ଜାତୀୟ

ମହିଳା ଶୋଭାଯାତ୍ରାର ନେତୃତ୍ୱ ନେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୧୨(ଆଇଏଏନ୍‌ଏସ୍‌): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବେ ରାଜସ୍ଥାନରେ ପହଞ୍ଚତ୍ଛି। ସମସ୍ତ ରାଜ୍ୟ ରାଜଧାନୀରେ ମହିଳା ଶୋଭାଯାତ୍ରା କରିବା ଲାଗି ଦଳ ଯୋଜନା କରିଛି। ଏଥିରେ ମହିଳାଙ୍କ ପାଇଁ ଦଳର ଇସ୍ତାହାର ସମ୍ପର୍କରେ ଘୋଷଣା କରାଯିବ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା…

ତୃତୀୟ ନୁହେଁ ମୁଖ୍ୟ ସାମ୍ମୁଖ୍ୟ ଗଢ଼ାହେବ: ନୀତୀଶ

ପାଟନା,୧୨।୧୨: ୨୦୨୪ ଲୋକ ସଭା ନିର୍ବାଚନ ଲାଗି ତୃତୀୟ ସାମ୍ମୁଖ୍ୟ ନୁହେଁ, ମୁଖ୍ୟ ସାମ୍ମୁଖ୍ୟ ଗଢ଼ାହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ରବିବାର କହିଛନ୍ତି। ଦଳୀୟ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ନୀତୀଶ…

ମେଟ୍ରୋରେ ମୋଦି

ମୁମ୍ବାଇ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାରାଷ୍ଟ୍ରରେ ଦେଶର ଷଷ୍ଠ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍‌ ଉଦ୍‌ଘାଟନ କରିଛନ୍ତି। ଏହି ଟ୍ରେନ୍‌ ନାଗପୁରରୁ ବିଳାସପୁର ଅଭିମୁଖେ ଯାତ୍ରା କରିବ। ଏ ଅବସରରେ ମୋଦି ନିଜେ ଟିକେଟ କାଉଣ୍ଟରରୁ ଏକ ଟିକେଟ କିଣି…

ଜଷ୍ଟିସ୍‌ ଦୀପଙ୍କର ଦତ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୧୨।୧୨(ପି.ଟି.): ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କୁ ରବିବାର ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧୯୬୫ ଫେବୃୟାରୀ ୯ରେ ଜନ୍ମିତ…

ନେତାଙ୍କ ସୁରକ୍ଷାରେ ନିର୍ଭୟା ପାଣ୍ଠିର ଗାଡ଼ି

ମୁମ୍ବାଇ,୧୨।୧୨: ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବା ଲାଗି ନିର୍ଭୟା ପାଣ୍ଠି ଗଠନ କରାଯାଇଥିଲା। ଏହି ପାଣ୍ଠି ଅର୍ଥରେ ମୁମ୍ବାଇ ପୋଲିସ ଚଳିତ ବର୍ଷ କେତେକ ଗାଡ଼ି କିଣିଥିଲା। ଉକ୍ତ ଗାଡ଼ି ମହିଳାଙ୍କ ସୁରକ୍ଷାରେ ନ ଲାଗି ଏବେ ମୁଖ୍ୟମନ୍ତ୍ରୀ…

ଗୁଜରାଟର ୪୦ ବିଧାୟକଙ୍କ ନାଁରେ ଆପରାଧିକ ମାମଲା

ଅହମଦାବାଦ,୧୨।୧୨ : ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭାର ୪୦ ଜଣ ନବନିର୍ବାଚିତ ବିଧାୟକଙ୍କ ନାମରେ ଆପରାଧିକ ମାମଲା ରହିଛି। ସେମାନେ ନାମାଙ୍କନପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରୁ ଏହା ଜଣାପଡ଼ିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ଏବଂ ଗୁଜରାଟ…

