ଜାତୀୟ

ନେପାଳ ବିମାନ ଦୁର୍ଘଟଣା: ଏବେବି ପରିବାରକୁ ମିଳିନି ୪ ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୨ ।୧: ନେପାଳ ବିମାନଦୁର୍ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ଗଲାଣି । ହେଲେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଭାରତୀୟଙ୍କ ମୃତଦେହକୁ ଏବେବି ଅପେକ୍ଷା ରଖିଛନ୍ତି ସେମାନଙ୍କ ପରିଜନ । ନେପାଳି ଅଧିକାରୀମାନେ ମଙ୍ଗଳବାର ଅର୍ଥାତ୍ ୧୭…

ଅସଦାଚରଣ ମାମଲା, ପାଇଲଟଙ୍କ ନିଲମ୍ବନ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୨୨ ।୧: ଏୟାର ଇଣ୍ଡିଆର ଏକ ବିମାନରେ ଗତ ନଭେମ୍ବରରେ ହୋଇଥିବା ପରିସ୍ରା ମାମଲାରେ ବିମାନର ମୁଖ୍ୟ ପାଇଲଟଙ୍କ ଲାଇସେନ୍ସ ନିଲମ୍ବନ କରିବା ମାମଲାରେ ଇଣ୍ଡିଆ ପାଇଲଟ ଗିଲ୍ଡ(ଆଇପିଜି)ଆଇନ ପଦକ୍ଷେପ ନେବା ଉପରେ ବିଚାର କରୁଛି । ଆଇପିଜିର ଜଣେ ବରିଷ୍ଠ…

ଧ୍ରୁବ ତାରା ଭଳି ବାଟ ଦେଖାଏ ସମ୍ବିଧାନର ମୂଳ ସଂରଚନା: ସିଜେଆଇ…

ନୂଆଦିଲ୍ଲୀ,୨୧।୧ : ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି ଯେ ସମ୍ବିଧାନର ଆତ୍ମାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ପରିବର୍ତ୍ତିତ ସମୟ ସହିତ ସମ୍ବିଧାନର ବ୍ୟାଖ୍ୟା କରିବାରେ ଜଣେ ବିଚାରପତିଙ୍କ ଦକ୍ଷତା ରହିଛି। ସେ କହିଛନ୍ତି ଯେ ଯେତେବେଳେ…

ସହରରେ ଥିବା ବାସହୀନଙ୍କ ପାଇଁ ଆଶ୍ରୟ: ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୧।୧ : ଶୀତଋତୁରେ ସହରରେ ଥିବା ବାସହୀନଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା ନେଇ ଉତ୍ତର ଭାରତୀୟ ରାଜ୍ୟଙ୍କୁ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଚାରପତି ରବୀନ୍ଦ୍ର ଭଟ୍ଟ ଏବଂ ଦୀପଙ୍କର ଦତ୍ତଙ୍କ ନେତୃତ୍ୱରେ ଗଠିତ…

ଶାହରୁଖ କିଏ ମୁଁ ତାଙ୍କୁ ଜାଣିନାହିଁ: ଆସାମ ମୁଖ୍ୟମନ୍ତ୍ରୀ…

ଗୁଆହାଟୀ,୨୧।୧ : ପଠାନ ଫିଲ୍ମକୁ ନେଇ ଉପୁଜି ଥିବା ବିବାଦକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଛନ୍ତି ଯେ, ଶାହରୁଖ ଖାନ୍‌ କିଏ ମୁଁ ତାଙ୍କୁ ଚିହ୍ନି ନାହିଁ। ଜାନୁୟାରୀ ୨୫ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଥିବାବେଳେ…

ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେବ ୨୧ ଦ୍ୱୀପ…

ନୂଆଦିଲ୍ଲୀ,୨୧।୧ : ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି କ୍ରମରେ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜାନୁୟାରୀ ୨୩ରେ ଆଣ୍ଡାମାନ ନିକୋବରର ୨୧ ଦ୍ୱୀପକୁ ପରମବୀର ଚକ୍ର ସମ୍ମାନରେ…

ବିବିସି ଡକ୍ୟୁମେଣ୍ଟାରୀ ନେଇ ଭାଜପାକୁ ଟାର୍ଗେଟ କଲା କଂଗ୍ରେସ, ମୋଦିଙ୍କୁ ରାଜଧର୍ମ ପାଳନ କରିବାକୁ କହିଥିଲେ ବାଜପେୟୀ…

