Advertisement
Posted inଜାତୀୟ

୨୦୨୩ରେ ଦେଶର ପ୍ରତି ସହରରେ ଖୋଲିବ ପ୍ରେମର ଦୋକାନ: ରାହୁଲ…

ନୂଆଦିଲ୍ଲୀ,୧।୧ : ନୂଆବର୍ଷ ୨୦୨୩ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି।

ଭାରତ ଯୋଡୋ ଯାତ୍ରା ସହ ଜଡିତ କିଛି ଫଟୋ ଏବଂ ଭିଡିଓ ଶେୟାର କରି ରାହୁଲ ଟୁଇଟ କରି କହିଛନ୍ତି ଯେ ଆଶା କରୁଛି ୨୦୨୩ମସିହାରେ ପ୍ରତ୍ୟେକ ଗଳି, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସହରରେ ପ୍ରେମ ଦୋକାନ ଖୋଲିବ। ଆପଣଙ୍କ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା।


Enter your email to get our daily news in your inbox.

All Right Reserved By Dharitri.Com

ସିଡିଏସ୍ ବିପିନ ରାୱତଙ୍କ ରାଜକୀୟ ସମ୍ମାନ ସହ ହେବ ଶେଷ କୃତ୍ୟ ସମ୍ପନ୍ନ, ସକାଳ ୧୧ଟାରୁ ଶେଷ ଦର୍ଶନ

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କର ଶୁକ୍ରବାର ଶେଷ କୃତ୍ୟ ଦିଲ୍ଲୀଠାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ...

ଜାମିଆ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ: ମଣ୍ଡି ହାଉସ୍‌ରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ମଙ୍ଗଳବାର ଜାମିଆ କୋର୍ଡିନେଶନ କମିଟିର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ...

ମୁସେଓ୍ବାଲା ହତ୍ୟା ମାମଲା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସଦସ୍ୟ ଗିରଫ

ମୋହାଲି,୧୧ା୯: ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟା ମାମଲାରେ ସମ୍ପୃକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୧୧ଟି ଆଗ୍ନେୟାସ୍ତ୍ର ଜବତ...

ଗୁଜରାଟ ଅଭିମୁଖେ ବାତ୍ୟା ‘ମହା’

ଅହମ୍ମଦାବାଦ,୫।୧୧: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମହା’ ଗୁଜୁରାଟ ଅଭିମୁଖେ କ୍ଷୀପ୍ର ଗତିରେ ବଢ଼ୁଛି। ଏହାର ପ୍ରଭାବରେ ରାଜ୍ୟରେ ମଙ୍ଗଳବାରଠାରୁ ମଧ୍ୟମ ଭାବେ ପବନ...

ହତ୍ୟା ଉଦ୍ୟମ ମାମଲା: ଛୋଟା ରାଜନ୍‌ଙ୍କୁ ୮ ବର୍ଷ ଜେଲ୍‌

ମୁମ୍ବାଇ,୨୧ା୮(ପି.ଟି.): ଏକ ହତ୍ୟା ଉଦ୍ୟମ ମାମଲାରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌ ଓ ଅନ୍ୟ ୫ ଜଣଙ୍କୁ ୮ ବର୍ଷ ଜେଲ୍‌ଦଣ୍ଡ ମିଳିଛି। ୨୦୧୨ରେ ଏହି ଗ୍ୟାଙ୍ଗଷ୍ଟର...

ଜୁନ୍‌ ୨୮ରୁ ଅମରନାଥ ଯାତ୍ରା: ଏହାପୂର୍ବରୁ ଆସିଲା ବାବା ବର୍ଫାନୀଙ୍କ ଦୁର୍ଲଭ ଚିତ୍ର

ନୂଆଦିଲ୍ଲୀ,୧୮।୪: ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଆସନ୍ତ ଜୁନ୍‌ ୨୮ରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଏହାପୂର୍ବରୁ ବାବା...

ସତ୍ୟେନ୍ଦ୍ରଙ୍କ ଘରେ ଚଢ଼ାଉ, ମିଳିଲା ନଗଦ ୨.୮୨ କୋଟି ସହିତ ୧୩୩ ସୁନା ମୁଦ୍ରା…

ନୂଆଦିଲ୍ଲୀ, ୭।୬ : ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ପୁଣି ବଢ଼ିଛି। ମନି ଲଣ୍ଡରିଂ ମାମଲାରେ...

ଫୋନ୍‌ରୁ ୫୨ଚାଇନା ଆପ୍‌ ହଟାଇବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌

ଲକ୍ଷ୍ନୌ, ୧୯।୬: ଉତ୍ତରପ୍ରଦେଶର ସ୍ପେଶିଆଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଶୁକ୍ରବାର ଏକ ଗୋପନୀୟ ଲେଟର ଜାରି କରିଛି। ଏଥିରେ ଏସ୍‌ଟିଏଫ୍‌ର ସମସ୍ତ କର୍ମଚାରୀଙ୍କୁ ଚାଇନା ଆପ୍‌ ହଟାଇବାକୁ...

Advertisement
Archives

Model This Week