ଜାତୀୟ

ମୋଦିଙ୍କ ସହ ଫୋନ୍‌ରେ କଥା ହେଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୧୬।୧୨: ୟୁକ୍ରେନ୍‌ ଉପରେ ଜାରି ରଖିଥିବା ଆକ୍ରମଣ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଏହି ସମୟରେ ପୁଟିନ୍‌ ମୋଦିଙ୍କ ସହ ୟୁକ୍ରେନରେ ଚାଲିଥିବା ବିବାଦ ବିଷୟରେ ଆଲୋଚନା କରିଥିବା…

ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ: କମ୍ପାନୀ ଅଧିକାରୀଙ୍କ ଦାବି ଭୁଲରେ ଭାରତର କଫ ସିରପର ନାଁ ଯୋଡିଥିଲା ଡବ୍ଲୁଏଚଓ

ନୂଆଦିଲ୍ଲୀ/ବନଜୁଲ,୧୬ ।୧୨: ୱେଷ୍ଟ ଆଫ୍ରିକା ଦେଶ ଗାମ୍ବିଆରେ ହୋଇଥିବା ୬୬ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ ସିରଫ ଦାୟୀ ବୋଲି ପ୍ରଥମେ ଅଭିଯୋଗ ଆଣିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) । ଏବେ ମେଡେନ ଫାର୍ମାର କଫ ଔଷଧର ଗୁଣବତ୍ତା…

ପ୍ରଥମ ମହଲାରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଫିଙ୍ଗିଦେଲେ ଶିକ୍ଷୟିତ୍ରୀ

ଦିଲ୍ଲୀ,୧୬।୧୨: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ଅଧୀନ ମଡେଲ ବସ୍ତିରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏକ ଅଘଟଣ ଘଟିଛି। କାର୍ଯ୍ୟରତ ଶିକ୍ଷୟିତ୍ରୀ ଜଣକ ପ୍ରଥମ ମହଲାରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ…

ତ୍ୱଓ୍ବାଙ୍ଗ ସଂଘର୍ଷ ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ଇର୍ଷ୍ଟନ କମାଣ୍ଡରର ମୁଖ୍ୟ

କୋଲକାତା,୧୬।୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଇର୍ଷ୍ଟନ କମାଣ୍ଡରର ମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଆର.ପି କଲିତାଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଶୁକ୍ରବାର ବିଜୟ ଦିବସର ୫୧ତମ ବାର୍ଷିକୀ ଅବସରରେ କୋଲକାତାରେ ପୁଷ୍ପମାଲ୍ୟ ଅର୍ପଣ…

ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଢିଲା ଅଭିନେତ୍ରୀ ରକୁଲ ପ୍ରୀତଙ୍କ ଅଡୁଆ, ଇଡି ପଠାଇଲା ସମନ

ମୁମ୍ବାଇ,୧୬ ।୧୨: ଟଲିଉଡ ଡ୍ରଗ୍ସ ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କର ଅଡୁଆ ବଢିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଛି । ଏହା ପୂର୍ବରୁ ଇଡି ପକ୍ଷରୁ ଆଉ କେତେଜଣ ତେଲଗୁ…

ସନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ,୧୬।୧୨: ଆଜି ବସିବ କ୍ୟାବିନେଟ୍‌ ବୈଠକ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ନଭେମ୍ବର ୨ରେ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ଇଟାନଗର ହୋଲୋଙ୍ଗିଠାରେ ଥିବା ଗ୍ରୀନଫିଲ୍ଡ ବିମାନବନ୍ଦରର ନାମ ‘ଡୋନି ପୋଲ’ ନାମରେ…

୮ ବର୍ଷର ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଭାଜପା

ରାୟପୁର,୧୬।୧୨: ଛତିଶଗଡ଼ ରାୟପୁରରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସ୍ଥାନୀୟ ପୋଲିସ ୧୪ ବର୍ଷୀୟ ବାଳକଙ୍କୁ ଗିରଫ କରିଛି। ପୀଡ଼ିତା ଓ ନାବାଳକ ଗୋଟିଏ ବିଲ୍ଡିଂରେ ରହୁଥିଲେ। ଗତ ୭ ତାରିଖରେ ନାବାଳିକାଙ୍କ ପରିବାର ଲୋକେ ଝିଅ ନିଖୋଜ ଥିବା…

