ଆପ୍ କହିବ ଭବିଷ୍ୟତରେ ହେବ କିଭଳି ସ୍ବାସ୍ଥ୍ୟ ସମସ୍ୟା, ବୁନ୍ଦେଲଖଣ୍ଡ ବିଶ୍ୱ ବିଦ୍ୟାଳୟର ସଫଳତା…
ବୁନ୍ଦେଲଖଣ୍ଡ,୧୫।୧୧ : ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ଆପ ବିକଶିତ କରାଯାଉଛି, ଯାହା ଲୋକମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ସଚେତନ ରଖିବାରେ ସହାୟକ ହେବ। ଏହି ସ୍ବତନ୍ତ୍ର ଆପ ବିଶ୍ୱବିଦ୍ୟାଳୟର ଇନୋଭେଶନ ସେଣ୍ଟର ଦ୍ୱାରା ବିକଶିତ ହେଉଛି। ଏହି ଆପର ନାମ…
ପାକିସ୍ତାନୀ ଡ୍ରୋନ୍ ଉପରେ ଭାରତୀୟ ଯବାନଙ୍କ ୧୦ ରାଉଣ୍ଡ ଗୁଳି ମାଡ଼…
ପଠାଣକୋଟ,୧୫।୧୧ : ପୁଣିଥରେ ପଠାଣକୋଟର ବାମିୟାଲ ସେକ୍ଟରରେ ଭାରତୀୟ ସୀମା ଭିତରକୁ ପାକିସ୍ତାନୀ ଡ୍ରୋନର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ବିଏସଏଫ ଯବାନଙ୍କ ଗୁଲି ଫାୟରିଂଯୋଗୁ ୁ ପାକିସ୍ତାନୀ ଡ୍ରୋନ ଫେରି ଯାଇଥିଲା। ଏହି ଘଟଣା ପରେ ପୋଲିସ ଏବଂ ବିଏସଏଫ…
ମହେଶ ବାବୁଙ୍କ ବାପାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ,୧୫।୧୧: ସାଉଥ୍ ସୁପରଷ୍ଟାର ମହେଶ ବାବୁ ବର୍ତ୍ତମାନ ଦୁଃଖଦ ସମୟ ଦେଇ ଗତି କରୁଛନ୍ତି। ନିକଟରେ ମା’ଙ୍କୁ ହରାଇଥିବା ମହେଶ ବାବୁଙ୍କ କଷ୍ଟ କମ୍ ହୋଇ ନ ଥିବା ବେଳେ ଏବେ ତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ମଙ୍ଗଳବାର ବାପା…
ଉଦ୍ଧବଙ୍କ ଆବେଦନ ଖାରଜ, ଇସିଙ୍କୁ ନିଷ୍ପତ୍ତି ନେବାକୁ କହିଲେ କୋର୍ଟ…
ନୂଆଦିଲ୍ଲୀ,୧୫।୧୧ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମଙ୍ଗଳବାର ଏକ ବଡ଼ ଝଟକା ମିଳିଛି। ଶିବସେନା ଦଳର ନାମ ଏବଂ ନିର୍ବାଚନ ପ୍ରତୀକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିବା ନିର୍ବାଚନ ଆୟୋଗ(ଇସି)ଙ୍କର ମଧ୍ୟବର୍ତ୍ତୀକାଳୀନ ଆଦେଶ ବିରୋଧରେ ଉଦ୍ଧବ…
୧୦ଟା ରୁ ୫ଟା ନୁହେଁ, ଏହାଠାରୁ ଅଧିକ ସମୟ କାମ କରନ୍ତୁ: ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଧାମିଙ୍କ ଚେତାବନୀ…
ଡେରାଡୁନ,୧୫।୧୧ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଔପଚାରିକତାଠାରୁ ଦୂରେଇ କାର୍ଯ୍ୟ କରିବାକୁ ଚେତାବନୀ ଦେଇଛନ୍ତି। ଧାମି ଖୋଲାଖୋଲି ଭାବେ କହିଛନ୍ତି ଯେ ରାଜ୍ୟର ବିକାଶ ପାଇଁ ସମସ୍ତଙ୍କୁ ପୂର୍ବାହ୍ନ ୧୦ରୁ ଅପରାହ୍ନ…
ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରେ ବନ୍ଦ କରି ନିଆଁ ଲଗାଇଲେ ମହିଳା…
ଗାଜିଆବାଦ,୧୫।୧୧ : ଗାଜିଆବାଦର ଖୋଡା ଅଞ୍ଚଳରେ ଦୁଇଜଣ ମହିଳା ଅତିକ୍ରମଣ ହଟାଇବାକୁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ନିଜକୁୁ ଘରର ଗୋଟିଏ କୋଠରୀରେ ତାଲା ପକାଇ କୋଠରୀରେ ନିଆଁ ଲଗାଇ ଦେଇଥିଲେ। ପୋଖରୀରୁ ବେଆଇନ ଅତିକ୍ରମଣ ହଟାଇବାକୁ ମ୍ୟୁନିସିପାଲିଟି ଟିମ ଏଠାକୁ…
