ମନି ଲଣ୍ଡରିଂ ମାମଲାରେ କୋର୍ଟରେ ହାଜର ହେଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ,୨୦।୧୨: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଣ୍ଡିଜ୍‌ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଇକୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାରେ ମଙ୍ଗଳବାର ପୁଣି କୋର୍ଟରେ ଶୁଣାଣି ହେବ। ଏହାପୂର୍ବରୁ ଡିସେମ୍ବର ୧୨ରେ ସ୍ବତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକଙ୍କ କୋର୍ଟରେ ଏହି ମାମଲାକୁ ନେଇ ବିତର୍କ ହୋଇଥିଲା। ଏହାପରେ ଶୁଣାଣି ଡିସେମ୍ବର ୨୦କୁ ଘୁଞ୍ଚାଇ ଦିଆଯାଇଥିଲା। ବର୍ତ୍ତବାନ ମନି ଲଣ୍ଡରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଜେଲ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀ ଦିନେଶ ଖଟିକଙ୍କ ପରେ ଏବେ ଭାଜପା ବିଧାୟକଙ୍କ ଚିଠି ଭାଇରାଲ

ଲକ୍ଷ୍ନୌ,୨୧ ।୭: ଉତ୍ତର ପ୍ରଦେଶରେ ଅସନ୍ତୁଷ୍ଟ ମନ୍ତ୍ରୀ ଓ ବିଧାୟକଙ୍କ କଥା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ...

୭୫ ପ୍ରତିଶତ ଭାରତବାସୀ ଧର୍ମନିରପେକ୍ଷତା ଉପରେ କରନ୍ତି ବିଶ୍ୱାସ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୧୩।୬: ଦେଶର ତିନି ଚତୁର୍ଥାଂଶ ଲୋକ ଅର୍ଥାତ୍‌ ୭୫ ପ୍ରତିଶତ ଲୋକ ଧର୍ମନିରପେକ୍ଷତା ଉପରେ ବିଶ୍ୱାସ କରନ୍ତି। ସେଣ୍ଟର ଫର୍‌ ଷ୍ଟଡିଜ୍‌ ଅଫ୍‌ ଡେଭଲପିଙ୍ଗ୍‌ ସୋସାଇଟିଜ୍‌(ସିଏସ୍‌ଡିଏସ୍‌)...

ମହାରାଷ୍ଟ୍ରରେ କରୋନା ସ୍ଥିତି ଅସମ୍ଭାଳ: ପ୍ରସ୍ତୁତ ହେଉଛି ହଜାରେ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ

ମୁମ୍ବାଇ,୨୦।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିବା ପରେ ଏବେ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବ୍ରିହାନମୁମ୍ବାଇ ମ୍ୟୁନିସିପାଲ...

ରାହୁଲ-ଆଦାନୀ ପ୍ରସଙ୍ଗ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ…

ନୂଆଦିଲ୍ଲୀ,୧୬।୩ : ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ କ୍ରମାଗତ ଚତୁର୍ଥ ଦିନ ପାଇଁ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ...

ମହଙ୍ଗା ହେଲା ଅଲିଭ ଅଏଲ

ନୂଆଦିଲ୍ଲୀ,୧୦।୯: ଅଲିଭ ଅଏଲ ହୃଦରୋଗ ପାଇଁ ଲାଭକାରୀ ହୋଇଥିବାବେଳେ ବିଭିନ୍ନ ପ୍ରକାର ହୋମ ରିମେଡି ପାଇ ବ୍ୟବହୃତ ହୋଇଥାଏ। ଦେଶରେ ଅଲିଭ ଅଏଲ ମହଙ୍ଗା ହୋଇଯାଇଛି।...

ସୁସ୍ମିତାଙ୍କ ଫଟୋ ଦେଖି ଏମିତି କମେଣ୍ଟ୍‌ ଦେଲେ ପ୍ରେମିକ

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନ ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି। ଯେବେଠୁ...

ବୟସ ୪୦ ପାର୍‌, ହେଲେ ଆଜି ବି କୁଆଁରୀ

ବମ୍ବେ: ପରଦାରେ ରୋମାନ୍ସ କଲେ ହେଁ ବ୍ୟକ୍ତିଗତ ଜୀବନରେ ଏକାକି ଅନେକ ଟେଲି ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଶିଳ୍ପା ସିନ୍ଦେଙ୍କଠାରୁ ଆରମ୍ଭ କରି ଅନେକ...

ଅମୀରଙ୍କ ଏହି ଫିଲ୍ମର ସିକ୍ୟୁଏଲ କରିବେ ଭୂଷଣ କୁମାର

ମୁମ୍ବାଇ: ୨୦୧୩ରେ ‘ଆଶିକ୍‌’ ସିକ୍ୟୁଏଲ ଆସିବା ପରଠାରୁ ‘ଆଶିକ୍‌-୩’କୁ ନେଇ ଚର୍ଚ୍ଚା ହୋଇଆସୁଛି। ଫିଲ୍ମ ନିର୍ମାଣ ନେଇ ୨୦୧୬ରୁ ଗ୍ରୀନ୍‌ ସିଗ୍‌ନାଲ ମଧ୍ୟ ମିଳିସାରିଛି। କିନ୍ତୁ...

Advertisement
Archives

Model This Week