Posted inଜାତୀୟ

ତେଜୁଛି ଆନ୍ଦୋଳନ: ଇଣ୍ଡିଆ ଗେଟ୍‌ ଆଗରେ ବିଶାଳ ବିକ୍ଷୋଭ

ନୂଆଦିଲ୍ଲୀ,୧।୧: ଝାଡ଼ଖଣ୍ଡର ହେମନ୍ତ ସୋରେନ୍‌ ସରକାର ସାମ୍ମେଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳ ଘୋଷଣା ପରେ ଏହା ବିରୋଧରେ ଜୈନ ସମ୍ପ୍ରଦାୟର ସଦସ୍ୟମାନେ ବିଭିନ୍ନ ସହରରେ ବିକ୍ଷୋଭ କରିଆସୁଛନ୍ତି। ରବିବାର ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ଆଗରେ ଜୈନ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ ଏକାଠି ହୋଇ ସାମ୍ମେଦ ଶିଖରଜୀ ନିଷ୍ପତ୍ତିର ପ୍ରତିବାଦ ଜଣାଇଥିଲେ।
ଝାଡ଼ଖଣ୍ଡର ପରସନାଥ ପାହାଡ଼ରେ ଅବସ୍ଥିତ ସାମ୍ମେଦ ଶିଖରଜୀ ଜୈନମାନଙ୍କ ପବିତ୍ର ତୀର୍ଥସ୍ଥାନ। ଏହାକୁ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରାଯାଇଥିବାରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ନିଷ୍ପତ୍ତି ବିରୋଧରେ ଜୈନ ସମ୍ପ୍ରଦାୟ ପକ୍ଷରୁ ସାରା ଦେଶରେ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଥରସ ଗଣବଳାତ୍କାରକୁ ନେଇ ପୋଲିସର ବଡ ବୟାନ

ଲକ୍ଷ୍ନୌ,୧ ।୧୦: ଉତ୍ତର ପ୍ରଦେଶ ହାଥରସ ଗଣବଳାତ୍କାର ମାମଲା ବେଳକୁ ବେଳ ନୂଆ ମୋଡ ନେଇଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ଏହାକୁ ନେଇ ରାଜନୀତି...

ଭିକ ମାଗି ଜୌହର ବିଶ୍ୱବିଦ୍ୟାଳୟ ଗଢ଼ିଛନ୍ତି ଆଜମ ଖାନ: ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୩।୯: ବହୁତ ଦିନର ନୀରବତା ପରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ରାମପୁର...

ଅସୁସ୍ଥ ଲାଲୁ: ଦିଲ୍ଲୀ ଏମ୍ସକୁ କରାଯିବ ସ୍ଥାନାନ୍ତର

ପାଟନା,୨୨।୩: ଚାରା ଦୁର୍ନୀତି ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥାରେ ପୁଣି ଅବନ୍ନତି ଘଟିଛି। ମଙ୍ଗଳବାର ହଠାତ୍‌...

ମାଲୟାଲମ୍‌ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍‌ଙ୍କ ପରଲୋକ

ଥ୍ରିସୁର(କେରଳ),୩୦ା୬(ପି.ଟି.): ଜନପ୍ରିୟ ମାଲୟାଲମ୍‌ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍‌ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୯ବର୍ଷ ହୋଇଥିଲା। ସେ କିଛିଦିନ ହେଲା କ୍ୟାନ୍‌ସର ପୀଡିତ ହୋଇ...

ଧନତେରାସ୍‌ରେ ଲକ୍ଷେ ୩୦ ହଜାର ସରକାରୀ କର୍ମଚାରୀଙ୍କ ଜମାଖାତାକୁ ଗଲାନି ଦରମା: ଆଇଏମ୍‌ଏଫ୍‌ଏସ୍‌ ସର୍ଭର ଡାଉନ୍‌

ଭୋପାଳ,୨୬।୧୦: ଧନତେରାସ୍‌ରେ ମଧ୍ୟପ୍ରଦେଶର ଲକ୍ଷେ ୩୦ ହଜାର ସରକାରୀ କର୍ମଚାରୀଙ୍କ ଜମା ଖାତାକୁ ଅକ୍ଟୋବର ମାସର ଦରମା ଯାଇ ପାରିନି। ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ଏହା...

ଭାଜପା ମେଣ୍ଟରେ ପୁଣି ଓମ୍‌ପ୍ରକାଶଙ୍କ ଘର ବାହୁଡା!

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। ଏକଦା ୟୁପିରେ ଯୋଗୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା...

ଦିନେ ବଢିଲେ, ଦିନେ କମୁଛି

ନୂଆଦିଲ୍ଲୀ,୨୪।୯: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ଘୃଣା, ବିଭାଜନ ବାପାଙ୍କ ଜୀବନ ନେଇଛି

ନୂଆଦିଲ୍ଲୀ,୮ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ତାଙ୍କ ସ୍ବର୍ଗତ ପିତା...

Advertisement
Archives

Model This Week