ଜାତୀୟ

ମେଘାଳୟରେ ସରକାର ଗଠନ କରିବ ଟିଏମ୍‌ସି: ସୁଷ୍ମିତା ଦେବ…

କୋଲକାତା,୪।୧ : ତୃଣମୂଳ କଂଗ୍ରେସ(ଟିଏମ୍‌ସି)ନେତ୍ରୀ ତଥା ରାଜ୍ୟସଭା ସଦସ୍ୟା ସୁଷ୍ମିତା ଦେବ କହିଛନ୍ତି ଯେ ମେଘାଳୟର ଲୋକମାନେ ବର୍ତ୍ତମାନର କୋନରାଡ ସାଙ୍ଗମା ସରକାରରେ ଆତଙ୍କିତ ଅଛନ୍ତି। ମେଘାଳୟର ଜନସାଧାରଣଙ୍କ ଆଗରେ ଟିଏମ୍‌ସି ହେଉଛି ଏକମାତ୍ର ବିକଳ୍ପ ଏବଂ ମୁକୁଲ ସାଙ୍ଗମାଙ୍କ ନେତୃତ୍ୱରେ…

ସୁରକ୍ଷା ଯାଞ୍ଚ୍‌: ବିମାନ ବନ୍ଦରର ମହିଳାଙ୍କୁ ପୋଷାକ ବାହାର କରିବାକୁ କୁହାଗଲା…

ବେଙ୍ଗାଲୁରୁ,୪।୧ : ବେଙ୍ଗାଲୁରୁ ବିମାନବନ୍ଦରରେ ସୁରକ୍ଷା ନାମରେ ଜଣେ ମହିଳା ସଙ୍ଗୀତଜ୍ଞଙ୍କର ପାଷାକ ବାହାର କରାଯାଇ ଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ପୀଡିତା କହିଛନ୍ତି ଯେ ଏହା ଅତ୍ୟନ୍ତ ଅପମାନଜନକ। ଜଣେ ମହିଳାଙ୍କ ପୋଷାକ ବାହାର କରିବାର ଆବଶ୍ୟକତା…

ମହାରାଷ୍ଟ୍ରରେ ଶକ୍ତି ସଙ୍କଟ ଆଶଙ୍କା, ୭୨ ଘଣ୍ଟିଆ ଧର୍ମଘଟରେ ବିଦ୍ୟୁତ୍‌ କମ୍ପାନୀ କର୍ମଚାରୀ, ଜରୁରୀ ସେବା ଆଇନ ଲାଗୁ …

ନୂଆଦିଲ୍ଲୀ,୪।୧ : ମହାରାଷ୍ଟ୍ରର ତିନୋଟି ସରକାରୀ ବିଦ୍ୟୁତ କମ୍ପାନୀର ହଜାର ହଜାର କର୍ମଚାରୀ ବୁଧବାରଠାରୁ ୭୨ ଘଣ୍ଟିଆ ଧର୍ମଘଟ ଆରମ୍ଭ କରିଛନ୍ତି। କର୍ମଚାରୀମାନେ ଏହି କମ୍ପାନୀଗୁଡିକର ଘରୋଇକରଣକୁ ବିରୋଧ କରୁଛନ୍ତି। ଫଳରେ ରାଜ୍ୟରେ ଶକ୍ତି ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି।…

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ମାମଲା, ଏଫଆଇଆର ରୁଜୁ କଲା ଏୟାର ଇଣ୍ଡିଆ…

ନୂଆଦିଲ୍ଲୀ,୪।୧ : ଏୟାର ଇଣ୍ଡିଆ ବିମାନରୁ ଏକ ମାମଲା ସାମ୍ନାକୁ ଆସିଛି। ଆମେରିକାରୁ ଦିଲ୍ଲୀ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ଏବଂ ଏୟାର ଇଣ୍ଡିଆର…

ଆଜମଙ୍କୁ ଝଟ୍‌କା: ମାମଲା ରାଜ୍ୟ ବାହାରକୁ ସ୍ଥାନାନ୍ତରଣ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୪।୧ : ସମାଜବାଦୀ ପାର୍ଟି (ଏସପି )ନେତା ଆଜମ ଖାନଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟକା ଲାଗିଛି। ଏସପି ନେତା ତାଙ୍କ ବିରୋଧରେ ୟୁପିରେ ପଞ୍ଜୀକୃତ ହୋଇଥିବା କେତେକ ମାମଲା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଦାବିକୁ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ, ମୃତ୍ୟୁ ହାର ୧.୧୯ ପ୍ରତିଶତ…

ନୂଆଦିଲ୍ଲୀ, ୪।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବୁଧବାର ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଦୈନିକ ପଜିଟିଭ୍‌…

