ଜାତୀୟ

୧୯ରେ ତେଲେଙ୍ଗାନା ଯିବେ ମୋଦି: ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ, ୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯ ତାରିଖରେ ତେଲେଙ୍ଗାନା ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୭ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ଦୁଇ ମାସ ମଧ୍ୟରେ ଦକ୍ଷିଣ ପ୍ରଦେଶକୁ ଏହା…

ଶ୍ରଦ୍ଧା ହତ୍ୟା ମାମଲା: ଆଉ ୧୪ ଦିନିଆ ନ୍ୟାୟିକ ହେପାଜତରେ ଅଫତାବ

ନୂଆଦିଲ୍ଲୀ,୧୦।୧: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଫତାବଙ୍କ ନ୍ୟାୟିକ ହେପାଜତକୁ ପୁଣି ବଢାଇଦିଆଯାଇଛି। ଦିଲ୍ଲୀର ସାକେତ କୋର୍ଟ ଅଫତାବଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ୧୪ଦିନ ପାଇଁ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ, ଜାନୁଆରୀ ୪ରେ ଡିଏନ୍‌ଏ ରିପୋର୍ଟ ଏହି…

ଭାଜପା ପୁସ୍ତକ ପ୍ରକାଶନ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ,୧୦।୧: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଯାଇଛି। ଶାସକ ଭାଜପା ପ୍ରକାଶ କରିବାକୁ ଯାଉଥିବା ଏକ ପୁସ୍ତକର କଭରରେ କଂଗ୍ରେସ ନେତା ସିଦ୍ଧରମୈୟା ଟିପୁ ସୁଲ୍‌ତାନ ପୋଷାକ ପିନ୍ଧି ହାତରେ ଖଣ୍ଡା ଧରିଥିବା ପୋଷ୍ଟର ବିଭିନ୍ନ…

ଆର୍‌ଏସ୍‌ଏସ୍‌କୁ ଏକବିଂଶ ଶତାବ୍ଦୀର କୌରବ କହିଲେ ରାହୁଲ

ଚଣ୍ଡିଗଡ଼,୧୦।୧: ଭାରତ ଯୋଡ଼ୋ ଯାତ୍ରାରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ଆର୍‌ଏସ୍‌ଏସ୍‌ ନାଁ ନ ନେଇ ଏକବିଂଶ ଶତାବ୍ଦୀର କୌରବମାନେ ହାଫ୍‌ ପ୍ୟାଣ୍ଟ ପିନ୍ଧୁଛନ୍ତି ବୋଲି ରାହୁଲ କହିଥିଲେ।…

ରାହୁଲ କହିଲେ କାହିଁକି ଆଉ କେବେ ପିନ୍ଧିଲେ ହାର୍ଫ ଟି ସର୍ଟ, କେବେ ପିନ୍ଧିବେ ସ୍ୱେଟର

ନୂଆଦିଲ୍ଲୀ,୧୦ ।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ବ୍ୟସ୍ତ । ଏହି ଯାତ୍ରା ସମୟରେ ଦେଶରେ ପ୍ରବଳ ଶୀତ ପଡିଥିଲେ ବି ରାହୁଲ ଭାରତ ଯୋଡୋ ଯାତ୍ରାରେ କେବଳ ଟିସର୍ଟରେ ନଜର…

ଜେଲ୍‌ ଗଲେ ୬ ଅଭିଯୁକ୍ତ

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ମହିଳା ଅଞ୍ଜଳି ସିଂଙ୍କୁ କାର୍‌ରେ ଧକ୍କା ଦେଇ ୧୩ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ିନେବା ଘଟଣାର ୬ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କୁ ଜେଲ୍‌ ହାଜତକୁ ଅଣାଯାଇ ଭିଡିଓ କନ୍‌ଫରେନ୍ସ ଜରିଆରେ…

୫୦ ଯାତ୍ରୀଙ୍କୁ ଛାଡ଼ି ଚାଲିଗଲା ବିମାନ

ବେଙ୍ଗାଲୁରୁ, ୧୦।୧: ମହିଳା ସହଯାତ୍ରୀଙ୍କ ଉପରେ ଯୁବକ ପରିସ୍ରା କରିବାର ଦୁଇ ଦୁଇଟି ଘଟଣା ଏବେ ଖବରର ଶିରୋନାମା ପାଲଟିଥିବାବେଳେ ଗୋ ଫାଷ୍ଟ ଫ୍ଲାଇଟ୍‌ ବିରୋଧରେ ଏକ ଅବହେଳାପୂର୍ଣ୍ଣ ଅଭିଯୋଗ ସାମ୍ନାକୁ ଆସିଛି। ସୋମବାର ଏହି ଘରୋଇ ବିମାନ ବେଙ୍ଗାଲୁରୁରୁ ଜାତୀୟ…

