ଜାତୀୟ

ବନ୍ଦୀ ତାଲିକା ଘୋଷଣା କଲେ ଭାରତ-ପାକିସ୍ତାନ…

ନୂଆଦିଲ୍ଲୀ/ଇସଲାମାବାଦ,୧।୧ : ଭାରତ ଏବଂ ପାକିସ୍ତାନ ରବିବାର ଦିନ ନିଜ ନିଜ ଜେଲରେ ରହୁଥିବା ସାଧାରଣ ନାଗରିକ କଏଦୀ ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ପରସ୍ପରକୁ ହସ୍ତାନ୍ତର କରିଛନ୍ତି। ଭାରତରେ ୩୩୯ ପାକିସ୍ତାନୀ ନାଗରିକ ଏବଂ ୯୫ ମତ୍ସ୍ୟଜୀବୀ ଜେଲରେ ଅଛନ୍ତି ବୋଲି…

ଯୌନ ନିର୍ଯାତନା ଅଭିଯୋଗ ପରେ ଇସ୍ତଫା ଦେଲେ କ୍ରୀଡା ମନ୍ତ୍ରୀ

ଚଣ୍ଡିଗଡ,୧।୧: ହରିୟାଣାର ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତଥା ପୂର୍ବତନ ହକି ଖେଳାଳି ସନ୍ଦୀପ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିବା ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମହିଳା ହକି ଦଳର କୋଚ ତାଙ୍କ ବିରୋଧରେ…

ନୂଆ ରାଷ୍ଟ୍ର ପିତା ଦେଶ ପାଇଁ କରିଛନ୍ତି କ’ଣ ? ନୀତୀଶଙ୍କ ପ୍ରଶ୍ନ…

ପାଟନା,୧।୧ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ର ପିତା କହିବା ନେଇ କଟାକ୍ଷ କରିଛନ୍ତି। କିଛି ଦିନ ତଳେ ଅମୃତା ଫଡନାଭିସଙ୍କ ମୋଦିଙ୍କୁ ରନୂଆ ରାଷ୍ଟ୍ରପିତା ମନ୍ତବ୍ୟକୁ ନେଇ ନୀତୀଶ ପଚାରିଛନ୍ତି ନୂଆ ଭାରତର ନୂଆ…

ରାହୁଲ ଆଣିବେ ଦେଶରେ ବଡ଼ ରାଜନୈତିକ ପରିବର୍ତ୍ତନ: ସଞ୍ଜୟ ରାଉତ…

ମୁମ୍ବାଇ,୧।୧ : ଶିବସେନା ନେତା ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଯେ ଗତ ୨୦୨୨ ବର୍ଷ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଏକ ନୂଆ ମୋଡ଼ ଦେଇଛି। ଯଦି ୨୦୨୩ରେ ମଧ୍ୟ ଏହି ଧାରା ଅବ୍ୟାହତ ରହେ, ତେବେ…

ଦୈନିକ ପଜିଟିଭ୍‌ ହାର ୦.୧୭ ପ୍ରତିଶତ…

ନୂଆଦିଲ୍ଲୀ, ୧।୧: ବର୍ଷର ପ୍ରଥମ ଦିନରେ ଦେଶରେ କରୋନା ସଂକ୍ରମଣ କମିବା ଖବର ମିଳିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ପ୍ରଥମ ଦିନରେ ଦେଶରେ ଖୁବ କମ କରୋନା ମାମଲା ପଞ୍ଜିକୃତ ହୋଇଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ…

ଟୁଇଟରରେ ଭାରତର ଭୁଲ୍‌ ମାନଚିତ୍ର, ପ୍ରତିବାଦ ପରେ ହଟାଇଲା

ନୂଆଦିଲ୍ଲୀ,୧।୧: ଟୁଇଟର ହ୍ୟାଣ୍ଡଲରେ ଭାରତର ଭୁଲ୍‌ ମାନଚିତ୍ର ପ୍ରକାଶ ପାଇଥିଲା। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର ଏନେଇ ଉକ୍ତ ମେସେଜିଂ ପ୍ଲାଟ୍‌ଫର୍ମକୁ ଚେତାବନୀ ଦେବା ପରେ ଉକ୍ତ ଫଟୋକୁ ହଟାଇ ଦିଆଯାଇଛି। ଟୁଇଟର ଭୁଲ୍‌ ମ୍ୟାପ୍‌ ପୋଷ୍ଟ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କଲା ଇପିଏଫ୍‌ଓ: ଅଧିକ ପେନ୍‌ସନ ବିକଳ୍ପ ବାଛିପାରିବେ କର୍ମଚାରୀ