ଭାରତ-ତିବ୍ଦତୀୟ ସୀମାରେ ଅନୁପ୍ରବେଶ ପାଇଁ ଚାଇନା ଦାୟୀ…

ନୂଆଦିଲ୍ଲୀ,୪।୧ : ତିବ୍ଦତର ନିର୍ବାସିତ ସରକାରଙ୍କ ମୁଖ୍ୟ ୟା ସିକିୟୋଙ୍ଗ, ପେନପା ଶେରିଙ୍ଗ ଭାରତ-ତିବ୍ଦତୀୟ ସୀମାରେ ଅନୁପ୍ରବେଶ ପାଇଁ ଚାଇନାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ସୀମାରେ ଥିବା ସମସ୍ତ ଅନୁପ୍ରବେଶ ଏକପାଖିଆ ଏବଂ କେବଳ ଚାଇନା ଦ୍ୱାରା ହିଁ ଦ୍ୱାରା…

ମୁମ୍ବାଇରେ ଜୈନ ସମ୍ପ୍ରଦାୟ ପକ୍ଷରୁ ପ୍ରଦର୍ଶନ ଜାରି, ରାସ୍ତା ଅବରୋଧ କଲେ ଲୋକେ…

ମୁମ୍ବାଇ,୪।୧ : ଜୈନ ସମ୍ପ୍ରଦାୟ ପକ୍ଷରୁ ଗୁଜରାଟ ଏବଂ ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଛି। ବୁଧବାର ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏଭଳି କରାଯାଇଛି। ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଶ୍ରୀ ସମ୍ମେଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା କରିବା ଏବଂ…

ରାହୁଲ ଜଣେ ଯୋଦ୍ଧା: ପ୍ରିୟଙ୍କା

ଗାଜିଆବାଦ୍‌, ୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଯୋଦ୍ଧା। ଶାସକ ଦଳର ପରାକ୍ରମରେ ସେ ଭୟ କରୁ ନ ଥିବା ଦଳୀୟ ନେତ୍ରୀ ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି। ମଙ୍ଗଳବାର ଭାରତ ଯୋଡ଼ୋ ଯାତ୍ରା ଦିଲ୍ଳୀରୁ ଉତ୍ତର…

‘ନୈତିକତା ଦୃଷ୍ଟିରୁ ଆମ ଦେଶ ନିକୃଷ୍ଟ’

ନୂଆଦିଲ୍ଲୀ, ୪।୧: ପାକିସ୍ତାନର ଅବସରପ୍ରାପ୍ତ ଆର୍ମି ଅଫିସର ଆଦିଲ ରାଜାଙ୍କ ମନ୍ତବ୍ୟକୁ ନେଇ ପାକ୍‌ ଅଭିନେତ୍ରୀ କଡ଼ା ନିନ୍ଦା କରିବା ଆରମ୍ଭ କରିଛନ୍ତି। ଏକ ୟୁଟ୍ୟୁବ୍‌ ଭିଡିଓରେ ଆଦିଲ କହିଛନ୍ତି, ପାକ୍‌ ମିଲିଟାରି କେତେଜଣ ଅଭିନେତ୍ରୀଙ୍କୁ ନେଇ ରାଜନେତାମାନଙ୍କୁ ହନିଟ୍ରାପ୍‌ ଜାଲରେ…

କଲେଜ ପରିସରରେ ଛାତ୍ରୀଙ୍କୁ ଛୁରିଭୁସି ହତ୍ୟା

ବେଙ୍ଗାଲୁରୁ, ୪।୧: ବେଙ୍ଗାଲୁରୁ ପ୍ରେସିଡେନ୍ସି କଲେଜ ପରିସରରେ ଜଣେ ଛାତ୍ରୀଙ୍କୁ ଅନ୍ୟ କଲେଜର ଛାତ୍ର ଛୁରିଭୁସି ହତ୍ୟା କରିଛନ୍ତି । ଲାୟାସ୍ମତାଙ୍କୁ ତାଙ୍କ ଦୂର ସମ୍ପର୍କୀୟ ଭାଇ ପଓ୍ବନ କଲ୍ୟାଣ ଏକତରଫା ପ୍ରେମ କରୁଥିଲେ। ସେ ଲାୟାସ୍ମିତାଙ୍କୁ ବିବାହ କରିବାକୁ ଚାହୁଁଥିଲେ।…

ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ଦାୟୀ ନୁହନ୍ତି

ନୂଆଦିଲ୍ଲୀ,୪ା୧: ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାରଙ୍କୁ ପରୋକ୍ଷରେ ଦାୟୀ କରାଯାଇପାରିବ ନାହିଁ। ଏଥିସହ ସରକାରୀ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ୪:୧ ସଂଖ୍ୟାଗରିଷ୍ଠ ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?