ଜ୍ୟାକଲିନଙ୍କୁ ଜାମିନ
ମୁମ୍ବାଇ,୧୫ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ମିଳିଛି ଆଶ୍ୱସ୍ତି । କୋର୍ଟ ପକ୍ଷରୁ ତାଙ୍କୁ ମଙ୍ଗଳବାର ଅର୍ଥାତ୍ ୧୫ ନଭେମ୍ବରରେ ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ସହ ଜାମିନ ମିଳିଛି…
ଏମ୍ପି-ବିଧାୟକଙ୍କ ସହିତ ଶିନ୍ଦେଙ୍କ ତୀର୍ଥଯାତ୍ରା…
ମୁମ୍ବାଇ,୧୫।୧୧ : ମହାରାଷ୍ଟ୍ରରୁରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏକନାଥ ଶିନ୍ଦେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି। ଶିନ୍ଦେ ତାଙ୍କର ସମସ୍ତ ଏମ୍ପି ଏବଂ ବିଧାୟକଙ୍କ ସହ ଆସାମ ଗସ୍ତରେ ଯିବେ। ସେଠାରେ ସେ ତାଙ୍କର ସମସ୍ତ ପ୍ରତିନିଧୀଙ୍କ ସହିତ କାମାକ୍ଷା…
ଗୁଜରାଟ ବିଧାନସଭା ନିର୍ବାଚନ: ଷ୍ଟାର ପ୍ରଚାରକଙ୍କ ସୂଚି ଜାରି କଲା କଂଗ୍ରେସ, ଖର୍ଗେ, ସୋନିଆ, ରାହୁଲ, ପ୍ରିୟଙ୍କା, ଗେହଲୋଟ, ବଘେଲଙ୍କ ସମେତ ରହିଛି ୪୦ ନେତାଙ୍କ ନାମ
ନୂଆଦିଲ୍ଲୀ,୧୫ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି କଂଗ୍ରେସ ମଙ୍ଗଳବାର ଷ୍ଟାର ପ୍ରଚାରକଙ୍କ ଲିଷ୍ଟ ଜାରି କରିଛି । ଏହି ସୂଚୀରେ କଂଗ୍ରେସର ବଡ ବଡ ନେତାଙ୍କ ନାମ ସାମିଲ ରହିଛି । କଂଗ୍ରେସ ପକ୍ଷରୁ ଏହି ସୂଚୀ ନିର୍ବାଚନ…
ମୁନାକ କେନାଲ ପ୍ରସଙ୍ଗରେ ପଞ୍ଜାବ-ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା…
ନୂଆଦିଲ୍ଲୀ,୧୫।୧୧ : ମୁନାକ କେନାଲ ବିବାଦ ମାମଲାରେ ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାରଙ୍କୁ କହିଛନ୍ତି, ଆପଣ କେତେ ସଭା କରନ୍ତି ସାଧାରଣ ଲୋକଙ୍କ ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ? ସାଧାରଣ ଲୋକ…
ମୋରବି ମାମଲାରେ ଗୁଜରାଟ ସରକାରଙ୍କୁ ହାଇକୋର୍ଟଙ୍କ ଛାଟ, ଚାଲାକି ନ କରି ପ୍ରଶ୍ନର ଜବାବ ଦିଅ…
ଅହମଦାବାଦ,୧୫।୧୧ : ଗୁଜରାଟରେ ମୋରବି ଝୁଲାପୋଲ ଦୁର୍ଘଟଣାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାର ମରାମତି ପାଇଁ ଚୁକ୍ତିନାମା ପ୍ରଦାନ କରିବାର ପଦ୍ଧତି ଉପରେ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ଅଦାଲତ ମୁଖ୍ୟ ଶାସନ ସଚିବଙ୍କୁ ଡକାଇ…
ଭାରତ ଯୋଡୋ ଯାତ୍ରା ଭୋଟ ବ୍ୟାଙ୍କ ରାଜନୀତି ନୁହେଁ…
ମୁମ୍ବାଇ,୧୫।୧୧ : କଂଗ୍ରେସର ମହାସଚିବ ଜୟରାମ ରମେଶ ମଙ୍ଗଳବାର ମହାରାଷ୍ଟ୍ରର ୱାଶିମରେ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରାର ଉଦ୍ଦେଶ୍ୟ ଭୋଟ ବ୍ୟାଙ୍କ ସହିତ ଜଡିତ ନୁହେଁ। ଆମର ଲକ୍ଷ୍ୟ ରାଜନୀତିଠାରୁ ଅଧିକ ବୋଲି ସେ କହିଛନ୍ତି। ଅବଶ୍ୟ, ଏହା ଏକ…
Archives


