Posted inଜାତୀୟ

କାରଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ: ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି

ନାସିକ୍‌,୧।୧: ମହାରାଷ୍ଟ୍ରର ନାସିକ୍‌ ଜିଲା ମୁଣ୍ଡେଗାଁରେ ରବିବାର ଏକ ରାସାୟନିକ କମ୍ପାନୀରେ ବଡ଼ଧରଣର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜଣେ ମହିଳାଙ୍କ ସହ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ପ୍ଲାଣ୍ଟର ଏକ ବଏଲରରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ପରେ ପ୍ଲାଣ୍ଟରେ ନିଆଁ ଲାଗି ବ୍ୟାପିବାରେ ଲାଗିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ହେଲେ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଜ୍‌ମା ଥେରାପି ଲାଗି ଆଇସିଏମ୍‌ଆର୍‌କୁ ସ୍ବୀକୃତି

ନୂଆଦିଲ୍ଲୀ, ୯ା୫: ପ୍ରାଣଘାତୀ କରୋନା ଲୋକଙ୍କ ଜୀବନ ନେବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ରୋଗୀଙ୍କୁ ପ୍ଲାଜ୍‌ମା ଥେରାପି ଲାଗି ଆଇସିଏମ୍‌ଆର୍‌କୁ ସ୍ବୀକୃତି ମିଳିଛି। କେନ୍ଦ୍ର...

ଆକ୍ସନ ମୁଡ୍‌ରେ ହିମନ୍ତ ସରକାର: ଆସାମରେ ବାଲ୍ୟ ବିବାହ ମାମଲାରେ ୧,୮୦୦ ଗିରଫ

ଗୁଆହାଟୀ,୩।୨: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ହିମନ୍ତ ସରକାର ଏହି କୁପ୍ରଥା ବିରୋଧରେ ଅଭିଯାନକୁ ଜୋରଦାର କରିଛନ୍ତି। ଶୁକ୍ରବାର...

ଭାରତ ସହିତ ସମ୍ପର୍କ ଅଧିକ ସୁଫଳ ପ୍ରଦାନ କରିବ: ଆମେରିକା…

ନୂଆଦିଲ୍ଲୀ,୧୪।୧ : ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ କହିଛନ୍ତି ଯେ ବିଶ୍ୱର ଦୁଇ ବୃହତ୍ତମ, ଉତ୍ପାଦନକାରୀ...

୨୦ ଦିନ ମଧ୍ୟରେ ରାଜଧାନୀରେ କମିଛି ସଂକ୍ରମଣ, ବଢିଛି ସୁସ୍ଥତା ହାର

ନୂଆଦିଲ୍ଲୀ,୭।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର କରିଯିବା ପରେ ଏବେ ଏହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି।...

ବାହୁବଳୀ ବିଧାୟକଙ୍କୁ ୧୦ ବର୍ଷ ଜେଲ୍‌

ପାଟନା,୨୧।୬: ବିହାରର ମୋକମା ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ ଜେଲ୍‌...

କୁଲଗାମରେ ଆଣ୍ଟି-ଟେରର ଅପରେଶନ

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀର କୁଲଗାମରେ ସେନା ପକ୍ଷରୁ ଆଣ୍ଟି ଟେରର ଅପରେଶନ ସମୟରେ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ମନଜୁର...

ସନ୍ଦିଗ୍ଧ ଅବସ୍ଥାରେ ଘରୁ ମିଳିଲା ପୂରା ପରିବାରର ମୃତଦେହ: ମୁହଁରେ ଲାଗିଥିଲା କଳା ଟେପ୍‌

ଗାଜିଆବାଦ,୫।୭: ଗାଜିଆବାଦ ମସୁରୀରେ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳେ ନ୍ୟୁ...

ଚାଷ କଲେ ମୁଖ୍ୟମନ୍ତ୍ରୀ: ଭିଡ଼ିଓ ଭାଇରାଲ

ବିଦିଶା,୧୪।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ବିଦିଶାରେ ଥିବା ତାଙ୍କ ଜମିରେ ଚାଷ କରିଛନ୍ତି। ଟ୍ରାକ୍ଟରରେ ମୁଖ୍ୟମନ୍ତ୍ରୀ ଜମିରେ ଚାଷ କରୁଥିବାର ଭିଡ଼ିଓ ଏବଂ...

Advertisement
Archives

Model This Week