Posted inଜାତୀୟ

ଗୁଜରାଟ ଏଏପିରେ ପରିବର୍ତ୍ତନ

ଅହମ୍ମଦାବାଦ,୫।୧: ଗୁଜରାଟ ବିଧାନସଭା ନିର୍ବାଚନ ପରାଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟରେ ଏକ ବଡ ପରିବର୍ତ୍ତନ କରିଛି। ଏଏପିର ରାଜ୍ୟ ସଭାପତି ଗୋପାଳ ଇଟାଲିୟାଙ୍କୁ ଜାତୀୟ ଯୁଗ୍ମ ସଚିବ ଏବଂ ମହାରାଷ୍ଟ୍ରରେ ଏଏପିର ସହ-ପ୍ରଭାରୀ କରାଯାଇଛି। ଗୁଜରାଟ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡଭିଙ୍କୁ ନୂତନ ରାଜ୍ୟ ସଭାପତି କରାଯାଇଛି। ସଭାପତିଙ୍କ ବ୍ୟତୀତ ରାଜ୍ୟରେ ୬ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି। ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଇସୁଦାନ ଏବଂ ଗୋପାଳ ଇଟାଲିୟା ନିଜ ଆସନରେ ହାରିଯାଇଥିଲେ। ଗୁଜରାଟ ବିଧାନସଭା ନିର୍ବାଚନ ଜିତିବାକୁ ଆମ ଆଦମୀ ପାର୍ଟି ସମସ୍ତ ଉଦ୍ୟମ କରିଥିଲା। କିନ୍ତୁ ଦଳକୁ କେବଳ ପାଞ୍ଚଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକ୍‌ଟକ୍‌ ବ୍ୟବହାରକାରୀଙ୍କ ପାଇଁ ବିକଳ୍ପ ଏହି ଆପ୍‌, ୨୫ ଲକ୍ଷରୁ ଅଧିକ କଲେଣି ଏହାକୁ ଡାଉନଲୋକ

ନୂଆଦିଲ୍ଳୀ,୩୦।୬: ଭାରତରେ ଟିକ୍‌ଟକ୍‌ ବ୍ୟାନ ହେବାପରେ ଏବେ ଭାରତୀୟ ଆପ୍‌ ଚିଙ୍ଗାରୀର ଚାହିଦା ବୃଦ୍ଧି ପାଇଛି। ଏହି ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରେ ୨୫ ଲକ୍ଷରୁ...

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଜୟପୁର, ୯ା୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଆଉ ଦୁଇଜଣ କେନ୍ଦ୍ରମନ୍ତ୍ରୀ କରୋନା...

ସୌରଭ ଗାଙ୍ଗୁଲିଙ୍କ ହାର୍ଟ ସର୍ଜରୀ ସଫଳ

କୋଲକାତା,୩।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଶନିବାର ହାର୍ଟ ଆଟାକ୍‌ ଆସିଥିଲା। ଚିକିତ୍ସା ପାଇଁ ତାଙ୍କୁ ଉଡ୍‌ଲ୍ୟାଣ୍ଡସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ...

ନିର୍ମାଣ ହେବ ନୂଆ ସଂସଦ ଭବନ: ଦୌଡ଼ରେ ୭ କମ୍ପାନୀ

ନୂଆଦିଲ୍ଲୀ, ୧୫।୭: ଭାରତର ନୂଆ ସଂସଦ ଭବନ ନିର୍ମାଣ କରାଯିବ। ଏଥିପାଇଁ ଦୌଡ଼ରେ ୭ଟି କମ୍ପାନୀ ରହିଛନ୍ତି। ସେସବୁ କମ୍ପାନୀ ମଧ୍ୟରେ ଉତ୍ତରପ୍ରଦେଶ ସରକାରୀ ନିଗମ...

ଚତୁର୍ଥ ଦିନରେ ବି ଇଡି ଘେରରେ ରାହୁଲ, ବାଚସ୍ପତିଙ୍କୁ ଭେଟିଲେ କଂଗ୍ରେସ ନେତା, ସାରା ଦେଶର ରାଜଭବନରେ ଘେରାଉ

ନୂଆଦିଲ୍ଲୀ,୧୬ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଚତୁର୍ଥ ଦିନରେ ବି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧଙ୍କୁ ପଚରାଉଚରା କରାଯାଉଛି । ଏହାକୁ ବିରୋଧ କରି...

ଇସ୍ତଫା ଦେଲେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ

ନୂଆଦିଲ୍ଲୀ,୯ ।୧୦: ରାଜଧାନୀ ଦିଲ୍ଲୀରେ ପୁଣିଥରେ ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ସାମ୍ନା ସାମ୍ନି ହୋଇଛନ୍ତି । ଦେବୀ-ଦେବତାଙ୍କୁ ଅପମାନ କରିଥିବା...

‘ସଚିନଙ୍କ ପାଇଁ ଭାଜପା ଦ୍ୱାରା ଖୋଲା’

ଜୟପୁର,୨୬।୯: ରାଜସ୍ଥାନରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ୟୁନିଟ ସଭାପତି ସତୀଶ ପୁନିଆ କଂଗ୍ରେସର କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପୁନିଆ କହିଛନ୍ତି , ସଚିନ...

ସାଇକେଲରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ଦର୍ଜି, କହିଲେ ବିଧାୟକ ହେଲେ ପ୍ରଥମେ ନିଜର ବିକାଶ କରିବି

ଶେଖପୁରା,୯ ।୧୦: ବିଧାୟକ ହେଲେ ପ୍ରଥମେ ଜନତାଙ୍କ ପାଇଁ କାମ କରିବି । ଏଭଳି କଥା ପ୍ରାୟ ସବୁ ରାଜନେତା ନିର୍ବାଚନ ପୂର୍ବରୁ କହିଥିବା ସମସ୍ତେ...

Advertisement
Archives

Model This Week