ଜୁଡୋ-କରାଟେ କେନ୍ଦ୍ରରେ ଜାରି ରହିଛି ଆତଙ୍କବାଦୀଙ୍କ ପ୍ରଶିକ୍ଷଣ: ଏନଆଇଏର ଦାବି…
ନୂଆଦିଲ୍ଲୀ, ୨୦।୯ : ଦେଶରେ ଆତଙ୍କବାଦୀଙ୍କୁ ତାଲିମ ଦେବା ପାଇଁ ଜୁଡୋ-କରାଟେ କେନ୍ଦ୍ରର ବ୍ୟବହାର କରାଯାଉଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ସମେତ ଦେଶର ବିଭିନ୍ନ ରାଜ୍ୟରେ ଏଭଳି କେନ୍ଦ୍ରରେ ଆତଙ୍କବାଦୀ ତାଲିମ ଶିବିର ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହିତ ସଂଯୁକ୍ତ…
କେଜରିଓ୍ବାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୩୦ ପୂର୍ବତନ ଆଇପିଏସ୍ ଅଫିସର…
ନୂଆଦିଲ୍ଲୀ, ୨୦।୯ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ବିରୋଧରେ ପୂର୍ବତନ ୩୦ ଜଣ ଆଇପିଏସ ଅଫିସର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ଗୁଜରାଟ ଗସ୍ତ ସମୟରେ କେଜରିୱାଳ ଦେଶର ପୋଲିସଙ୍କର ମନୋବଳକୁ…
୧୧ ନକଲି ସାଧୁ ଗିରଫ, ୭୦ ହଜାର ଟଙ୍କା ଜବତ…
ଇଟାନଗର, ୨୦।୯ : ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ଜିଲାରୁ ୧୧ ଜଣ ନକଲି ସାଧୁଙ୍କୁ ପୋଲିସ ଗିରଫ କରିଛି। ପଶ୍ଚିମବଙ୍ଗର ମାଲଦାଠାରେ ଆଶ୍ରମ ନିର୍ମାଣ ନାମରେ ସେମାନେ ଘରଘର ବୁଲି ଟଙ୍କା ସଂଗ୍ରହ କରୁଥିଲେ। ଏହି ଗ୍ୟାଙ୍ଗର ସନ୍ଦେହଜନକ କାର୍ଯ୍ୟକଳାପ…
ହାଇବ୍ରିଡ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ…
ନୂଆଦିଲ୍ଲୀ, ୨୦।୯ : ଆମର ପଡୋଶୀ ଦେଶଗୁଡିକରେ ସୁରକ୍ଷା ପରିବେଶ ନାହିଁ। ଏଭଳି ପରିସ୍ଥିତିରେ ଆମେ ସବୁବେଳେ ହାଇବ୍ରିଡ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଉଚିତ ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀ ମଙ୍ଗଳବାର…
ଅନୁମତି ମିଳୁ ଅବା ନମିଳୁ ଶିବାଜୀ ପାର୍କରେ କରିବୁ ଦଶହରା ରାଲି, ଉଦ୍ଧବ ସମର୍ଥକଙ୍କ ଘୋଷଣା…
ମୁମ୍ବାଇ, ୨୦।୯ : ଶିବାଜୀ ପାର୍କରେ ଦଶହରା ରାଲି ନେଇ ଉଦ୍ଧବ ଠାକରେଙ୍କ ସମର୍ଥକଙ୍କ ପକ୍ଷରୁ ମଙ୍ଗଳବାର ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀଙ୍କୁ ଉଦ୍ଦେଶ୍ୟରେ ଉଦ୍ଧବଙ୍କ ସମର୍ଥକଙ୍କ ପକ୍ଷରୁ କୁହାଯାଇଛି ଯେ, ଅନୁମତି ମିଳୁ ଅବା ନମିଳୁ…
ଆମ ବିରୋଧରେ ଅଣାଯାଇଛି ମିଥ୍ୟା ଅଭିଯୋଗ: ଅଜିତ ପାଓ୍ବାର…
ମୁମ୍ବାଇ, ୨୦।୯ : ମହାରାଷ୍ଟ୍ରରେ ବେଦାନ୍ତ-ଫକ୍ସକନ ଚୁକ୍ତି ବନ୍ଦ ହେବା ପରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ବୃଦ୍ଧି ପାଇବାରେ ଲାଗିଛି। ମହାବିକାଶ ଆଘାଡ଼ି (ଏମଭିଏ )ସରକାରଙ୍କ କାରଣରୁ ଏହି ପ୍ରକଳ୍ପ ଗୁଜରାଟକୁ ଯାଇଥିବା ଭାଜପା ନେତାମାନେ ଅଭିଯୋଗ କରିଛନ୍ତି। ବିଧାନସଭାରେ ବିରୋଧୀ ଦଳର…
ରାଣେଙ୍କୁ ଝଟ୍କା, ବଙ୍ଗଳାର ବେଆଇନ ନିର୍ମାଣ ୨ ସପ୍ତାହରେ ଭାଙ୍ଗିବାକୁ ହାଇକୋର୍ଟଙ୍କ ନୋଟିସ…