ଆରମ୍ଭ ହେଲା ଭାରତ-ନେପାଳ ସମରାଭ୍ୟାସ ‘ସୂର୍ଯ୍ୟକିରଣ’

ନୂଆଦିଲ୍ଲୀ,୧୬।୧୨: ନେପାଳର ଆର୍ମି ବ୍ୟାଟେଲ ସ୍କୁଲରେ ଭାରତ-ନେପାଳ ସେନା ପକ୍ଷରୁ ଶୁକ୍ରବାର ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ‘ସୂର୍ଯ୍ୟକିରଣ’ । ଏହା ଦୁଇ ଦେଶ ମଧ୍ୟରେ ୧୬ତମ ଜଏଣ୍ଟ ମିଲିଟାରି ଟ୍ରେନିଂ ଏକ୍ସରସାଇଜ୍‌। ଏହାଦ୍ୱାରା ଭାରତ-ନେପାଳ ସେନାର ପାରସ୍ପରିକ କାର୍ଯ୍ୟଦକ୍ଷତାର ବିକାଶ…

‘ମଦ୍ୟପାନ କରିବା ପରେ ଯଦି କାହାର ମୃତ୍ୟୁ ହୁଏ ସରକାର କ୍ଷତିପୂରଣ ଦେବେ ନାହିଁ’

ପାଟନା,୧୬।୧୨: ବିହାରର ଛପରା ଜିଲାରେ ବିଷାକ୍ତ ମଦ ପିଇ ୫୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଅଧିବେଶନରେ କହିଛନ୍ତି ଯେ, ବିହାରରେ ମଦ୍ୟପାନ କରିବା ପରେ ଯଦି…

ବିହାରର ସାରନ ପରେ ଏବେ ସିଓ୍ବାନରେ ବିଷାକ୍ତ ମଦ ନେଲା ଜୀବନ

ପାଟନା,୧୬।୧୨: ବିହାରର ସାରନ ପରେ ଏବେ ସିଓ୍ବାନ ଜିଲାରେ ମଧ୍ୟ ବିଷାକ୍ତ ମଦ ଯୋଗୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ସିଓ୍ବାନର ଭଗବାନପୁରରେ ବିଷାକ୍ତ ମଦ ପିଇ ୫ଜଣଙ୍କ ମୃତ୍ୟୁ ଘଟିଛି। ଉକ୍ତ ଘଟଣା ଏହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ…

ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ୪ ମହିଳା କନ୍‌ଷ୍ଟେବଳ ନିଲମ୍ବିତ

ଅଯୋଧ୍ୟା,୧୬।୧୨: ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ଉତ୍ତରପ୍ରଦେଶର ୪ ଜଣ ମହିଳା କନ୍‌ଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ତେବେ ସେହି ୪ ଜଣ ମହିଳା କନ୍‌ଷ୍ଟେବଳ ରାମ ଜନ୍ମଭୂମିର ସୁରକ୍ଷା ଦାୟିିତ୍ୱରେ ଥିଲେ। ଏକ ଭୋଜପୁରୀ ଗୀତରେ ନାଚୁଥିବା ଭିଡିଓ ପରେ…

ନାତୁଣୀ ବାହାଘରରେ ନାଚୁଥିବାବେଳେ ହୃଦ୍‌ଘାତରେ ଆଖିବୁଜିଲେ ଜେଜେ ମା’

ଭୋପାଳ,୧୬।୧୨: ମଧ୍ୟପ୍ରଦେଶ ସେଓନିର ବାନ୍ଦୋଲ ପୋଲିସ ଷ୍ଟେଶନ ଅଧୀନରେ ଥିବା ବଖରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀ ବାହାଘରରେ ନାଚୁଥିବାବେଳେ ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି ଜେଜେ ମା’। ହଲଦୀ ସଙ୍ଗୀତ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି। ବାନ୍ଦୋଲ ପୋଲିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?