ନୂଆଦିଲ୍ଲୀ,୧।୧: ସୁପ୍ରିମକୋର୍ଟଙ୍କ ୨୦୨୨ ନଭେମ୍ବର ୪ ରାୟ ଅନୁଯାୟୀ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ଯୋଗ୍ୟ ସଦସ୍ୟମାନେ ଉଚ୍ଚତର ପେନ୍‌ସନ ବିକଳ୍ପ ବାଛିପାରିବେ। ଏଥିପାଇଁ ବିକଳ୍ପ ଯୋଗାଇଦେବାକୁ ଇପିଏଫ୍‌ଓ କର୍ତ୍ତୃପକ୍ଷ ଏହାର କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୯ ତାରିଖରେ…

ବର୍ଷକରେ କଶ୍ମୀରରେ ୧୮୬ ଆତଙ୍କବାଦୀ ନିହତ, ୧୫୯ ଗିରଫ

ଜମ୍ମୁ,୧।୧: ଜମ୍ମୁ-କଶ୍ମୀରରେ ବିଦାୟୀ ବର୍ଷ ୨୦୨୨ରେ ମୋଟ ୧୮୬ ଆତଙ୍କବାଦୀ ନିହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୬ ଜଣ ପାକିସ୍ତାନୀ। ଏହା ବ୍ୟତୀତ ବର୍ଷକ ମଧ୍ୟରେ ୧୫୯ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୁରକ୍ଷା ବଳ ପାଇଁ ୨୦୨୨ ସବୁଠୁ ସଫଳ ବର୍ଷ…

ଭାରତରେ ଓମିକ୍ରନ ସବ-ଭାରିଆଣ୍ଟ ଏକ୍ସବିବି.୧.୫ ଚିହ୍ନଟ…

ନୂଆଦିଲ୍ଲୀ,୧।୧ : ନୂଆ ବର୍ଷର ଉତ୍ସବ ମଧ୍ୟରେ ଏକ ଖବର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି.୧.୫ ଭାରତରେ ଚିହ୍ନଟ ହୋଇଛି। ଗୁଜରାଟରେ ଏହାର ପ୍ରଥମ ମାମଲା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଗୁଜରାଟ ପ୍ରଶାସନ ସମ୍ପୂର୍ଣ୍ଣ…

୨୦୨୩ରେ ଦେଶର ପ୍ରତି ସହରରେ ଖୋଲିବ ପ୍ରେମର ଦୋକାନ: ରାହୁଲ…

ନୂଆଦିଲ୍ଲୀ,୧।୧ : ନୂଆବର୍ଷ ୨୦୨୩ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି। ଭାରତ ଯୋଡୋ ଯାତ୍ରା ସହ ଜଡିତ କିଛି ଫଟୋ ଏବଂ ଭିଡିଓ ଶେୟାର କରି ରାହୁଲ ଟୁଇଟ କରି କହିଛନ୍ତି ଯେ…

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ୨୦୨୩ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ। ଏହା ଆଶା, ସୁଖ ଏବଂ ଅନେକ ସଫଳତାରେ ପରିପୂର୍ଣ୍ଣ ହେଉ।…

ନୂଆବର୍ଷରେ ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ଦାମ ବଢ଼ିଲା…

ନୂଆଦିଲ୍ଲୀ,୧।୧ : ୨୦୨୩ ମସିହାରେ ନୂତନ ବର୍ଷ ପାଳନ କରୁଥିବା ଲୋକମାନେ ସକାଳୁ ମୁଦ୍ରାସ୍ଫୀତିର ଝଟକା ଲାଗିଛି। ବାସ୍ତବରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ୧୯ କିଲୋଗ୍ରାମର ବ୍ୟବସାୟିକ ସିଲିଣ୍ଡର ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?