ବିପଦସଙ୍କୁଳ ବିଲି୍ଡଂ ଚିହ୍ନଟ କଲା ପ୍ରଶାସନ

ଡେରାଡୁନ,୧୦।୧: ଉତ୍ତରାଖଣ୍ଡ ଚମୋଲି ଜିଲାର ଜୋଷୀମଠରେ ଜିଲା ପ୍ରଶାସନ ପକ୍ଷରୁ ବିଦପସଙ୍କୁଳ ବିଲ୍ଡିଂ ଚିହ୍ନଟ କରାଯାଇ ସେଗୁଡ଼ିରେ ନାଲିଛକି ଚିହ୍ନ ଦିଆଯାଇଛି। ଯେଉଁ କୋଠାରେ ରହିବା ବିପଜ୍ଜନକ ସେଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସିନ୍ଧି ଗାନ୍ଧୀନଗର ଏବଂ ମନୋହର…

ସରକାରଙ୍କ ଉଦାସୀନତା ଦାୟୀ

ନୂଆଦିଲ୍ଲୀ,୧୦।୧: ଜୋଷୀମଠ ଓ ଏହାର ଆଖପାଖ ଅଞ୍ଚଳ ବିପଦପୂର୍ଣ୍ଣ ଜୋନ୍‌ରେ ଥିବା ନେଇ ଉତ୍ତରାଖଣ୍ଡ ସରକାରଙ୍କୁ ୨୦୦୧ରେ ରିପୋର୍ଟ ଦିଆଯାଇଥିଲା ବୋଲି ପରିବେଶ ବିଜ୍ଞାନୀ ଚଣ୍ଡି ପ୍ରସାଦ ଭଟ୍ଟ କହିଛନ୍ତି। ରିମୋଟ୍‌ ସେନ୍ସିଂ ଏବଂ ଜିଓଗ୍ରାଫିକ୍‌ ଇନ୍‌ଫର୍ମେଶନ ସିଷ୍ଟମ୍‌ (ଜିଆଇଏସ୍‌) ବ୍ୟବହାର…

ଧର୍ମାନ୍ତରୀକରଣ ପ୍ରସଙ୍ଗରେ ରାଜନୀତି ନ ହେଉ

ନୂଆଦିଲ୍ଲୀ,୧୦ା୧: ଧର୍ମାନ୍ତରୀକରଣ ଏକ ଗମ୍ଭୀର ପ୍ରସଙ୍ଗ। ଏଥିରେ ରାଜନୈତିକ ରଙ୍ଗ ଦିଅ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ସୋମବାର କହିଛନ୍ତି। ଡରାଇ, ଧମକାଇ, ପ୍ରଲୋଭନ ଦେଖାଇ କରାଯାଉଥିବା ଧର୍ମାନ୍ତରୀକରଣକୁ ରୋକିବା ନିମନ୍ତେ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ…

ବିମାନରେ ବୋମା ଥିବା ଧମକ ପରେ ମସ୍କୋରୁ ଗୋଆ ଆସୁଥିବା ବିମାନର ଜାମନଗର ବିମାନ ବନ୍ଦରରେ ଜରୁରୀ ଅବତରଣ

ଅହମଦାବାଦ,୧୦ ।୧: ମସ୍କୋରୁ ଗୋଆ ଆସୁଥିବା ଏକ ବିମାନରେ ବୋମା ଥିବା ଧମକ ମିଳିଥିଲା । ଏହାପରେ ଉକ୍ତ ବିମାନଟିକୁ ସୋମବାର ଗୁଜରାଟର ଜାମନଗର ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ପ୍ରାୟ ୨୦୦ ଯାତ୍ରୀଙ୍କୁ ନେଇ ଆସୁଥିବା ଏହି…

କେଜିର୍‌ଓ୍ବାଲଙ୍କୁ ଚିଠି ଲେଖି ବୈଠକ ପାଇଁ ନିମନ୍ତ୍ରଣ କଲେ ସାକ୍ସେନା

ନୂଆଦିଲ୍ଲୀ,୯।୧: ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲଙ୍କ ମଧ୍ୟରେ ଏମ୍‌ସିଡି ନିର୍ବାଚନରେ ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ନେଇ ବିବାଦ ଶେଷ ହୋଇନାହିଁ। ଏହି ସମୟରେ ଭି.କେ ସାକ୍ସେନା ସୋମବାର କେଜିର୍‌ଓ୍ବାଲଙ୍କୁ ଚିଠି ଲେଖି ବୈଠକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?