ଜାତୀୟ

୬୦ ବର୍ଷ ତଳେ ଚାଇନା ନେଇଥିବା ଜମି ଫେରାଇ ଆଣିବେ ଭାରତ ସରକାର: ଭାଜପା ଏମ୍‌ପି…

ନୂଆଦିଲ୍ଲୀ,୨୦।୧୨ : ଚାଇନା ୬୦ ବର୍ଷ ତଳେ ନେଇଥିବା ଜମି ଭାରତ ସରକାର ଫେରାଇ ଆଣିବେ। ଭାଜପା ଏମ୍‌ପି ପ୍ରତାପ ପାଟିଲ ମଙ୍ଗଳବାର ଲୋକ ସଭାରେ ଏହା କହିଛନ୍ତି। ୧୯୬୨ ଯୁଦ୍ଧରେ ଭାରତ ହରାଇଥିବା ଜମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର…

୨୦୨୧ରେ ପ୍ରତିଦିନ ୧୧୫ ଦିନ ମଜୁରିଆ-୬୩ ଗୃହିଣୀ କରିଛନ୍ତି ଆତ୍ମହତ୍ୟା…

ନୂଆଦିଲ୍ଲୀ,୨୦।୧୨ : ଭାରତରେ, ୨୦୨୧ ମସିହାରେ ପ୍ରତିଦିନ ୧୧୫ ଦିନ ମଜୁରିଆ ଏବଂ ୬୩ ଗୃହିଣୀ ଆତ୍ମହତ୍ୟା କରିଥିଲେ। ଏହି ସମୟ ମଧ୍ୟରେ ଦେଶରେ ସମୁଦାୟ ୧,୬୪,୦୩୩ ଆତ୍ମହତ୍ୟା ଘଟଣା ଘଟିଥିଲା । ମଙ୍ଗଳବାର ଲୋକ ସଭାରେ ସରକାର ଏହି ସୂଚନା…

ଲୋକ ସଭାରେ ଅପରେଶନ ଯମରାଜକୁ ପ୍ରଶଂସା କଲେ ଚିରାଗ ପାସଓ୍ବାନ…

ନୂଆଦିଲ୍ଲୀ,୨୦।୧୨ : ବିହାରରେ ବିଷାକ୍ତ ମଦ ପିଇବା ପରେ ମୃତ୍ୟୁ ସଂଖ୍ୟା ୭୫ କୁ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ବିରୋଧୀ ବିହାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସଂସଦରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଗଠିତ ମହାମେଣ୍ଟ ସରକାରକୁ ଘେରିବା…

ଶ୍ରଦ୍ଧା ହତ୍ୟାକାଣ୍ଡର ଯାଞ୍ଚ କରିବ ଏସ୍‌ଆଇଟି: ଉପମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକରଙ୍କ ହତ୍ୟାକାଣ୍ଡକୁ ନେଇ ମହାରାଷ୍ଟ୍ର ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ବଜେଟ ଅଧିବେଶନ ପୂର୍ବରୁ ଏକ ଏସ୍‌ଆଇଟି ଗଠନ କରି ଶ୍ରଦ୍ଧା ୱାଲକରଙ୍କ ହତ୍ୟା ମାମଲାରେ ରିପୋର୍ଟ ଟେବୁଲ କରିବାକୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ…

୧୩୫ କୋଟି ଲୋକ ଆମ ଉପରେ ହସୁଛନ୍ତି: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୦।୧୨ : ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ମଙ୍ଗଳବାର ରାଜ୍ୟ ସଭାରେ ନିଜ ଆସନରୁ ଉଠିବାକୁ ପଡିଛି। ସେ ଏମ୍‌ପିମାନଙ୍କୁ ମନେ ପକାଇବାକୁ କହିଥିଲେ ଯେ ଆମେ ଛୋଟପିଲା ନୁହେଁ। ଭାରତର ସ୍ବାଧୀନତାରେ ଆରଏସଏସର କୌଣସି ଯୋଗଦାନ ନାହିଁ ବୋଲି କଂଗ୍ରେସ ନେତା…

ଆମ ଆଦମୀ ପାର୍ଟିକୁ ମୁଁ ଦେଇଛି ୬୦ କୋଟି ଟଙ୍କା: ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ,୨୦ ।୧୨: ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ୨୦୦ କୋଟି ଠକେଇ ଅଭିଯୋଗରେ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ସେ ଆମ ଆଦମୀ ପାର୍ଟି(ଏଏପି)କୁ ୬୦ କୋଟି ଟଙ୍କା ଦେଇଥିବା ଦାବି କରିଛନ୍ତି । ଏହି ସମୟରେ…

