ଜାତୀୟ

ପ୍ରେମିକାଙ୍କୁ ହତ୍ୟା କଲେ ଲିଭ୍‌-ଇନ୍‌-ପାର୍ଟନର

ଥିରୁଭାନନ୍ତପୁରମ୍‌,୧୫ା୧୨: କେରଳରେ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି। ଏହି ମାମଲା ସମ୍ପର୍କରେ ପୋଲିସ କହିଛି, ଗୁରୁବାର ସକାଳେ ଓ୍ବାଝାଲିଆ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ୪୭ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭ୍‌-ଇନ୍‌-ପାର୍ଟନର ହତ୍ୟା କରିଛନ୍ତି। ସିନ୍ଧୁ ନାମକ ମୃତା…

ମୁଖତାର ଅଂସାରିଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୧୦ ବର୍ଷ ଜେଲ

ଗାଜିପୁର,୧୫ ।୧୨; ମଉର ପୂର୍ବତନ ବିଧାୟକ ଓ ମାଫିଆ ମୁଖତାର ଅଂସାରିଙ୍କୁ ଗୁରୁବାର କୋର୍ଟ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୁର୍ବତନ ବିଧାୟକଙ୍କୁ ଏହି ସଜା ଗାଜିପୁରର ଏମପି-ଏମଏଲଏ କୋର୍ଟ ଶୁଣାଇଛନ୍ତି । କୋର୍ଟରେ ଗୁରୁବାର ଗ୍ୟାଙ୍ଗଷ୍ଟର…

ନବ ବିବାହିତ ଯୋଡିଙ୍କୁ ରୋଜଗାର ଦେବେ ସରକାର

ଲକ୍ଷ୍ନୌ,୧୫ ।୧୨: ଉତ୍ତର ପ୍ରଦେଶର ପରିବହନ ରାଜ୍ୟମନ୍ତ୍ରୀ ଦୟାଶଙ୍କର ସିଂ କହିଛନ୍ତି ରାଜ୍ୟ ସରକାର ନବ ବିବାହିତ ଯୋଡିଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ଚାକିରି ଓ ରୋଜଗାର ଯୋଗାଇ ଦେବେ । ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂ ବୁଧବାର ବଲିୟା ଜିଲାର…

୬ ବର୍ଷରେ ବିହାରରେ ୨୦୨ ବିଷାକ୍ତ ମଦ୍ୟପାନ ମୃତ୍ୟୁ, ଦେଶରେ ୬,୧୭୨…

ନୂଆଦିଲ୍ଲୀ,୧୫।୧୨ : ବିହାରର ଛପରା ଜିଲାରେ ବିଷାକ୍ତ ମଦ୍ୟପାନ କରି ୩୯ ଜଣଙ୍କର ମୃତ୍ୟୁ ଘଟିଛି। ମଦ ମୃତ୍ୟୁକୁ ନେଇ ବିରୋଧୀ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରାଯାଉଛି। ୨୦୧୬ ଠାରୁ ବିହାରରେ ମଦ ନିଷେଧ ଆଇନ…

ଶିବସେନା ନିର୍ବାଚନୀ ଚିହ୍ନ ଧନୁତୀର ଫ୍ରିଜ ମାମଲା, ଫଇସଲା ସଂରକ୍ଷିତ ରଖିଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧୫।୧୨ : ଶିବସେନାର ନିର୍ବାଚନୀ ଚିହ୍ନ, ଧନୁ ତୀରକୁ ଫ୍ରିଜ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପ୍ରସଙ୍ଗରେ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ହୋଇଥିଲା। ଶୁଣାଣି ପରେ ଦିଲ୍ଲୀ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଦଳର ଆବେଦନ…

୨୫୦୦ ବର୍ଷ ସଂସ୍କୃତ ବ୍ୟାକରଣର ସମାଧାନ କଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ,୧୫ା୧୨: ୨୫୦୦ ବର୍ଷ ପୁରୁଣା ସଂସ୍କୃତ ବ୍ୟାକରଣର ସମାଧାନ କରି ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ଯୁବଛାତ୍ର। ଏହି ଛାତ୍ରଙ୍କ ନାମ ଋଷି ରାଜପୁତ(୨୭)। ସେ କ୍ରେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପିଏଚ୍‌ଡି ଛାତ୍ର। ପ୍ରାଚୀନ ସଂସ୍କୃତ ଭାଷାର ମାଷ୍ଟର ପାନିନିଙ୍କ ଦ୍ୱାରା ଦିଆଯାଇଥିବା ଏକ…

