Advertisement
Posted inଜାତୀୟ

ଅଯୋଧ୍ୟା ଯିବା ପାଇଁ ଏବେଠୁ ଟିକେଟ୍‌ ବୁକିଂ କରିଦିଅନ୍ତୁ: ଅମିତ ଶାହା

ବେଙ୍ଗାଲୁରୁ,୧।୧: କର୍ନାଟକରେ ଏକ କାର୍ଯ୍ୟକ୍ରମ ସମୟରେ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅଯୋଧ୍ୟା ଯିବାକୁ ଆଗୁଆ ଟିକେଟ ବୁକିଂ କରିଦେବାକୁ କହିଛନ୍ତି। କାରଣ ୨୦୨୪, ଜାନୁଆରୀ ୧ରେ ଭଗବାନ ରାମଙ୍କ ଈଶ୍ୱରୀୟ ଭବ୍ୟ ମନ୍ଦିର ପ୍ରସ୍ତୁତ ହୋଇଯିବ। ଏହାପୂର୍ବରୁ କର୍ନାଟକବାସୀ ଟିକେଟ୍‌ ବୁକିଂ କରିଦିଅନ୍ତୁ ବୋଲି ଶାହା କହିଛନ୍ତି।
ରାମଲଲାଙ୍କ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ଜାନୁଆରୀ ୧, ୨୦୨୪ ପୂର୍ବରୁ ମନ୍ଦିର ପ୍ରସ୍ତୁତ ହେବ। ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ ମଧ୍ୟ ଶ୍ରୀ ରାମ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ ହେବ। ଭକ୍ତମାନେ ଯେପରି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛଗନ ଭୁଜବଳ କରୋନା ପଜିଟିଭ୍‌

ମୁମ୍ବାଇ,୨୨।୨: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ସଙ୍କଟ ଦେଖାଦେଇଛି। ରାଜ୍ୟ ସରକାର ପ୍ରଭାବିତ ଅଞ୍ଚଳରେ କଟକଣାକୁ କଡ଼ାକଡ଼ି କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାରରେ ଖାଦ୍ୟ...

‘ପୋଲିଂ ଡେ’କୁ ‘ପବ୍ଲିକ ହଲିଡେ’ ଘୋଷଣା କଲେ ଗୋଆ ସରକାର

ପଣଜୀ,୮ ।୨: ପାଖେଇ ଆସିଲାଣି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏହି କ୍ରମରେ ଗୋଆ ବିଧାନସଭା ପାଇଁ ୧୪ ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ...

ଭାଜପା ନେତାଙ୍କ ନାଁରେ ମାମଲା ରୁଜୁ

ଇନ୍ଦୋର,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟଙ୍କ ସମେତ ୩୫୦ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୟୋଗୀତାଗଞ୍ଜ ପୋଲିସ ଷ୍ଟେଶନରେ ଏମାନଙ୍କ...

୧୫ ବିଦ୍ରୋହୀ ବିଧାୟକଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୬।୬: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେଙ୍କ କ୍ୟାମ୍ପ୍‌ର କେତେଜଣ ବିଧାୟକଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ପରେ କେନ୍ଦ୍ର ସରକାର ୧୫ ବିଦ୍ରୋହୀ ବିଧାୟକଙ୍କୁ ଓ୍ବାଇ ପ୍ଲସ୍‌...

୧୦୦୦ ଟଙ୍କାରେ ମିଳିବ କୋଭିଶିଲ୍ଡ୍‌ : ସେରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୪।୧: ଭାରତରେ କୋଭିଶିଲ୍ଡ୍‌ ୧୦୦୦ଟଙ୍କାରେ ମିଳିବ ବୋଲି ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି। ମାତ୍ର ସରକାରଙ୍କ ଅନୁମତି ମିଳିଲେ ଏଭଳି କରାଯିବ।...

ଅଭିଭାଷଣର ପ୍ରଥମ, ଶେଷ ଧାଡ଼ି ପଢ଼ି ଗୃହ ଛାଡ଼ିଲେ

କୋଲକାତା,୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା...

କଂଗ୍ରେସ ଯାହା ୭୦ ବର୍ଷରେ କରି ନ ଥିଲା ତାହା ୭୫ ଦିନରେ କରି ଦେଖାଇଲେ ମୋଦି: ଶାହ

ଜିନ୍ଦ,୧୬।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ହରିୟାଣାର ଜିନ୍ଦ ଜିଲା ଗସ୍ତ କରିଛନ୍ତି। ଏହି ସମୟରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ କଶ୍ମୀର ପ୍ରସଙ୍ଗକୁ...

ବିଜେଡି, ଭାଜପା ପଦ୍ମପୁରବାସୀଙ୍କୁ ଠକିଛନ୍ତି: ଶରତ

ପଦ୍ମପୁର,୩ା୧୨(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣକୁ ଆଉ ୩ ଦିନ ବାକି ଅଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ...

Advertisement
Archives

Model This Week