ନୂଆଦିଲ୍ଲୀ,୨୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସିର ଏକ ଡକ୍ୟୁମେଣ୍ଟାରୀକୁ ସେନ୍ସର କରିଥିବାରୁ କଂଗ୍ରେସ ଶନିବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ଦଳ ପ୍ରଶ୍ନ କରିଛି ଯେ ୨୦୦୨ ଗୁଜୁରାଟ ଦଙ୍ଗା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ…

ବିବିସି ଡକ୍ୟୁମେଣ୍ଟାରୀ ବିରୋଧରେ ଅବସରପ୍ରାପ୍ତ ବିଚାରପତିଙ୍କ ସମେତ ୩୦୦ବୁଦ୍ଧିଜୀବୀ ଏକଜୁଟ…

ନୂଆଦିଲ୍ଲୀ,୨୧।୧ : ବିବିସିର ଇଣ୍ଡିଆ: ଦ ମୋଦି କୋଶ୍ଚିନ ଡକ୍ୟୁମେଣ୍ଟାରୀ ସିରିଜକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଅବସରପ୍ରାପ୍ତ ବିଚାରପତି, ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର ଭେଟେରାନଙ୍କ ସମେତ ୩୦୦ ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ ଏକ…

ରାଜନୈତିକ ଦଳଙ୍କୁ ଆଦର୍ଶ ଆଚରଣ ବିଧିର ମନେ ପକାଇଲେ ନିର୍ବାଚନ କମିଶନ, ପ୍ରଚାରରେ ପୂଜା ସ୍ଥଳର ନ ହେଉ ବ୍ୟବହାର…

ନୂଆଦିଲ୍ଲୀ,୨୧।୧ : ୩ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ବିଭିନ୍ନ ଉପ-ନିର୍ବାଚନ ପୂର୍ବରୁ ର୍ନିବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଆଇନର ଧାରା ଏବଂ ଆଦର୍ଶ ଆଚରଣ ବିଧି ବିଷୟରେ ମନେ ପକାଇ ଦେଇଛନ୍ତି। ପ୍ରଚାରରେ ପୂଜାପାଠ ସ୍ଥଳର ବ୍ୟବହାରକୁ…

ପୋଷା କୁକୁରକୁ ‘କୁକୁର’ କହିବାରୁ ବୃଦ୍ଧଙ୍କୁ ହତ୍ୟା କଲେ ପଡ଼ୋଶୀ

ଚେନ୍ନାଇ,୨୧ା୧: ପୋଷା କୁକୁରକୁ ଜଣେ ବୃଦ୍ଧ କୁକୁର କହିବାରୁ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଡିନଡିଗୁଲ ଜିଲାରେ। ପୋଲିସର ସୂଚନାନୁସାରେ, ତାମିଲନାଡୁର ଡିଣ୍ଡିଗୁଲ ଜିଲାର ତାଡିକମ୍ବୁ ଥାନା ଅନ୍ତର୍ଗତ ଉଲାଗାମ୍ପାଟିଆର୍କୋଟାମର…

ଗେହଲଟ-ପାଇଲଟଙ୍କୁ ପରାମର୍ଶ ଦେଲେ ଥରୁର…

ଜୟପୁର,୨୧।୧ : କଂଗ୍ରେସ ନେତା ଶଶି ଥରୁର ଶନିବାର କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳର କିଛି ନା କିଛି ଗୋଷ୍ଠୀ କନ୍ଦଳ ରହିଛି। କିନ୍ତୁ ନେତାମାନେ ବ୍ୟାପକ ଭାଭମୂର୍ତ୍ତି ଏବଂ ସାମୂହିକ ଲକ୍ଷ୍ୟକୁ ଗୁରୁତ୍ୱ ଦେବା ଉଚିତ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ…

ଏଲଏସିରେ ଭାରତୀୟ ବାୟୁସେନା ପକ୍ଷରୁ ହେବ ସମରାଭ୍ୟାସ ‘ପ୍ରଳୟ’…

ନୂଆଦିଲ୍ଲୀ,୨୧।୧ : ଚାଇନା ସହିତ ଏଲଏସିରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ଉତ୍ତର ପୂର୍ବ ଭାରତରେ ଏକ ପ୍ରମୁଖ ସମରାଭ୍ୟାସ କରିବାକୁ ଯାଉଛି। ଏହାର ନାମ ‘ପ୍ରଳୟ’ ରଖାଯାଇଛି। ବାୟୁସେନା ସୂତ୍ରରୁ ଜଣାପଡିଛି ଯେ ସମସ୍ତ ପ୍ରମୁଖ ଏୟାରବେସର ସହଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?