପତ୍ତିକୁ କୋଟିଏ ଟଙ୍କାରେ ବିକ୍ରି କରିଥିଲେ। ଟଙ୍କା ଲୋଭରେ ଘର…

ଆଜୀବନ ବନ୍ଦୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୨:୨୦୦୨ରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଜଣେ ବନ୍ଦୀଙ୍କୁ ସୁପ୍ରିମକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ସେ ୧୭ ବର୍ଷ ହେଲା ଜେଲରେ ଥିଲେ। ଫାରୁକ୍‌ ନାମକ ଉକ୍ତ ଅପରାଧୀ ଦୀର୍ଘ ସମୟ ଜେଲରେ କାଟିସାରିଥିବାରୁ ଏହାକୁ…

ଜଙ୍ଗଲରୁ ମିଳିଥିବା ଅସ୍ଥି ଶ୍ରଦ୍ଧାଙ୍କର

ନୂଆଦିଲ୍ଲୀ, ୧୬।୧୨:ଦିଲ୍ଲୀ ମେହରୁଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧା ଓ୍ବାଲକରଙ୍କର ବୋଲି ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି। ଫ୍ଲାଟରୁ ମିଳିଥିବା ରକ୍ତ ଦାଗ ମଧ୍ୟ ଶ୍ରଦ୍ଧାଙ୍କର। ବାପା ବିକାଶ ଓ୍ବାଲକରଙ୍କ ଡିଏନ୍‌ଏ ସହିତ ପୋଲିସ ହସ୍ତଗତ କରିଥିବା ସମସ୍ତ ନମୁନାର ଡିଏନ୍‌ଏ…

ସୀମାରେ ସମରାଭ୍ୟାସ

ନୂଆଦିଲ୍ଲୀ,୧୬।୧୨(ପି.ଟି.):ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୀମାକୁ ନେଇ ଚାଇନା ସହ ସାନି ଉତ୍ତେଜନା ଦେଖାଦେଇଥିବାବେଳେ ଭାରତୀୟ ବାୟୁସେନା ଗୁରୁବାର ଉତ୍ତରପୂର୍ବାଞ୍ଚଳରେ ମେଗା ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏହି ଦୁଇଦିନିଆ ସମରାଭ୍ୟାସରେ ବାୟୁସେନାର ସମସ୍ତ ଆଗଧାଡ଼ିର ଯୁଦ୍ଧବିମାନ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?