ସପ୍ତାହେ ପୂର୍ବରୁ ଶୀତ ଅଧିବେଶନ ହୋଇପାରେ ଶେଷ…

ନୂଆଦିଲ୍ଲୀ,୨୦।୧୨ : ସଂସଦର ବର୍ତ୍ତମାନର ଶୀତ ଅଧିବେଶନ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ଶୁକ୍ରବାର ଦିନ ଶେଷ ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଏକ ସୂତ୍ରରୁ ଏହି ସୂଚନା ମିଳିଛି। ସୂଚନାନୁସାରେ, ଲୋକ ସଭା ଓ ରାଜ୍ୟ ସଭାର କାର୍ଯ୍ୟକ୍ରମ…

ନାବାଳିକାଙ୍କୁ ଅପହରଣ କରି କୀଟନାଶକ ପିଆଇଦେଲେ

ଖଣ୍ଡଓ୍ବା,୨୦।୧୨: ମଧ୍ୟପ୍ରଦେଶର ଆଦିବାସୀ ସମ୍ପ୍ରଦାୟର ଜଣେ ନାବାଳିକାଙ୍କୁ ଅପହରଣ ପରେ କୀଟ ନାଶକ ପିଆଇ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ନାବାଳିକାଙ୍କୁ ଘରେ ନ ପାଇଁ ତାଙ୍କ ସମ୍ପର୍କୀୟ ତାଙ୍କୁ ଖୋଜାଖୋଜି କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାବାଳିକାଙ୍କୁ ନ…

କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ବର୍ଷିଲେ ନିଶିକାନ୍ତ, କହିଲେ ଖାର୍ଗେଙ୍କ ଦଳ ସମସ୍ତଙ୍କୁ କୁକୁର ଭାବୁଛନ୍ତି

ନୂଆଦିଲ୍ଲୀ,୨୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ମଙ୍ଗଳବାର ଅଧିବେଶନ ଆରମ୍ଭରୁ ଗୃହରେ ଉତ୍ତେଜନା ଦେଖାଦେଇଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସଂସଦରେ ହଟ୍ଟଗୋଳ ହୋଇଛି। ତେବେ ବିବାଦୀୟ ମନ୍ତବ୍ୟ ପାଇଁ ଖାର୍ଗେ କ୍ଷମା ମାଗନ୍ତୁ ବୋଲି ଭାଜପା…

ମନି ଲଣ୍ଡରିଂ ମାମଲାରେ କୋର୍ଟରେ ହାଜର ହେଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ,୨୦।୧୨: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଣ୍ଡିଜ୍‌ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଇକୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାରେ ମଙ୍ଗଳବାର ପୁଣି କୋର୍ଟରେ ଶୁଣାଣି ହେବ। ଏହାପୂର୍ବରୁ ଡିସେମ୍ବର ୧୨ରେ ସ୍ବତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକଙ୍କ କୋର୍ଟରେ ଏହି…

ପୁଣି ଶକ୍ତି ପ୍ରଦର୍ଶନ କଲେ ଚାଷୀ, ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ କିଷାନ ଗର୍ଜନ ରାଲିରେ ୫୫ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ। କୃଷି ସାମଗ୍ରୀ ଉପରୁ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ପ୍ରତ୍ୟାହାର ସମେତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବଢ଼ାଇବା ପାଇଁ…

ଖାର୍ଗେଙ୍କ ବିବାଦୀୟଙ୍କ ବୟାନକୁ ନେଇ ସଂସଦରେ ଭାଜପାର ହଟ୍ଟଗୋଳ

ନୂଆଦିଲ୍ଲୀ,୨୦।୧୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ସଂସଦରେ ଜୋରଦାର ହଟ୍ଟଗୋଳ ହୋଇଛି। ମଙ୍ଗଳବାର ରାଜ୍ୟ ସଭାରେ ଖାର୍ଗେ କ୍ଷମା ମାଗନ୍ତୁ ବୋଲି ଭାଜପା ଦାବି କରିଛି। ଖାର୍ଗେ ଅଶ୍ଳୀଳ ଭାଷା ବ୍ୟବହାର କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?