Posted inଜାତୀୟ

କେନ୍ଦ୍ର ସରକାରଙ୍କୁ ପୁଣି ଘେରିଲେ ବରୁଣ…

ବରେଲି,୯।୧ : ଶାସକ ଭାରତୀୟ ଜନତା ପାର୍ଟିର ପିଲଭିତ ନିର୍ବାଚନମଣ୍ଡଳୀର ଏମପି ବରୁଣ ଗାନ୍ଧୀ ପୁଣି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ଆଖୁ ଚାଷୀଙ୍କୁ ଚିନି କଳ ମାଲିକମାନେ ରହିଥିବା ବକେୟା ଶୀଘ୍ର ପୈଠ କରିବା ଆବଶ୍ୟକ। ନହେଲେ ଚାଷୀମାନଙ୍କର ବିରୋଧର ସମ୍ମୁଖୀନ ହେବାକୁ ଚିନି କଳ ମାଲିକମାନେ ପ୍ରସ୍ତୁତ ହେବା ଉଚିତ। ତାଙ୍କ ନିର୍ବାଚନମଣ୍ଡଳୀ ବାହେଡି ବିଧାନସଭା ନିର୍ବାଚନମଣ୍ଡଳୀ ଆର୍ସିୟାବୋଜ ଗ୍ରାମରେ ଏକ ସାଧାରଣ ସଭାରେ ଯୋଗଦେଇ ଏଭଳି କହିଛନ୍ତି।

ସେ ଦେଶର ବେକାରୀ ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକ କୋଟି ସରକାରୀ ପଦବୀ ଖାଲି ପଡିଛ। ସରକାର ଏହି ପଦବୀ ପୂରଣ କରିବା ଜରୁରୀ। ଆମେ ଏହି କାର୍ଯ୍ୟରେ ସାହାଯ୍ୟ କରିବାକୁ ପ୍ରସ୍ତୁତ। କୃଷକମାନେ ତାଙ୍କ ଆଗରେ ବୁଲା ପ୍ରାଣୀ ପ୍ରସଙ୍ଗ ଉଠାଇ କହିଥିଲେ ଯେ ବୁଲା ପ୍ରାଣୀମାନେ ଫସଲର କ୍ଷତି କରୁଛନ୍ତି। ଏହା ଉପରେ ଗାନ୍ଧୀ କହିଛନ୍ତି ଯେ ସରକାର ଏବଂ ପ୍ରଶାସନ ଏହି ସମସ୍ୟାର ଶୀଘ୍ର ସମାଧାନ କରିବା ଆବଶ୍ୟକ।

ସେ କହିଛନ୍ତି ଯେ ପୋଲିସ ବିଭାଗ ବିରୋଧରେ ମଧ୍ୟ ଅନେକ ଅଭିଯୋଗ ଆସୁଛି ବୋଲି କହି ସେ ଥାନା ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

‘ଆଚରଣ ବିଧି ଉଲଂଘନ କରନ୍ତୁ ନାହିଁ’, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ନିର୍ବାଚନ ଆୟୋଗ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୭।୪: ମତଦାନ ଦିନ କୁଚ ବିହାର ଗସ୍ତ ବାତିଲ କରିବାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ...

ନାମାଙ୍କନ ଦାଖଲ କରି ଓହରିଲେ ଗୁଲାମ ନବୀ ଆଜାଦ, ଲଢିବେ ନାହିଁ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ, ୧୭।୪: ଡେମକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP) ମୁଖ୍ୟ ଗୁଲାମ ନବୀ ଆଜାଦ ୨୦୨୪ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବ ପୂର୍ବତନ...

ପ୍ରଥମ ପଯର୍‌ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୭।୪: ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଏଥିପାଇଁ ବୁଧବାର...

ମାଗଣା ଗ୍ୟାସ ସିଲିଣ୍ଡର, ସମସ୍ତଙ୍କୁ ଘର, ଯୁବକଙ୍କୁ ରୋଜଗାର, ଟିଏମସି ଘୋଷଣାପତ୍ରରେ ଆନକ ଗ୍ୟାରେଣ୍ଟି ଦେଲେ ମମତା

କୋଲକାତା,୧୭।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭର ଦୁଇ ଦିନ ପୂର୍ବରୁ ବୁଧବାର ତ୍ରୁଣମୂଳ କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ...

କ୍ୟାବିନେଟ ମନ୍ତ୍ରୀଙ୍କ ସହ ଭର୍ଚୁଆଲ ମିଟିଂ ପାଇଁ କେଜରିଓ୍ବାଲଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୭।୪: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସରକାରଙ୍କୁ ଜେଲରୁ ଚଳାଇବାକୁ...

ଭାଜପାକୁ ମିଳିବ କେତେ ଆସନ ଭବିଷ୍ୟବାଣୀ କଲେ ରାହୁଲ, ଚମକାଇଦେବ ସଂଖ୍ୟା

ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ଗୋଟିଏ ପଟେ ଭାଜପା ଦାବି କରିଛି ଯେ ଏନଡିଏ ୪୦୦ ରୁ ଅଧିକ ସିଟ ଜିତିବ।...

ନୀତିନ ଗଡକରୀଙ୍କ ପୁଅ କରିବେ ରାଜନୀତିରେ ଏଣ୍ଟ୍ରି! ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୭।୪: ପାଖେଇ ଆସିଲାଣି ଲୋକ ସଭା ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ଦଳ ପରସ୍ପରକୁ ଆରୋପ ପ୍ରତ୍ୟାରୋପରେ ସେତେ ପୋତି ପକାଉଛନ୍ତି। ଭାଜପା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri