ଜାତୀୟ

କେନ୍ଦ୍ର ସରକାରଙ୍କୁ ପୁଣି ଘେରିଲେ ବରୁଣ…

ବରେଲି,୯।୧ : ଶାସକ ଭାରତୀୟ ଜନତା ପାର୍ଟିର ପିଲଭିତ ନିର୍ବାଚନମଣ୍ଡଳୀର ଏମପି ବରୁଣ ଗାନ୍ଧୀ ପୁଣି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ଆଖୁ ଚାଷୀଙ୍କୁ ଚିନି କଳ ମାଲିକମାନେ ରହିଥିବା ବକେୟା ଶୀଘ୍ର ପୈଠ କରିବା ଆବଶ୍ୟକ। ନହେଲେ ଚାଷୀମାନଙ୍କର…

ଫେବୃୟାରୀ ୧୩ରୁ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ…

ନୂଆଦିଲ୍ଲୀ,୯।୧ : ଫେବୃଆରୀ ୧୩ ରୁ ୧୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ -୨୦୨୩ ଆୟୋଜିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହା ଘୋଷଣା କରିଛି। ମନ୍ତ୍ରଣାଳୟ କହିଛି ଯେ ଏହା ହେଉଛି ତୀର ଭାରତର ୧୪ ତମ ଶୋ।…

ଭାରତର କରୋନା ପରିଚାଳନା ଦୁନିଆର ସର୍ବଶ୍ରେଷ୍ଠ: ଆଦର ପୁନାୱାଲା

ପୁଣେ,୯।୧: ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍‌ଆଇଆଇ)ର ସିଇଓ ଆଦର ପୁନାୱାଲା ପୁଣେରେ ଏକ ଇଭେଣ୍ଟରେ କରୋନା ମହାମାରୀ ବିରୋଧରେ ଭାରତର ସଂଗ୍ରାମକୁ ପ୍ରଶଂସା କରିଛନ୍ତି। ଏହି ବିଶ୍ୱ ମହାମାରୀର ପ୍ରଭାବରୁ ଦେଶକୁ ରକ୍ଷା କରିବାରେ ସରକାର ଏବଂ ସ୍ବାସ୍ଥ୍ୟସେବା ଏକ…

ଜୋଷୀମଠ ପ୍ରସଙ୍ଗର ଶୁଣାଣି ଶୀଘ୍ର କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୯।୧ : ଉତ୍ତରାଖଣ୍ଡର ଅନ୍ୟତମ ପ୍ରସିଦ୍ଧ ସହର ଜୋଷୀମଠ କ୍ରମାଗତ ଭାବରେ ଦବିବାରେ ଲାଗିଛି। ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରଧାନ ବିଚାରପତି ଠି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସେ ଏହି ମାମଲାକୁ ମଙ୍ଗଳବାର ଉଲ୍ଲେଖ…

ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ…

ନୂଆଦିଲ୍ଲୀ, ୯।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…

ଯୋଗୀଙ୍କୁ ଅନୁସରଣ କଲେ ଗେହଲଟ: ଶିକ୍ଷକ ନିଯୁକ୍ତି ପେପର ଲିକ୍‌ ମାମଲାର ମାଷ୍ଟରମାଇଣ୍ଡ କୋଚିଂ ସଂସ୍ଥା ଉପରେ ବୁଲଡୋଜର…

ଜୟପୁର,୯।୧ : ଜେଡିଏ କାର୍ଯ୍ୟନିର୍ବାହୀ ଦଳ ସୋମବାର ସକାଳ ସାଢ଼େ ୭ଟା ରୁ ଜୟପୁରର ଜୋନ-୫ ଅଞ୍ଚଳର ଗୋପାଳପୁର ବାଇପାସ ମୁଖ୍ୟ ରୋଡ ଗୁର୍ଜର ଥାଡିରେ ପହଞ୍ଚିଛି। ଯେଉଁଠାରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ପେପର ଲିକ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ଦ୍ୱାରା…

ଚନ୍ଦା କୋଚରଙ୍କୁ ମିଳିଲା ଜାମିନ

ପୁଣେ,୯।୧: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଏବଂ ତାଙ୍କ ବ୍ୟବସାୟୀ ସ୍ବାମୀ ଦୀପକ କୋଚରଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଆଇସିଆଇସିଆଇ ଋଣ ସ୍କାମ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି, ଗିରଫ ଆଇନ ଅନୁଯାୟୀ ନୁହେଁ।…

ତାରିଖ ପରେ ତାରିଖ, ୭୦ ବର୍ଷ ଧରି ବିଚାରଧୀନ ରହିଛି ୧୯୫୩ ମସିହାର ମହାରାଷ୍ଟ୍ରର ଏକ ମାମଲା…

ନୂଆଦିଲ୍ଲୀ,୯।୧ : ଦେଶର କୋର୍ଟରେ ୪ କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି। ବିଚାରାଧୀନ ମାମଲାଗୁଡ଼ିକ ଉପରେ ନ୍ୟାୟିକ ବିଦ୍ୱାନମାନେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ଦେଶର ପୁରାତନ ମାମଲାର ବିଚାର ଗତ ୭୦ ବର୍ଷ ଧରି ଚାଲିଛି। କୋର୍ଟରେ କେବଳ ତାରିଖ…

ଇଣ୍ଡିଗୋ ବିମାନର ଏୟାର ହୋଷ୍ଟେସଙ୍କୁ ଦୁର୍ବବ୍ୟହାର

ନୂଆଦିଲ୍ଲୀ,୯ ।୧: ଏୟାର ଇଣ୍ଡିଆର ବିମାନରେ ଜଣେ ବରିଷ୍ଠ ମହିଳାଙ୍କୁ ଦୁର୍ବବ୍ୟହାର ପରେ ଏବେ ଜଣେ ଏୟାରହୋଷ୍ଟେସଙ୍କୁ ଦୁର୍ବବ୍ୟହାର ମାମଲା ସାମ୍ନାକୁ ଆସିଛି । ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଏୟାରହୋଷ୍ଟେସଙ୍କ ସହ ଏହି ଦୁର୍ବବ୍ୟହାର ହୋଇଛି । ଫ୍ଲାଇଟରେ ଯାତ୍ରା…

ବଢୁଛି ଘରୋଇ ହିଂସା, ଗତ ବର୍ଷ ମହିଳା କମିଶନରେ ୬,୯୦୦ ମାମଲା ରୁଜୁ…

ନୂଆଦିଲ୍ଲୀ,୯।୧ : ଦେଶରେ ମହିଳାଙ୍କ ପ୍ରତି ଘରୋଇ ହିଂସା ମାମଲାରେ ବୃଦ୍ଧି ଘଟିଛି। ୨୦୨୨ ମସିହାରେ, ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ୬,୯୦୦ ମାମଲା ପଞ୍ଜିକୃତ କରିଥିଲା। ବଢୁଥିବା ମାମଲାକୁ ନେଇ ଆୟୋଗ ବହୁତ ଚିନ୍ତିତ। ଗତ ବର୍ଷ ମହିଳାଙ୍କ ବିରୋଧରେ…

ଡ୍ରୋନ ଗୁରୁ ହେବାର ପଥରେ ଭାରତ: ୨୦ ଦେଶ ମଧ୍ୟରେ ୧୭ ତମ ସ୍ଥାନରେ…

ନୂଆଦିଲ୍ଲୀ/ଲାସ ଭେଗାସ,୯।୧ : ଭବିଷ୍ୟତରେ ଡ୍ରୋନ ଗୁରୁ ହେବାର ପଥରେ ଭାରତ ଆଗକୁ ବଢୁଛି। ତେବେ ସାଇବର ସୁରକ୍ଷା କ୍ଷେତ୍ରରେ ଦେଶ ପଛରେ ରହିଛି। କଞ୍ଜ୍ୟୁମର ଇଲେକ୍ଟ୍ରିକ ଶୋ (ସିଇଏସ) ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଏହା ପ୍ରକାଶ ପାଇଛି। ଆମେରିକାର ଲାସ…

ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ କମ୍ପୁଛି ଦେଶ, ଅଧିକାଂଶ ସହରରେ ଜିରୋ ଭିଜିବିଲିଟି

ନୂଆଦିଲ୍ଲୀ,୯ ।୧: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭିଷଣ ଥଣ୍ଡା ଅନୁଭୁତ ହେଉଛି । ସୋମବାର ସକାଳେ ଘନ କୁହୁଡି ସହ ପ୍ରବଳ ଶୀତ ଥରାଇ ଦେଉଛି ଲୋକଙ୍କୁ । ଭାରତୀୟ ମୌସୁମୀ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି କି ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?