୫ ବିଧାୟକ- ଜଣେ ଏମ୍ପି ଶିନ୍ଦେ ଗୋଷ୍ଠୀଠାରୁ ଦୂରେଇଲେ…
ମୁମ୍ବାଇ,୨୬।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ସମର୍ଥକ ବିଧାୟକ ଏବଂ ଏମ୍ପିମାନଙ୍କ ସହ ଆସାମ ଗସ୍ତରେ ଅଛନ୍ତି। ଏଠାରେ ସେ ଗୁଆହାଟୀର କାମାକ୍ଷୀ ଦେବୀଙ୍କ ମନ୍ଦିର ପରିଦର୍ଶନ କରିବେ। ଶିନ୍ଦେଙ୍କ ଗୋଷ୍ଠୀର ବିଧାୟକ ଏବଂ ଏମ୍ପିମାନଙ୍କ ସହିତ ସ୍ବାଧୀନ…
ମ୍ୟାନମାର୍ର ରାଜନୈତିକ ସ୍ଥିତି ଏକ ଆହ୍ବାନ ସୃଷ୍ଟି କରୁଛି : ଜୟଶଙ୍କର…
ଇମ୍ପାଲ,୨୬।୧୧ : ବହିର୍ବ୍ୟାପର ମନ୍ତ୍ରୀ ଏସ. ଜୟଶଙ୍କର ଶନିବାର ମଣିପୁରର ରାଜଧାନୀ ଇମ୍ପାଲରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ବାହ୍ୟ ପ୍ରବେଶ ଦୃଷ୍ଟିରୁ ବାଂଲାଦେଶ ଏବଂ ମ୍ୟାନମାର ପ୍ରାସଙ୍ଗିକ ଅଟେ। ଜୟଶଙ୍କର କହିଛନ୍ତି, ଆମେ ବାଣିଜ୍ୟ ଏବଂ…
ନୌସେନାର ଶକ୍ତିରେ ବୃଦ୍ଧି, ସର୍ବେକ୍ଷଣ ଜାହାଜ ଇକ୍ଷକ ସାମିଲ…
ଚେନ୍ନାଇ,୨୬।୧୧ : ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ବାସ୍ତବରେ, ଚେନ୍ନାଇର କଟ୍ଟୁପାଲ୍ଲୀରେ ସର୍ବେକ୍ଷଣ ଜାହାଜ ଇକ୍ଷକକୁ ଶନିବାର ଫ୍ଲାଇଟ ଅଫିସର କମାଣ୍ଡିଂ-ଇନ-ଚିଫ, ସାଉଥ ନୌସେନା କମାଣ୍ଡର ଭାଇସ-ଆଡମିରାଲ ଏମ ହାମ୍ପିହୋଲିଙ୍କ ଉପସ୍ଥିତିରେ ନୌସେନାରେ ସାମିଲ କରାଯାଇଛି। ଭାରତୀୟ ନୌସେନା…
ନାଗାଲାଣ୍ଡକୁ ୨୦୦ କୋଟି ଜରିମାନା…
ନୂଆଦିଲ୍ଲୀ,୨୬।୧୧ : ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ନାଗାଲାଣ୍ଡ ଉପରେ ୨୦୦ କୋଟି ଟଙ୍କା ଜରିମାନା ଲାଗୁ କରିଛି। ପରିବେଶକୁ କ୍ଷତି ପହଞ୍ଚାଉଥିବା କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ନକରିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଛି। ଜଷ୍ଟିସ ଆଦର୍ଶ…
ଭାଜପାର ଘୋଷଣାପତ୍ର: ୨୦ ଲକ୍ଷ ନିଯୁକ୍ତି- ଝିଅଙ୍କୁ ମାଗଣା ସ୍କୁଟି…
ଅହମଦାବାଦ,୨୬।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ଘୋଷଣାପତ୍ର ପ୍ରକାଶ ପାଇଛି। ରାଜ୍ୟରେ ପ୍ରାୟ ତିନି ଦଶନ୍ଧି ଧରି ଶାସନ କରିଆସୁଥିବା ଭାରତୀୟ ଜନତା ପାର୍ଟି ଶନିବାର ଏହା ପ୍ରକାଶ କରିଛି। ସଙ୍କଳ୍ପପତ୍ରରେ ଭାଜପା ୪୦ ଟି ପ୍ରତିଶ୍ରୁତି ଦେଇଛି।…
ମହିଳାଙ୍କୁ ନେଇ ରାମଦେବଙ୍କ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା, ମଞ୍ଚରେ ଉପସ୍ଥିତ ଥିଲେ ଫଡନାଭିସଙ୍କ ସ୍ତ୍ରୀ…
