ଜାତୀୟ

ବିମାନରେ ପରିସ୍ରା ମାମଲା: ୪ କ୍ୟାବିନ କ୍ରୁ, ଜଣେ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୭।୧: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଏୟାର ଇଣ୍ଡିଆ ପକ୍ଷରୁ ୪ କ୍ୟାବିନ କ୍ରୁ ଏବଂ ଜଣେ ପାଇଲଟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏଥିସହ…

ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ, ସାପ୍ତାହିକ ସଂକ୍ରମଣ ୦.୧୨ ପ୍ରତିଶତ…

ନୂଆଦିଲ୍ଲୀ, ୭।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…

ଚାମୋଲି ଯିବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌,୭।୧: ଉତ୍ତରାଖଣ୍ଡର ଚାମୋଲି ଜିଲା ଅଧୀନ ଜୋଷୀମଠ ଅଞ୍ଚଳ ଦବୁଥିବାରୁ ଶତାଧିକ ଘର ଏବଂ ରାସ୍ତାରେ ବିପଜ୍ଜନକ ଫାଟ ସୃଷ୍ଟି ହୋଇଛି। ଫଳରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଭୂସ୍ଖଳନ ଯୋଗୁ ଏକ ବିଲ୍ଡିଂ ଢଳିପଡ଼ିଥିବା ବେଳେ ସିଙ୍ଗଧରଠାରେ ଥିବା ଏକ ମନ୍ଦିର…

ବିମାନରେ ଅସଦାଚରଣ କରି ଗିରଫ ହେଲେ ଶଙ୍କର ମିଶ୍ରା

ନୂଆଦିଲ୍ଲୀ,୭।୧: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରି ଚର୍ଚ୍ଚାରେ ଥିବା ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଶୁକ୍ରବାର ରାତିରେ ବେଙ୍ଗାଲୁରୁରୁ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରି ଶନିବାର କୋର୍ଟରେ ହାଜର କରିବ। ସୂଚନାଯୋଗ୍ୟ,…

ଦିଲ୍ଲୀରେ ୧.୫ ଡିଗ୍ରୀ ତାପମାତ୍ରା: ଯାତାୟାତ ବାଧାପ୍ରାପ୍ତ

ନୂଆଦିଲ୍ଲୀ,୭।୧୨: ଜାତୀୟ ରାଜଧାନୀରେ ଶୀତଲହରୀ ଜାରି ରହିଛି। ଗୁରୁବାର ରାତିରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନେକ ଅଞ୍ଚଳରେ ଘନକୁହୁଡି ଦୃଶ୍ୟମାନ ହୋଇଥିଲା। ଫଳରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ, ଖରାପ ପାଗ…

ଭାରତ ଯୋଡ଼ୋ ଯାତ୍ରାରେ କେନ୍ଦ୍ରକୁ ଟାର୍ଗେଟ

ପାନିପଥ,୭ା୧(ପି.ଟି.): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଅବସରରେ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ହରିୟାଣାର ପାନିପଥଠାରେ ଏକ ରାଲିକୁ ସମ୍ବୋଧନ କରି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ଏହି ସରକାର ଅମଳରେ ଦରଦାମ୍‌ ଆକାଶଛୁଆଁ…

ଜୋଷୀମଠ ଭୂମି ଧସିବା ଘଟଣାକୁ ନେଇ କମିଟି ଗଠନ କଲେ କେନ୍ଦ୍ର ସରକାର, ୩ ଦିନରେ ବେଦାକୁ ପଡିବ ରିପୋର୍ଟ

ନୂଆଦିଲ୍ଲୀ,୭ ।୧: ଉତ୍ତରାଖଣ୍ଡର ଜୋଷୀମଠ ଭୁମି ଧସିବା ଘଟଣାକୁ ନେଇ କେନ୍ଦ୍ର ସରକାର ଆଲର୍ଟ ହୋଇଯାଇଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଜୋଷୀମଠ ଭୁମି ଧସିବା ଘଟଣାକୁ ନେଇ ଏକ କମିଟି ଗଠନ କରିଛନ୍ତି । କମିଟି ଉକ୍ତ ଘଟଣା…