ମୁମ୍ବାଇ, ୨୦।୯ : କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ବମ୍ବେ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇର ଜୁହୁ ଅଞ୍ଚଳରେ ନାରାୟଣ ରାଣେଙ୍କ ବଙ୍ଗଳା ଭାଙ୍ଗିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଏହି ବେଆଇନ…
ଉତ୍ତରାଖଣ୍ଡ କ୍ୟାବିନେଟରେ ହୋଇପାରେ ବଡ ଧରଣର ଅଦଳବଦଳ, ମୁଖ୍ୟମନ୍ତ୍ରୀ ଧାମିଙ୍କୁ ମନ୍ତ୍ରୀଙ୍କ ରିପୋର୍ଟ ମାଗିଲେ ଭାଜପା ହାଇକମାଣ୍ଡ
ଡେରାଡୁନ,୨୦ ।୯: ଉତ୍ତରାଖଣ୍ଡ କ୍ୟାବିନେଟରେ ଖୁବଶୀଘ୍ର ବଡ ଧରଣର ଅଦଳବଦଳ ହୋଇପାରେ । ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ କ୍ୟାବିନେଟରେ ଏହା ପ୍ରଥମ ଅଦଳବଦଳ ହେବ । ଯେଉଁଥିରେ ମନ୍ତ୍ରୀଙ୍କ ପୋର୍ଟଫୋଲିଓ ବଦଳି…
ଜମ୍ମୁ-କଶ୍ମୀରର ସୁଫି ପରମ୍ପରାକୁ ନଷ୍ଟ କରିଛି ଭାଜପା: ମେହବୁବାଙ୍କ ଅଭିଯୋଗ…
ଶ୍ରୀନଗର, ୨୦।୯ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତି ମଙ୍ଗଳବାର ଭାଜପା ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଜମ୍ମୁ-କଶ୍ମୀରର ସମସ୍ତ ଧାର୍ମିକ ତଥା ସୁଫି ପରମ୍ପରାକୁ ଭାଜପା ନଷ୍ଟ କରି ଦେଇଥିବା ସେ ଅଭିଯୋଗ…
ସବକା ସାଥ୍-ସବକା ବିଶ୍ୱାସ ଭାଜପାକୁ ଅନ୍ୟ ଦଳଠାରୁ ପୃଥକ କରୁଛି: ପ୍ରଧାନମନ୍ତ୍ରୀ…
ଗାନ୍ଧିନଗର, ୨୦।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାଜପା ଶାସିତ ମ୍ୟୁନିସିପାଲିଟି କର୍ପୋରେଶନର ମେୟରମାନଙ୍କୁ ସେମାନଙ୍କ ସହରର ସର୍ବଦଳୀୟ ବିକାଶ ପାଇଁ ଯୋଜନା କରିବାକୁ ଆହ୍ବାନ ଦେଇଛନ୍ତି ଏବଂ କହିଛନ୍ତି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚିତ ପ୍ରତିନିଧୀଙ୍କ ଚିନ୍ତାଧାରା…
ହିଜାବ୍ ଇସଲାମର ଅନିବାର୍ଯ୍ୟ ଅଂଶ ନୁହେଁ, କହିଲେ ସରକାର…
ନୂଆଦିଲ୍ଲୀ, ୨୦।୯ : ମଙ୍ଗଳବାର ସୁପ୍ରିମକୋର୍ଟରେ କର୍ନାଟକ ହାଇକୋର୍ଟଙ୍କ ଶିକ୍ଷାନୁଷ୍ଠାନରେ ହିଜାବ୍କୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ପିଟିଶନଗୁଡ଼ିକର ଶୁଣାଣି ହୋଇଥିଲା। ସର୍ବୋଚ୍ଚ ଅଦାଲତରେ ଶୁଣାଣିର ଅଷ୍ଟମ ଦିନରେ କର୍ନାଟକ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି…
ମାନ୍ଙ୍କ ଘଟଣାର ହେବ ଯାଞ୍ଚ୍, କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ…
ନୂଆଦିଲ୍ଲୀ, ୨୦।୯ : ମଦ୍ୟପାନ ଅଭିଯୋଗରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଜର୍ମାନରେ ଲୁଫଥାନ୍ସା ଏୟାର ଲାଇନ୍ସ ବିମାନ ଅବତରଣ କରିବା ଘଟଣାର ଯାଞ୍ଚ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କହିଛନ୍ତି ଯେ ଏହି…
Archives