ପୁଣେ,୨୬।୧୧ : ଯୋଗ ଗୁରୁ ବାବା ରାମଦେବ ମହିଳାଙ୍କ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ରର ପୁଣେରେ ଥିବା ଏକ ଯୋଗ ଶିବିରରେ ବାବା ରାମଦେବ କହିଛନ୍ତି ଯେ ମହିଳାମାନେ ଶାଢି, ସାଲୱାର ଏବଂ ଶୁଟରେ…
ପିଏସଏଲଭି-ସି-୫୪ର ସଫଳ ଉତ୍କ୍ଷେପଣ…
ଶ୍ରୀହରିକୋଟା,୨୬।୧୧ : ସମୁଦ୍ରର ବୈଜ୍ଞାନିକ ଅଧ୍ୟୟନ ଏବଂ ସାଇକ୍ଲୋନ ଉପରେ ନଜର ରଖିବା ପାଇଁ ଇସ୍ରୋ ଶନିବାର ତୃତୀୟ ପିଢିର ପିଏସଏଲଭି-ସି-୫୪ର ସଫଳ ଉତ୍କ୍ଷେପଣ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରକେଟ ପିଏସଏଲଭି-ସି-୫୪ର ଆଠଟି ନାନୋ ଉପଗ୍ରହକୁ ପୃଥିବୀର…
ରାହୁଲଙ୍କ ଆଳତି କରୁଥିବାର ଫଟୋକୁ ଓଲଟା ଶେୟାର କଲେ ସ୍ମୃତି ଇରାନି, ଶିବସେନା କହିଲା ରୀତିନୀତିକୁ କରାଯାଉଛି ପରିହାସ
ମୁମ୍ବାଇ,୨୬ ।୧୧: ଉଦ୍ଧବ ଠାକରେ ଗ୍ରୁପର ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ପ୍ରଦେଶର ଓଁକାରେଶ୍ୱରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନର୍ମଦା ଆଳତି କରୁଥିବାର ଏକ ଓଲଟା ଫଟୋ ଶେୟାର କରିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ସମାଲୋଚନା…
ଦୈନିକ ସଂକ୍ରମଣ ୪ ଶହ ତଳେ…
ନୂଆଦିଲ୍ଲୀ, ୨୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଛି। ଦୈନିକ ସଂକ୍ରମଣ ୪…
ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ
ପୁଣେ,୨୬ ।୧୧: ବଲିଉଡ ତଥା ମରାଠି ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କର ଶନିବାର ପୁଣେରେ ପରଲୋକ ହୋଇଛି । ନଭେମ୍ବର ୫ରୁ ସେ ପୁଣେର ପଣ୍ଡିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରର କିଛି ଅଙ୍ଗ…
ପୋଲିସକୁ ଦୁର୍ବ୍ୟବହାର କରି ଗିରଫ ହେଲେ କଂଗ୍ରେସର ପୂର୍ବତନ ବିଧାୟକ
ନୂଆଦିଲ୍ଲୀ,୨୬।୧୧: ଦୁର୍ବ୍ୟବହାର ଏବଂ ଧମକ ଦେବା ଅଭିଯୋଗରେ କଂଗ୍ରେସର ପୂର୍ବତନ ବିଧାୟକ ଆସିଫ ମହମ୍ମଦ ଖାନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ବିଧାୟକ ଆସିଫ ମହମ୍ମଦ ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିନା ଅନୁମତିରେ ତାୟାବ ମସ୍ଜିଦ ସମ୍ମୁଖରେ ଏକ ସଭା କରିଥିଲେ।…
ଛତିଶଗଡରେ ଏନ୍କାଉଣ୍ଟର: ୩ ମାଓବାଦୀ ନିପାତ
ରାୟପୁର,୨୬।୧୧: ଛତିଶଗଡ ବିଜାପୁର ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମର୍ଟୁର ପୋଲିସ ଷ୍ଟେଶନ ସୀମା ଅନ୍ତର୍ଗତ ପୋମ୍ରା ଜଙ୍ଗଲରେ ସକାଳ…
Archives