ବିରୋଧ ସତ୍ତ୍ୱେ ଗୋଧରା କାଣ୍ଡ ଦୋଷୀଙ୍କୁ ସୁପ୍ରିମ୍‌କୋର୍ଟରେ ଜାମିନ…

ନୂଆଦିଲ୍ଲୀ,୧୫।୧୨ : ବିରୋଧ ସତ୍ତ୍ୱେ ଗୁଜରାଟରେ ୨୦୦୨ରେ ଘଟିଥିବା ଗୋଧରା କାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଫାରୁକଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହାକୁ ଗୁଜରାଟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଉଥିଲା। ତେବେ ଶୀର୍ଷକୋର୍ଟ କହିଛନ୍ତି ଯେ, ୨୦୦୪ରୁ ଫାରୁକ ଜେଲରେ…

ଲାଞ୍ଚ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ ପାଇଁ ପ୍ରତ୍ୟକ୍ଷ ସାକ୍ଷ୍ୟ ଜରୁରୀ ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୫।୧୨ : ସୁପ୍ରିମକୋର୍ଟ କହିଛନ୍ତି ଯେ ଲାଞ୍ଚ ନେବା ଘଟଣାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ କିମ୍ବା ଅଭିଯୋଗକାରୀ ମରିଯାଇଥିଲେ ମଧ୍ୟ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରା ଯାଇ ପାରିବ। ଏନେଇ ପ୍ରତ୍ୟକ୍ଷ ସାକ୍ଷ୍ୟ ଜରୁରୀ…

ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ କରିବା ପଡିଲା ମହଙ୍ଗା, ଚାଳିଗଲା ୩ ଜୀବନ

ଗାଜିଆବାଦ୍‌,୧୫।୧୨: ଗାଜିଆବାଦର ମସୁରୀ ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ ପ୍ରସ୍ତୁତ କରୁଥିବାବେଳେ ୩ ଜଣଙ୍କ ଜୀବନ ଚାଲିଯାଇଛି। ଏଥିରେ ଜଣେ ମହିଳା ଏବଂ ଦୁଇଜଣ ପୁରୁଷ ସାମିଲ ଅଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ଚାଇନା ସୈନ୍ୟ ଗଳିର ଗୁଣ୍ଡା ପରି ଆଚରଣ ପ୍ରଦର୍ଶନ କରୁଛନ୍ତି: ପୂର୍ବତନ ସେନା ମୁଖ୍ୟ…

ନୂଆଦିଲ୍ଲୀ,୧୫।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ସହ ହୋଇଥିବା ଚାଇନା ସୈନ୍ୟଙ୍କ ସଂଘର୍ଷ ନେଇ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଚାଇନା ସୈନ୍ୟ ଗଳିର ଗୁଣ୍ଡାପରି ଆଚରଣ ପ୍ରଦର୍ଶନ କରୁଛନ୍ତି।…

ଗ୍ୟାଙ୍ଗଷ୍ଟର ବିକାଶ ଲାଗରପୁରିଆ ଗିରଫ

ନୂଆଦିଲ୍ଲୀ,୧୫।୧୨: ଗୁରୁଗ୍ରାମ ହରିୟାଣା ପୋଲିସ ଗ୍ୟାଙ୍ଗଷ୍ଟର ବିକାଶ ଲାଗରପୁରିଆଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରିଛି। ବିକାଶ ଲାଗାରପୁରିଆ ଉତ୍ତର ଭାରତର ଏକ ବହୁତ ବଡ ଗ୍ୟାଙ୍ଗଷ୍ଟର। ସେ ଦୁବାଇରେ ଥିଲେ। ତାଙ୍କୁ ଭାରତ ଅଣାଯିବା ପରେ ହରିୟାଣା ପୋଲିସର ସ୍ବତନ୍ତ୍ର ଟାସ୍କ…

ବିଷାକ୍ତ ମଦମୃତ୍ୟୁ ପରେ ନୀତୀଶଙ୍କ ମନ୍ତବ୍ୟ: ଯିଏ ପିଇବ ସେ ମରିବ…

ପାଟନା,୧୫।୧୨ : ବିହାରରେ ମଦ ନିଷେଧାଦେଶ ଲାଗୁ ହୋଇଛି। କିନ୍ତୁ ରାଜ୍ୟରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁକୁ ନେଇ ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ବିଧାନସଭାର ଶୀତ ଅଧିବେଶନରେ ଭାଜାପ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରଙ୍କୁ ଘେରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?