ସରକାରଙ୍କ ଆତଙ୍କବାଦ ଉପରେ ପ୍ରହାର, ଜୈଶ-ଏ-ମହମ୍ମଦ ସହ ଜଡିତ ପିଏଏଫଏଫକୁ ଘୋଷଣା କରାଗଲା ଆତଙ୍କବାଦୀ ସଙ୍ଗଠନ

ନୂଆଦିଲ୍ଲୀ,୭ ।୧: ଭାରତ ସରକାର ପୁଣିଥରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଉପରେ ବଡ ପ୍ରହାର କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ‘ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ’(ପିଏଏଫଏଫ)କୁ ଆତଙ୍କବାଦୀ ସଙ୍ଗଠନ…

ଲାଞ୍ଚୁଆ ବାବୁଙ୍କ ନାଁ କୁହନି, ଫଟୋ ଦେଖାଅନି

ନୂଆଦିଲ୍ଲୀ,୭ା୧: ଲାଞ୍ଚ ମାମଲାରେ କୌଣସି ଅଭିଯୁକ୍ତ କୋର୍ଟରେ ଦୋଷୀ ପ୍ରମାଣିତ ନ ହେବା ଯାଏ ତାଙ୍କ ନାମ କିମ୍ବା ଫଟୋ ପ୍ରଘଟ ନ କରିବାକୁ ରାଜସ୍ଥାନର ଆଣ୍ଟାଇ-କରପ୍ସନ ବ୍ୟୁରୋ (ଏସିବି) ପକ୍ଷରୁ ଏହାର ଅଧିକାରୀମାନଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦେଶକୁ ନେଇ ବିବାଦ…

ୟୁନିଟେକ୍‌ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ୩୯୫ କୋଟି ଟଙ୍କା ଆଇଡିବିଆଇ ବ୍ୟାଙ୍କ ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ୟୁନିଟେକ୍‌ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକମାନଙ୍କ ନାଁରେ ସିବିଆଇ ଶୁକ୍ରବାର ନୂଆ ମାମଲା ରୁଜୁ କରିଛି। ଦୁର୍ନୀତି ଅଭିଯୋଗର ୬ ମାସ ପରେ କେନ୍ଦ୍ରୀୟ ତଦନ୍ତ…

ଜନଗଣନା ଆହୁରି ବିଳମ୍ବିତ ହେବ

ନୂଆଦିଲ୍ଲୀ,୭ା୧(ପି.ଟି.): ପ୍ରତି ଦଶବର୍ଷରେ ହେଉଥିବା ଜନଗଣନା ବିଳମ୍ବିତ ହୋଇଥିବାବେଳେ ଏହା ପୁଣିଥରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଜଣାପଡ଼ିଛି। ଜନଗଣନାର ଘର ତାଲିକା ପର୍ଯ୍ୟାୟ ଏବଂ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍‌ପିଆର୍‌) ସଂଶୋଧନ ସାରା ଦେଶରେ ୨୦୨୦ ଏପ୍ରିଲ…

ଟ୍ରକ୍‌ ଘୋଷାଡ଼ି ନେବାରୁ ଜଳିଗଲେ ସ୍କୁଟର ଚାଳକ

କୋଲକାତା,୭ା୧: ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଗୁରୁବାର ରାତିରେ ଏକ ଟ୍ରକ୍‌ ସ୍କୁଟରକୁ ଧକ୍କା ଦେବା ପରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ସ୍କୁଟର ସମେତ ଏହାର ଚାଳକ ଜଳିଯାଇଛନ୍ତି। ନର୍ଥ ବେଙ୍ଗଲ ୟୁନିଭର୍ସିଟିର ୨ ନମ୍ବର ଗେଟ୍‌ ନିକଟ ଶିବମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?