ପ୍ରିଭେସି ସୁରକ୍ଷା ନେଇ ପ୍ରଶ୍ନ

ଜମ୍ମୁ/ନୂଆଦିଲ୍ଲୀ,୧୨ା୧୨ : ଜମ୍ମୁ-କଶ୍ମୀର ପ୍ରଶାସନ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ପରିବାରକୁ ନେଇ ଏକ ଯଥାର୍ଥ ଡେଟାବେସ୍‌ ପ୍ରସ୍ତୁତି ପାଇଁ ଯୋଜନା କରୁଛି। ତଦନୁଯାୟୀ ସବୁ ପରିବାରକୁ ଏକ ସ୍ବତନ୍ତ୍ର ଆଲ୍‌ଫା-ନ୍ୟୁମେରିକ୍‌ କୋଡ୍‌ ଥିବା ପରିଚୟପତ୍ର ପ୍ରଦାନ କରାଯିବ।…

ବାହାରିବ ମହିଳା ଶୋଭାଯାତ୍ରା: ନେତୃତ୍ୱ ନେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୧।୧୨: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ବିଭିନ୍ନ ରାଜ୍ୟ ଅତିକ୍ରମ କରି ଏବେ ରାଜସ୍ଥାନରେ ପହଞ୍ଚିଛି। ଏଭଳିସ୍ଥିତିରେ ସମସ୍ତ ରାଜ୍ୟର ରାଜଧାନୀରେ ମହିଳାମାନଙ୍କୁ ନେଇ ଏକ ଶୋଭାଯାତ୍ରା କରିବା ଲାଗି ଦଳ ଯୋଜନା କରିଛି। ୧୨ ତାରିଖରେ ଏହି ମହିଳା ଶୋଭାଯାତ୍ରା…

ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଜବରଦସ୍ତ ହସ୍ପିଟାଲକୁ ନେଲା ପୋଲିସ

ହାଇଦ୍ରାବାଦ,୧୧।୧୨: ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷ ଓ୍ବାଇ.ଏସ୍‌. ଶର୍ମିଲାଙ୍କୁ ରାଜ୍ୟବ୍ୟାପୀ ପଦଯାତ୍ରା ଲାଗି ଅନୁମତି ନ ମିଳିବା ପ୍ରତିବାଦରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ରବିବାର ପୋଲିସ ତାଙ୍କୁ ଜବରଦସ୍ତ ହସ୍ପିଟାଲକୁ ଉଠାଇନେଇଛି।…

୩ ଜାତୀୟ ଅନୁଷ୍ଠାନ ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ୩ଟି ଜାତୀୟ ଆୟୁଷ ଅନୁଷ୍ଠାନ ଉଦଘାଟନ କରିଛନ୍ତି। ଏଥିରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ) ମଧ୍ୟ ସାମିଲ ଅଛି। ଏଆଇଆଇଏରେ ସର୍ବାଧିକ ସୁବିଧା ରହିଛି।…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀଙ୍କ ଝିଅ ଘରେ ସିବିଆଇ ଟିମ୍‌

ହାଇଦ୍ରାବାଦ୍‌,୧୧।୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ (କେସିଆର) ଝିଅ କେ.କବିତାଙ୍କ ବାସଭବନରେ ରବିବାର ସିବିଆଇ ଟିମ୍‌ ପହଞ୍ଚି ତାଙ୍କୁ ପଚରାଉଚରା କରିଛି। ହାଇଦ୍ରାବାଦର ବଞ୍ଜାରା ଠାରେ ଥିବା କବିତାଙ୍କ ବାସଭବନରେ ତାଙ୍କୁ ସିବିଆଇ ଜେରା…

ଲଖିମପୁର ଖେରି ଘଟଣାର ମୁଖ୍ୟ ସାକ୍ଷୀଙ୍କୁ ଖଣ୍ଡାରେ ଆକ୍ରମଣ

ନୂଆଦିଲ୍ଲୀ,୧୧।୧୨: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ସାକ୍ଷୀ ପ୍ରବଜୋତ୍‌ ସିଂ ଏବଂ ତାଙ୍କ ସାନଭାଇ ସରଓ୍ବଜିତ୍‌ ସିଂଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଫଳରେ ପ୍ରବଜୋତ୍‌ ଓ ସରଓ୍ବଜିତ୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?