Posted inଜାତୀୟ

ନୂଆବର୍ଷର ପ୍ରଥମ ଦିନରେ ଭାରତରେ ତୃତୀୟ ଭୂକମ୍ପ

ନୂଆଦିଲ୍ଲୀ,୧ ।୧: ନୂଆବର୍ଷର ପ୍ରଥମ ଦିନରେ ଦେଶରେ ୩ଟି ଭୂକମ୍ପ ଅନୁଭୁତ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତୃତୀୟ ଭୂକମ୍ପ ଲଦ୍ଦାଖରେ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ଭୂକମ୍ପ ସମ୍ପର୍କରେ ସୂଚନା ଦିଆଯାଇଛି । ସେଣ୍ଟରର ସୂଚନା ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍ପେଲରେ ୪.୬ ଥିଲା ।
ସୂଚନାଯୋଗ୍ୟ, ଲଦ୍ଦାଖର ଅଧିକାଂଶ ଅଞ୍ଚଳ ପାର୍ବାତ୍ୟାଞ୍ଚଳ । ସେଥିପାଇଁ ବିପଦ ଆଶଙ୍କା ଅଧିକ ରହିଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । କୁହାଯାଉଛି କି କାରଗିଲଠାରୁ ୨୫୦ କିଲୋମିଟର ଦୂରରେ ଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ । ଏହା ପୂର୍ବରୁ ହରିୟାଣା ଓ ଦିଲ୍ଲୀରେ ବର୍ଷର ପ୍ରଥମ ଦିନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅସନ୍ତୋଷ ବ୍ୟକ୍ତକଲେ ସିଜେଆଇ

ନୂଆଦିଲ୍ଲୀ,୧୫ା୭:ଆପଣ ଯଦି ପ୍ରତିଦିନ ଗୋଟିଏ ଲେଖାଏ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିବେ ତେବେ ସେଗୁଡ଼ିକର ଶୁଣାଣି ପାଇଁ ଆମକୁ ଏକ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା...

ଭାଜପା ସରକାରଙ୍କୁ ପୁଣି ଘେରିଲେ ବରୁଣ, ରୁଟି-କପଡ଼ା-ମକାନ ପରେ ଏବେ ଚିକିତ୍ସା ବି ହେଲା ମହଙ୍ଗା…

ନୂଆଦିଲ୍ଲୀ, ୨।୭ : ଦେଶରେ ବୃଦ୍ଧି ପାଉଥିବା ଦରଦାମ୍‌ ବୃଦ୍ଧି ନେଇ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ନିଜ ସରକାରକୁ ପୁଣି ଘେରିଛନ୍ତି। ଏହା ପ୍ରଥମ...

ନିଯୁକ୍ତି ଲକ୍ଷ୍ୟ ୨ଗୁଣ କଲେ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଟିସିଏସ୍‌, ଇନ୍‌ଫୋସିସ, ଓ୍ବିପ୍ରୋ ଏବଂ ଏଚ୍‌ସିଏଲ୍‌ ଭଳି ଦେଶର ୪ ପ୍ରମୁଖ ଆଇଟି କମ୍ପାନୀ ଚଳିତ ଆର୍ଥତ୍କ ବର୍ଷ ଲାଗି ସେମାନଙ୍କ ନିଯୁକ୍ତି ପ୍ରଦାନ...

ଚାଇନା ହାତରେ ଖେଳୁଛି ଆମେରିକା

ନୂଆଦିଲ୍ଲୀ, ୭ା୬: ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ। ଚାଇନାର ଉହାନ୍‌ ସହରରୁ ବ୍ୟାପି ସାରା ବିଶ୍ୱକୁ ଏହି ଭୂତାଣୁ ଥରହର କରିପକାଇଛି। ଆମେରିକା...

ମିଛ କହୁଛି ଭାଜପା: ରାହୁଲ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଯେଉଁ ନାଗରିକତ୍ୱ ସଂଶୋଧନ...

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି...

କୃଷି ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ପଛକୁ ହଟିଛୁ ହେଲେ ପୁଣି ଆଗେଇବୁ…

ନୂଆଦିଲ୍ଲୀ, ୨୫।୧୨: କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ମନ୍ତବ୍ୟ ନେଇ ଏବେ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ମହାରାଷ୍ଟ୍ରର ନାଗପୁର ଠାରେ ଏକ...

କରୋନା ଭାଇରସ ଭଳି ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କଲେ ପୋଲିସ

ଚେନ୍ନାଇ,୨୮।୩: କରୋନା ଭାଇରସ ସଂକ୍ରମଣ ସମୟରେ ଘରେ ରହିବା କେତେ ଜରୁରୀ ତାହା ଏପର୍ଯ୍ୟନ୍ତ ଅଧିକାଂଶ ଲୋକେ ବୁଝି ପାରି ନ ଥିବା କୁହାଯାଏ। ସବୁ...

Advertisement
Archives

Model This Week